କାଳ ହେଲା କି ସ୍ୱାମୀ ସ୍ତ୍ରୀ କଳି ? ବିଜେଡି ପାଇଁ ଅଲୋଡ଼ା ହେଲେ କି ଅନୁଭବ ମହାନ୍ତି ? ବାଜିରେ ଲାଗିଲା କେନ୍ଦ୍ରାପଡ଼ା ସାଂସଦଙ୍କ ରାଜନୈତିକ କ୍ୟାରିୟର । ଅନୁଭବଙ୍କୁ ଛାଡ଼ି ବର୍ଷାଙ୍କ ଉପରେ ଛାମୁଙ୍କ ଭରସା । ଦଳୀୟ କାର୍ଯ୍ୟକ୍ରମରେ ସିନେମା ଡାଇଲଗ ମାରି ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିବା କେନ୍ଦ୍ରାପଡ଼ା ସାଂସଦଙ୍କ ବେଳକାଳ ଭଲ ନାହିଁ ପରି ଲାଗୁଛି । ଆଗ ପରି ତାଙ୍କ ଦବଦବା ଆଉ ନାହିଁ । ତେଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡକାଯାଉ ନାହିଁ । ପାରିବାରିକ ବିବାଦ କାରଣ ପାଇଁ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଥିବା କୁହାଯାଉଛି ।
Published: Pallipuspa Samal
Last updated: 15 February 2022, 12:57 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।