• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Campaigns

BJP
ହାଇଭୋଲଟେଜ୍‌ କ୍ୟାମ୍ପେନିଂ; କାଲି ନବୀନ ଓ ଜୟଶଙ୍କରଙ୍କ ପ୍ରଚାର, ୬ରେ ଆସୁଛନ୍ତି ମୋଦି

ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ୪ ଓ ୫ ତାରିଖ ଦୁଇଦିନ ଓଡ଼ିଶାରେ ରହିବେ। ଭୁବନେଶ୍ୱର-କଟକ-ସମ୍ବଲପୁର କାର୍ଯ୍ୟକ୍ରମରେ ଯୋଗଦେବେ ଏସ୍‌.ଜୟଶଙ୍କର ।

Naveen Patnaik
ନିର୍ବାଚନୀ ମଇଦାନରେ ମୁଖ୍ୟମନ୍ତ୍ରୀ; ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ

ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ଅପପ୍ରଚାର କରୁଥିବା କହିଛନ୍ତି ନବୀନ ପଟ୍ଟନାୟକ। ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି। ଏଭଳି କରି କେହି କେବେ ସଫଳ ହେବେନି ବୋଲି ସେ କହିଛନ୍ତି।

Heatwave challenge for campaigning
ପ୍ରଚାର ବେଳେ ହିଟୱେଭ୍ ଚ୍ୟାଲେଞ୍ଜ୍, କିଏ ସକାଳେ ତ ଆଉ କିଏ ସଞ୍ଜରେ କରୁଛନ୍ତି କ୍ୟାମ୍ପେନିଂ

ବଲାଙ୍ଗିର ବିଜେପିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହକୁ ଦେଖି କେବଳ ପୂର୍ବାହ୍ନ ଆଉ ଅପରାହ୍ନରେ ପ୍ରଚାର କରୁଛନ୍ତି ।

Ollywood Actress Varsha Priyadarshini Campaigns For BJD Candidate Despite Feud With Hubby
ସ୍ୱାମୀଙ୍କୁ ବିରୋଧ କରୁଛନ୍ତି କିନ୍ତୁ ଶଙ୍ଖ ଦଳିଆ ନେତାଙ୍କ ପାଇଁ ପ୍ରଚାର କରୁଛନ୍ତି ବର୍ଷା...

ସ୍ୱାମୀଙ୍କୁ ଜୋରଦାର ବିରୋଧ କରୁଛନ୍ତି କିନ୍ତୁ ଶଙ୍ଖ ଦଳିଆ ନେତାଙ୍କୁ ପଂଚାୟତ ନିର୍ବାଚନରେ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ଖରାତରାରେ ବୁଲି ଦଳୀୟଗୁଣ ଗାନ କରିବା ସହ ଛୋଟ ପିଲାଙ୍କୁ କାରରେ ବସାଇ ଗେଲ କରୁଛନ୍ତି ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ