• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pulwama Martyrs

Pulwama attack to air strike know all about it
Pulwama Attack Day 2024: ଗୁଳିର ଜବାବ ଗୁଳିରେ; ୪୦ ସହିଦଙ୍କ ଆତ୍ମା ଶାନ୍ତି ପାଇଲା ୩୦୦ ଆତଙ୍କବାଦୀଙ୍କ ରକ୍ତରେ

ଭାରତର ଇତିହାସରେ ସବୁଠାରୁ ଖରାପ ଦିନ ଥିଲା ଗୋଟିଏ ୧୪ ଫେବୃଆରୀ। ଏହି ଦିନ ମନେପକେଇ ଦିଏ ଜାମ୍ମୁ-କାଶ୍ମୀରରେ ହୋଇଥିବା ଏକ ଦୁଃଖଦ ଘଟଣା। ଏହି ଦିନ CRPF କର୍ମଚାରୀଙ୍କ ସେନା ଗାଡି ଉପରେ ହୋଇଥିଲା ଭୟଙ୍କର ଆକ୍ରମଣ। ସେବେଠାରୁ ଭାରତରେ ଏହି ଦିନକୁ କଳା ଦିବସ ଭାବେ ପାଳନ କରାଯାଉଛି।

Odisha Autorickshaw Driver
ବର୍ଷ ସାରା ଭିନ୍ନକ୍ଷମଙ୍କୁ ମାଗଣା ଯାତ୍ରା

୨୦୧୯ ଆଜି ପରି ସେଦିନ ବି ଥିଲା ଫେବ୍ରୁଆରି ୧୪। ପ୍ରାୟ ଅଢ଼େଇ ହଜାର ସିଆରପିଏଫ୍ ଯବାନ ଜମ୍ମୁରୁ ଯାଉଥିଲେ ଶ୍ରୀନଗର। ସମୟ ଅପରାହ୍ନ ପ୍ରାୟ ୩ଟା। ପୁଲଓ୍ୱାମା ଜିଲ୍ଲାର ଲେଥାପୁରା ନିକଟରେ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ବର୍ବର ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଘଟାଇଲା ଆତ୍ମଘାତୀ ବିସ୍ଫୋରଣ।