ସରପଂଚ ଜିତିଲା ବୋଲି...ବୋତଲ ଭାଙ୍ଗିବି ତୋ ଦୁଆରେଠୁ ଗେଲ୍ହୁ ତ ଚିପୁଡ଼ି ଦେଲୁ, ସବୁ ଗୀତରେ ଭାଇ ଆମର ଏମିତି ନାଚିଲେ ଯେ, ପୂରା ପଡ଼ିଆକୁ ହଳ କରିଦେଲେ...ଦେଖୁନୁରେ ନାରଣ କେମିତି ଗୋଡ଼କୁ ଉପରକୁ ଟେକି ନାଚୁଛନ୍ତି...
ଜଣେ ବ୍ୟକ୍ତି ଏମିତି କିଛି କରି ଦେଖେଇ ଦେଇଛନ୍ତି ଯାହା ଆଲୋଚନାର ବିଷୟ ହୋଇଯାଇଛି। ସେ ଗୋଟିଏ ଦିନରେ ୩ ଜଣ ଯୁବତୀଙ୍କୁ ଏକାଠି ବିବାହ କରିଛନ୍ତି ଏବଂ ଏହି ତିନିଜଣ ଯାକ ଯାଆଁଳା ଭଉଣୀ।
ଓଡ଼ିଶାର କେତେ ପିଲା ମେଡିକାଲ ପଢୁଛନ୍ତି, ତାର ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ବି ଓଡ଼ିଶାର ଆନୁପାତିକ ହାର କିନ୍ତୁ ଯଥେଷ୍ଟ ଅଧିକ।
ବିଜେଡିର ସମ୍ବଳ ଯେଭଳି କର୍ମୀ ଓ ଲୋକଙ୍କ ନିକଟରେ ପହଞ୍ଚୁଛି, ସେମିତି ବିଜେପିର ସମ୍ବଳ ଲୋକଙ୍କ ନିକଟରେ ପହଞ୍ଚୁଛି ତ?
ୟୁକ୍ରେନ ଯୁଦ୍ଧ ଯୋଗୁଁ ବଢ଼ିବ ତେଲ ଦର ! ସୂର୍ଯ୍ୟମୁଖୀ ଦେଲ ଦର ବଢ଼ିବା ଆଶଙ୍କା ପ୍ରକାଶ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପଦକ୍ଷେପ ନେବାକୁ ସରକାରଙ୍କୁ ବ୍ୟବସାୟୀ ସଂଘର ଆହ୍ୱାନ । ଏନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ଜଣାଇଛନ୍ତି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ସମସ୍ତେ ଘରକୁ ଫେରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।
ଭାରତୀୟ ସେନାରେ ଆଜି ଅନେକ ମହିଳା ଯୋଗ ଦେଇଛନ୍ତି। ଅନେକ ମହିଳା ଭାରତୀୟ ବାୟୁସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ଉଡ଼ାଇବାର ଦାୟିତ୍ୱ ତୁଲାଉଛନ୍ତି। ତେବେ ଏମିତି କିଛି ଆସନ୍ତୁ ସାହସୀ ମହିଳା ଅଛନ୍ତି ଯେଉଁମାନେ ଦେଶର ସୈନ୍ୟବାହିନୀରେ ଯୋଗ ଦେଇ ଦେଶକୁ ଗୌରବାନ୍ୱିତ କରିବା ସହ ପ୍ରତ୍ୟେକ ନାରୀ ପାଇଁ ଏକ ଆଦର୍ଶ ହୋଇଯାଇଛନ୍ତି।
ସମାଜରେ ମହିଳାମାନଙ୍କୁ ସମ୍ମାନ ଏବଂ ସୁରକ୍ଷିତ ବାତାବରଣ ଦେବା ପାଇଁ ଭାରତୀୟ ସମ୍ବିଧାନରେ କିଛି ଅଧିକାର ଦିଆଯାଇଛି। ଅନେକ ମହିଳା ସେମାନଙ୍କର ଅଧିକାର ବିଷୟରେ ଅବଗତ ନୁହଁନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ପରିସ୍ଥିତିର ସାମ୍ନା କରିବାକୁ ପଡେ ଯାହା ସେମାନଙ୍କ ସହ ନହେବା ଉଚିତ।
ପ୍ରତିବର୍ଷ ମାର୍ଚ୍ଚ ୮ରେ ମହିଳା ଦିବସ ଅବସରରେ ବିଶ୍ୱର ସମସ୍ତ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ତେବେ ଆପଣ ଜାଣନ୍ତି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କେବେ ଏବଂ କେଉଁଠାରୁ ଆରମ୍ଭ ହୋଇଥିଲା? ଆନ୍ତର୍ଜାତୀୟ ମହିଳା ଦିବସ କେବଳ ମାର୍ଚ୍ଚ ୮ରେ କାହିଁକି ପାଳନ କରାଯାଏ?
ପୁଟିନ୍ଙ୍କୁ ନେଇ ଏବେ ଜୋର୍ଦାର ଚର୍ଚ୍ଚା। କେତେବେଳେ ଝିଅକୁ ନେଇ ତ ପୁଣି କେତେବେଳେ ପ୍ରେମିକାକୁ ନେଇ। ଏବେ ସାମ୍ନାକୁ ଆସିଛନ୍ତି ତାଙ୍କ ପ୍ରେମିକା। ତେବେ କିଏ ଏହି ଝିଅ ଆସନ୍ତୁ ଜାଣିବା।
ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଦେଶରେ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର ।
ସାମ୍ନାକୁ ଆସିଛି ଋଷ୍ ରାଷ୍ଟ୍ରପତିଙ୍କ ଚେହେରା ସହ ମିଶିଯାଉଥିବା ଜଣେ ଝିଅ। ଲୋକେ ତାଙ୍କୁ ଭାବୁଛନ୍ତି ପୁଟିନଙ୍କ ଝିଅ। ଏନେଇ ସେ ହେଉଛନ୍ତି ଖୁବ୍ ଟ୍ରୋଲ୍।
୧୯ ବର୍ଷୀୟା ମହିଳା ଲକ୍ଷ୍ମୀପ୍ରିୟା ଦାସ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ବୁଲି ପ୍ଲାଷ୍ଟିକ ବୋତଲ ଗୋଟାଇବା ତାଙ୍କର କାମ ।
କଲୋମ୍ବିଆରେ ରହିଛି ଏକ ନିଆରା ଆଇଲ୍ୟାଣ୍ଡ । ଯାହାର ନାଁ 'ସାନ୍ତାକ୍ରୁଜ୍ ଡେଲ୍ ଇସଲୋତେ' । ଏହା ଏକ ଦ୍ୱୀପ ସହର । ମାତ୍ର ଦୁଇ ଫୁଟ ଲମ୍ବା ଏହି ଦ୍ୱୀପରେ ୧୨୦୦ ଲୋକ ବସବାସ କରନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ସତ ।
ଆମେ କହୁଛୁ ଯୁଦ୍ଧ ଭୂଇଁରେ ଫସିଥିବା ସେଇସବୁ ପିଲାଙ୍କ ବାପା-ମାଆଙ୍କ କଥା, ପରିବାରର କଥା ଏବଂ ସେଇ ପିଲାଙ୍କ କଥା । ୟୁକ୍ରେନ୍ ଉପରେ ଋଷ ଆକ୍ରମଣକୁ ୮ ଦିନ ହେଇଗଲାଣି ।
ପାଠ ପଢ଼ି ପୁଅ ଲୋକଙ୍କ ସେବା କରିବ ବୋଲି ଚିନ୍ତା କରିଥିଲେ ପରିବାର ଲୋକ । ହେଲେ ରୁଷ ସହ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ରଶ୍ମୀଙ୍କ ବାଟକୁ ଚାହିଁ ରହିଛି ଦୁଃଖିନୀ ମା’ ।
ଶରୀରର ଶକ୍ତିର ମୁଖ୍ୟ ସ୍ରୋତ ମହୁ ଅଟେ । ମହୁରେ କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣରେ ମିଳିଥାଏ ଯାହା ଶରୀରକୁ ଅଧିକ ଶକ୍ତି ମିଳି ଥାଏ । ଏହା ସହ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ । ଆପଣ ବହୁତ କମ୍ ଖର୍ଚ୍ଚରେ ମହୁ ଚାଷ କରି ଲାଭବାନ୍ ହୋଇପାରିବେ ।
ବାଡ଼ିରେ ଲାଗିଛି ତାଇୱାନ ସିଡ୍ ଲେସ୍ ଗ୍ୱାଭା,ଗ୍ରୀନ ଏପଲ ବେରି, କେଜି ଗ୍ୱାଭା, ଆମ୍ୱ, କାଶ୍ମିରୀ ସୁନ୍ଦରୀ ଏପଲ ବେରି, ଥାଇ ହ୍ୱାଇଟ୍ ଜାମୁନ, ମକା, ଭିଏନଆର ବିହି ଗ୍ୱାଭା, ଥାଇ ବ୍ଲାକ୍ ଜାମୁନ, ଟମାରୋ, ଲେମ୍ୱୁ,ସପୁରୀ ପଣସ, ବ୍ଲାକ୍ ମ୍ୟାଙ୍ଗୋ, ରଙ୍ଗ ବେରଙ୍ଗର ଗୋଲାପ ଗଛ, ଋଦ୍ରାକ୍ଷ, ଗେଣ୍ଡୁ ବଇତ୍ୟାଦି ।
ଫାର୍ମାସିଷ୍ଟଙ୍କୁ ଚଲାଇ ଚଲାଇ ଥାନାକୁ ନେଇ ପୋଲିସ୍ ଜିମା ଦେଲେ ଲୋକେ। ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ଏଭଳି କରିଛନ୍ତି।
ଆଜି ଅପରାହ୍ଣରେ ଓଡ଼ିଶାରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି।
ଚାଷୀଙ୍କୁ ଘାରିଛି ମଣ୍ଡି ଅବ୍ୟବସ୍ଥା । ମଣ୍ଡିରେ ଶହଶହ ବସ୍ତା ଧାନ ପଡି ପଡି ଗଜା ହେଉଥିବାବେଳେ ମିଲର ଧାନ ଉଠାଉନଥିବାରୁ ସୋସାଇଟି ମଧ୍ୟ ଧାନ କିଣୁନାହାନ୍ତି । ଏହାର ଫାଇଦା ଉଠାଇ ଅସାଧୁ ଧାନ ବେପାରୀ କମ୍ ଦାମରେ ଚାଷୀଙ୍କ ଧାନ କିଣି ମାଲାମାଲ୍ ହେଉଛନ୍ତି । ଭଦ୍ରକ ଜିଲ୍ଲ ପଳାଶପୁର ସୋସାଇଟିରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ଭାରତରେ ୭୦% ଲୋକ ମାଛ ଖାଆନ୍ତି l ମାଛ ପ୍ରୋଟିନ ଓ ଭିଟାମିନଯୁକ୍ତ ଭୋଜନ ଅଟେ l ଏହି ସବୁ କାରଣ ଯୋଗୁଁ ବଜାରରେ ମାଛର ଚାହିଦା ଅଧିକ ଥାଏ । ତେବେ ଆପଣ ବଜାରରେ ମାଛ ବିକ୍ରି କରି ଭଲ ରୋଜଗାର କରିପାରିବେ l ମାଛ ଚାଷ ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ ଅନ୍ୟ ବ୍ୟବସାୟ ପରି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବନି ।
ଦୁଇ ଦିବ୍ୟାଙ୍ଗ ଝିଅକୁ ଛାଡ଼ି ଚାଲିଗଲା ମାଆ। ୪ ବର୍ଷ ହେଲାଣି ବାପା ମରିଗଲେଣି....ଭୋକ ଉପାସରେ କଟୁଛି ଦିନ। ଦିନେ ଖାଇଲେ ଦୁଇଦିନ ମିଳୁନି....କବାଟ ନାହିଁ କି ଝରକା ନାହିଁ ତଥାପି ଏଇ ଘରେ ରହୁଛନ୍ତି ଦୁଇ ଭଉଣୀ…ସାହାଯ୍ୟ ଅପେକ୍ଷାରେ ଏମାନେ
କାଳ ହେଲା ଅନଲାଇନ୍ ଚାକିରି। ଆକାଉଣ୍ଟକୁ ଟଙ୍କା ଆସିବ କଣ? ଓଲଟି ଟଙ୍କା ନେଇଗଲେ ସାଇବର ଲୁଟେରା...ଫେସବୁକ୍ରୁ ତଥ୍ୟ ପାଇ ହରାଇଲେ ଟଙ୍କା....
ଆଲୋ ହେ...ତୁ କିଏ ଲୋ? ତୋ ପାଦ ତଳେ ମୋ ଗେରସ୍ତ କାହିଁ ମୁଣ୍ଡ କାଟି ଥୋଇବ? ମୁଁ କଣ ତୋ ପାଇଁ ବିଧବା ହେବି? ଅନେଇଲୁ...