ମାତ୍ର କିଛି ସେକେଣ୍ଡ ବିଳମ୍ବ ହୋଇଥିଲେ ଘଟି ଯାଇ ଥାଆନ୍ତା ବଡ଼ ଅଘଟଣ। ହଠାତ ଦେବ ଦୂତ ସାଜିଲେ ଆରପିଏଫ କନଷ୍ଟେବଳ। ଆଉ ତା ପରେ କ’ଣ ହେଲା ଦେଖନ୍ତୁ...
ଭେଣ୍ଡିଆ ବୟସରେ ପୁଅର ଗୋଡକୁ ବାନ୍ଧି ରଖିଛନ୍ତି ବାପା-ମା'। ଯୋଉଠି ଖାଆନ୍ତି ସେଇଠି ସୁଅନ୍ତି ରାଜକୁମାର। ଗୋଟେ ଆଖିକୁ ଦେଖାଗଲେ ଆଉ ଗୋଟେ ଆଖିକୁ ଭଲଭାବରେ ଦେଖା ଯାଉନି। ପୁଅର ଚିକିତ୍ସା ପାଇଁ ନାକେଦମ୍ ହେଲେଣି ପରିବାର ଲୋକ।
୨ଟି ଶିଶୁଙ୍କ ଗୋଟିଏ ଶରୀର। ବେକରୁ ପେଟ ଯାଏ ଯୋଡ଼ି ହୋଇ ରହିଛି। ସମ୍ବଲପୁରରେ ଏଭଳି ଯୋଡ଼ା ଶିଶୁ ଜନ୍ମ ନେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଜଣେ ମହିଳା ଶନିବାର ଏକ ଯୋଡ଼ା ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି।
ଅବ୍ୟବସ୍ଥା ଭିତରେ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ଉପରେ ନିର୍ମାଣ କରାଯାଇଥିବା ଉଠାଜଳସେଚନ ପ୍ରକଳ୍ପ । ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ କୋଟି କୋଟି ଟଙ୍କାର ସଂପତ୍ତି ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି ଉଠାଜଳସେଚନ ପ୍ରକଳ୍ପ ।
ଭାରତରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁହୋଇଛି, କିନ୍ତୁ ଏହାର ଆଇନରେ ହିନ୍ଦୁମାନଙ୍କୁ ବହୁବିବାହ କରିବାର ଅନୁମତି ଦିଆଯାଇଛି। ତେବେ ଏନେଇ କେତେକ ସର୍ତ୍ତ ମଧ୍ୟ ଅଛି। ତେବେ ଏହି ନିୟମ କେଉଁଠି ଅଛି ଏବଂ ଏନେଇ କ’ଣ ସର୍ତ୍ତ ଆସନ୍ତୁ ଜାଣିବା।
ବିହାରରେ ଜଣେ ସ୍ୱାମୀକୁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ବଣ୍ଟା ହୋଇଥିବାର ନିଆରା ଘଟଣା ସାମ୍ନାକୁ ଆସିଛି । ଏହି ନିଷ୍ପତ୍ତି କୌଣସି ପଞ୍ଚାୟତ କିମ୍ୱା ନିଜସ୍ୱ ମଧ୍ୟରେ କରାଯାଇନାହିଁ । ବରଂ ପରିବାର ପରାମର୍ଶ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି ।
ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାର ତଦନ୍ତ ଲାଗି ରାମଫୁରାତର ବଗତୁଇ ଗାଁରେ ପହଞ୍ଚିଲା ସିବିଆଇର ୧୫ ଜଣିଆ ଦଳ। ଡିଆଇଜି ଅଖିଲେଶ ସିଂହଙ୍କ ସହ CFSL ବା ସେଣ୍ଟ୍ରାଲ ଫରେନସିକ ସାଇନସ ଲାବୋଟୋରୀ କର୍ମଚାରୀ ମଧ୍ୟ ଯାଇଛନ୍ତି । ଫରେନସିକ୍ ଟିମ ସହାୟତାରେ ତଦନ୍ତ କରାଯାଉଛି ।
ହଇରେ ନାରଣ, ତୁ କ’ଣ ସିରପ୍ ଟିକେ ପକେଇ ଦେଇଛୁ କି? କ’ଣ ପାଦ ଟଳମଳ ତୋର? ଏ ବୟସରେ ନାଲିପାଣ? ତୁ ଚୱନପ୍ରାସ ଖାଇବା କଥା
ମେଧାବୀ ଛାତ୍ର ବିଭୂ ପ୍ରସାଦ। ବୟସ ୨୫ ବର୍ଷ। MBA ପାଠ ପଢ଼ି ବଡ଼ ଚାକିରି କରିବାର ସ୍ୱପ୍ନ ଦେଖିଥିଲେ... ହେଲେ ଏକ ସଡ଼କ ଦୁର୍ଘଟଣା ସବୁ ଆଶା ସବୁ ସ୍ୱପ୍ନକୁ ଅଧାରେ ପକେଇ ଦେଇଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଏହି ଯୁବକ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି... ମା କାନ୍ଦୁଛନ୍ତି ଛାତି ଫଟେଇ...
କେନ୍ଦୁଝର ଜିଲ୍ଲା ଚମ୍ପୁଆର ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ ପୃଷ୍ଠପୋଷିକା କନକଲତା ମିଶ୍ରଙ୍କର ଗତ ଗୁରୁବାର ସକାଳେ ପରଲୋକ ହୋଇଯାଇଛି । ସେ ତାଙ୍କର ସମସ୍ତ ସମ୍ପତ୍ତି ଶକ୍ତିପୀଠକୁ ଦାନ କରି ମହନୀୟତାର ପରିଚୟ ଦେଇଯାଇଛନ୍ତି ।
ଓଡ଼ିଶାରେ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଛି । ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ଯେଉଁ ସରକାରୀ ସଂସ୍ଥାରେ ୫୦ କିମ୍ବା ତା ଠୁ ଅଧିକ ମହିଳା କର୍ମଚାରୀ ଥିବେ, ସେଠାରେ କ୍ରେଚ୍ ବ୍ୟବସ୍ଥା କରାଯିବ । ମହିଳା କର୍ମଚାରୀମାନେ ନିଜ ଶିଶୁଙ୍କ ଯତ୍ନ ନେବା ଲାଗି ଏହି କ୍ରେଚ ବ୍ୟବସ୍ଥା କରିବାକୁ ରାଜ୍ୟ ମାନବାଧିକାର କମିଶନ, ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ।
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ପ୍ରସଙ୍ଗରେ ଜି. କିଶନ ରେଡ୍ଡୀ କହିଛନ୍ତି, ପାଇକ ବିଦ୍ରୋହକୁ ରେକର୍ଡରୁ ବାହାର କରି ପାଇକ ସ୍ୱତନ୍ତ୍ର ସେନାନୀ ବୋଲି କହିବାର ଆବଶ୍ୟକତା ରହିଛି ।
ଭାରତର ସବୁଠାରୁ ଧନୀ ରାଜାଙ୍କ ନାମ ହେଉଛି ମୀର ଓସ୍ମାନ୍ ଅଲି ଖାନ ଯିଏ ହାଇଦ୍ରାବାଦର ନିଜାମ ଥିଲେ। ୩୭ ବର୍ଷ ଧରି ହାଇଦ୍ରାବାଦର ଶାସକ ଥିଲେ। ତେବେ ସେ କେତେ ଧନୀ ଥିଲେ ଆସନ୍ତୁ ଜାଣିବା।
ଦିନେ 'ବଚପନ୍ କା ପ୍ୟାର୍'କୁ ନେଇ ରାତାରାତି ସୋସିଆଲ ମିଡିଆ ସେନ୍ସସର ହୋଇଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଏକ ଅପଡେଟ୍ ଭିଡିଓ ବହୁତ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ସେ 'ବଚ୍ଚନ ପାଣ୍ଡେ'ର ସଂଳାପରେ ଲିପ୍-ସିଙ୍କ୍ କରୁଥିବା ଦେଖିବାକୁ ମିଳୁଛି।
ପୃଥିବୀରେ ଏପରି ଅନେକ ଗଛ ଏବଂ ଉଦ୍ଭିଦ ଅଛି ଯାହା ଈଶ୍ୱରୀୟ ଏବଂ ଚମତ୍କାର ଭାବରେ ବିବେଚନା କରାଯାଏ। ଏପରି ଅନେକ ଗଛ ଓ ଉଦ୍ଭିଦ ଅଛନ୍ତି ଯେଉଁମାନେ କାନ୍ଦନ୍ତି, ଖାଦ୍ୟ ମାଗନ୍ତି ଏବଂ ନିଜେ ଚାଲି ଚାଲି ଅନ୍ୟ ଏକ ସ୍ଥାନରେ ମଧ୍ୟ ପହଞ୍ଚନ୍ତି।
ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦେବ କୁମାର ଥାନାରେ ଥିଲେ, ହେଲେ କ୍ୱାର୍ଟରକୁ ଯିବା ପରେ ଘଟିଥିଲା ଅକସ୍ମାତ୍ ଅଘଟଣ । ଗୁଳି ଫୁଟିବା ଶବ୍ଦ ଶୁଣି ତତକ୍ଷଣାତ୍ ଥାନାର ଅନ୍ୟ କର୍ମଚାରୀମାନେ ଆଇଆଇସିଙ୍କ କ୍ୱାର୍ଟରକୁ ଦୌଡ଼ିଥିଲେ ।
‘ରାଜ୍ୟ ସରକାର କୋଟି କୋଟି ଟଙ୍କାର ଭିତ୍ତିଭୂମି ପ୍ରସ୍ତୁତ କରିବାରେ ବ୍ୟସ୍ତ । କିନ୍ତୁ ଏପଟେ କ୍ରୀଡ଼ାବିତ୍ମାନେ ଦିନକୁ ଦିନ ହଜିଗଲେଣି । ଖେଳକୁ ନେଇ ରାଜ୍ୟରେ ରାଜନୀତି ଚାଲିଛି ।
କଙ୍କାଳ କେତେ ପୁରୁଣା ? କଙ୍କାଳ ପୁରୁଷ କି ମହିଳାଙ୍କର ? କଙ୍କାଳର ବୟସ କେତେ ? କଙ୍କାଳରେ ଲାଗିଥିବା ମାଟି କେଉଁ ସ୍ଥାନର ? ଏମ୍ସରେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ଧିରେ ଧିରେ ଫିଟୁଛି ଗୁମର । ଘଟଣାକୁ ନେଇ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିବାବେଳେ ଶର୍ମିଷ୍ଠାଙ୍କ ମାଆ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ପୋଲିସ ପଦକ୍ଷେପ ପାଇଁ ପ୍ରାୟ ୫୮ ମାଓବାଦୀ ନିହତ ହୋଇଛନ୍ତି।
ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଅଧିବେଶନକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି।
ଜଙ୍ଗଲରୁ ଉଦ୍ଧାର ହେଲା ଦରପୋଡ଼ା ହାଡ଼ ମାଂସ । ମୟୁରଭଞ୍ଜ କରଞ୍ଜିଆ ଯଶୀପୁର ଥାନା ବଡ଼ ଶିଆଳିନଈ ଗାଁ ନିକଟସ୍ଥ ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ଘଟଣା ।
ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇପାରିଛି ବୋଲି ରାଜ୍ୟପାଳ କହିଛନ୍ତି।
ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ