ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଥିଲା । କହିଲେ ଘର ସରିବା ପରେ ବିଲ୍ ଦେଲେ ମିଳିବ ବୋନୋସ୍ ଟଙ୍କା ଏବେ । ସାତ ମାସ ବିତିବାକୁ ବସିଲାଣି। ଏମାନଙ୍କୁ ନା ମିଳିଛି ବିଲ୍ ନା ମିଳିଛି ବୋନୋସ୍ ଟଙ୍କା।
Published: Pallipuspa Samal
Last updated: 27 March 2022, 11:05 AM IST
ମାତ୍ର କିଛି ସେକେଣ୍ଡ ବିଳମ୍ବ ହୋଇଥିଲେ ଘଟି ଯାଇ ଥାଆନ୍ତା ବଡ଼ ଅଘଟଣ। ହଠାତ ଦେବ ଦୂତ ସାଜିଲେ ଆରପିଏଫ କନଷ୍ଟେବଳ। ଆଉ ତା ପରେ କ’ଣ ହେଲା ଦେଖନ୍ତୁ...