/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648193626.jpg)
Half-Charred Dead Body recovered from forest in Mayurbhanj’s Karanjia
ଜଙ୍ଗଲରୁ ଉଦ୍ଧାର ହେଲା ଦରପୋଡ଼ା ହାଡ଼ ମାଂସ । ମୟୁରଭଞ୍ଜ କରଞ୍ଜିଆ ଯଶୀପୁର ଥାନା ବଡ଼ ଶିଆଳିନଈ ଗାଁ ନିକଟସ୍ଥ ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ଘଟଣା ।
Advertisment
ଆଜି ସକାଳେ ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ, ଦରପୋଡ଼ା ହାଡ଼ ମାଂସ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ହାଡ଼ମାଂସ ଜବତ କରିବା ସହ ଏକ ମାମଲା ରୁଜୁ କରିଛି । ତେବେ ବନ୍ୟଜନ୍ତୁ ନାଁ ମଣିଷ ହାଡ଼ ଜଣାପଡ଼ିନଥିବା ବେଳେ, ବ୍ୟବଚ୍ଛେଦ ପରେ ସତ୍ୟାସତ ଜଣାପଡ଼ିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)