/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648194231.jpg)
Congress Leader Sura Routray Says on Odisha Assembly Budget Session
ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଓଡ଼ିଶାରେ ଗଣତନ୍ତ୍ର ନାହିଁ କେବଳ ନବୀନ ଗଣତନ୍ତ୍ର ଚାଲିଛି । ଏଠି ନୋଟ ଗଣତନ୍ତ୍ର ଚାଲିଛି । ୨୬୨ଟି ଝୁପୁଡି ରହିଥିବାବେଳେ ୪୫ଟା ଗାଁରେ ସମସ୍ତେ ଭୋଟ ଦେବା ପାଇଁ ୫୦୦୦ ଟଙ୍କା ନେଇଯାଇଛନ୍ତି । ଓଡ଼ିଶାରେ ୧୦ଟି ବିଜେପି ଆସିବ ୧୭ ଟା କଂଗ୍ରେସ ଆସିବ ବାକି ସବୁ ନେଳୀ ଆସିବ ’।
Advertisment
ଏହାସହ ସେ କହିଛନ୍ତି ଯେ, ଜଟଣୀରେ କଂଗ୍ରେସ ଆସିବ। କଟକରେ ମଧ୍ୟ କଂଗ୍ରେସ ଆସିବ। ଆଉ ଭୁବନେଶ୍ୱରକୁ ୫୦୦୦ ଟଙ୍କା ଦେଇ ନବୀନ ପଟ୍ଟନାୟକ କିଣିଦେଇଛି। କେବଳ ନବୀନ ବାବୁଙ୍କ ନାଁରେ ସେମାନେ ଭୋଟ ପାଇବେ।’
ସେ ଆହୁରି କହିଛନ୍ତି ଯେ କଂଗ୍ରେସ ଏଥର ଦ୍ୱିତୀୟରେ ରହିବ। ତୃତୀୟରେ ବିଜେପି ରହିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)