ଭାଗ୍ୟ ବଦଳାଇ ଦେଲା ଭାଇରାଲ ଭିଡ଼ିଓ। ଟର୍ଣ୍ଣାଡୋରେ ଗାଡ଼ି ଭାଙ୍ଗି ଛତୁ ହୋଇଯାଇଥିଲା...ଏବେ ନୂଆ ଗାଡ଼ି ତ ପାଇଲେ ପୁଣି ୧୧ ଲକ୍ଷର ଚେକ୍ ବି ପାଇଲେ।
ବେକରେ ମନ୍ଦାର ମାଳ ଦେଲେ ଜନତା, ପକେଟ୍ରୁ ଗାନ୍ଧିମୁଣ୍ଡ ବଢାଇ ଦେଲେ ନେତା। ନେତାଙ୍କ ବେକରେ ମନ୍ଦାର ମାଳ ଦେଲେ ଜନତା।
ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଂଗ୍ରେସର ବିରୋଧ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଅଭିଯୋଗ ଥିବାରୁ ସେ ଆସି ଗୃହରେ ଉତ୍ତର ରଖିବାରୁ କଂଗ୍ରେସ ବିରୋଧ ପ୍ରଦର୍ଶନ ସହ ହଟ୍ଟଗୋଳ କରିଛି।
ବର୍ଷେ ପରେ ଘରକୁ ଫେରିଛନ୍ତି BSF ଯବାନ। ବାଜା ବଜାଇ, ବାଣ ଫୁଟାଇ ବୀର ପୁଅକୁ ବୀର ମାଟିରେ କରଗଲା ସ୍ୱାଗତ। ଭାବବିହ୍ୱଳ ହେଲେ ଗାଁ ଲୋକେ। ସେପଟେ ମାଆ କହିଲେ, ସିଏ ମୋ ପୁଅ ନୁହେଁ ବରଂ ଭାରତ ମାତାର ପୁଅ
ବିଚିତ୍ର ପାଇଖାନା... ଗୋଟିଏ ବି ରଡ୍ ନାହିଁ, ବାଉଁଶ-କାଠ ଉପରେ ପଡିଲା ଛାତ
ଇ-ଗାଡ଼ିର ଡିଲରସିପ୍ ନେବାର ଦେଖୁଥିଲେ ସ୍ୱପ୍ନ। ବ୍ୟାଙ୍କରୁ କିସ୍ତି ଆଣି ମାଆଙ୍କ ନାଁରେ ବ୍ୟବସାୟ ଆରମ୍ଭ କରିବେ କ’ଣ? ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଗଲା ଟଙ୍କା,
ମହୁଲ ତୋଳାରୁ ତୀରମାଡ଼ । ମହୁଲ ତୋଳିବାକୁ ନେଇ ଜଣଙ୍କୁ ତୀରମାଡ଼ ହୋଇଥିବା ସୂଚନା ମିଳିଛି । କେନ୍ଦୁଝରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
କଟକ ନରାଜ କାଠଯୋଡିରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ଜଣ ସାଙ୍ଗ କଟକ ନରାଜ ବଙ୍ଗଳା ନିକଟ ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।
ଭିଜିଲାନ୍ସ ଜାଲରେ ନୟାଗଡ଼ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଦ୍ୱାରା ରେଡ୍ କରାଯାଉଛି ।
ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ। ସବୁଠାରୁ ବଡ଼ କଥା, ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ି ନାହିଁ। ହେଲେ ଏହି ଘଟଣାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଗାଁ ଲୋକେ କଙ୍ଗାରୁ କୋର୍ଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା କରିଥିବା ଜଣାପଡ଼ିଛି।
ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣୁଥିବା ଏକ ବୋଲେରୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୋନପୁର ଜିଲ୍ଲା ତରଭା-ମେଣ୍ଡା ରାସ୍ତାର ମହୁଲପାଲି ଛକଠାରେ ଏକ ବାଇକ ସହିତ ବୋଲେରୋର ଧକ୍କା ହୋବାଫଳରେ ବୋଲେରୋଟି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୮ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି ।
ଆଜି ଆସିବ କାମ ଚଳା ବଜେଟ୍। ଏହା ପୂର୍ବରୁ ଗତକାଲି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧% ରହିବା ନେଇ ଆକଳନ କରାଯାଇଛି।
ଏମିତି ବନ୍ଧୁକ ଯେଉଁଥିରୁ ଗୁଳି ବାହାରିଲେ ଦେଢ କିଲୋମିଟର ଦୂରକୁ ଟାର୍ଗେଟ୍ କରାଯାଇପାରେ। ଏହି ବନ୍ଧୁକର ବ୍ୟାରେଲ୍ ଅର୍ଥାତ୍ ଟ୍ୟୁବ୍ ବହୁତ ଲମ୍ବା। ଏହା ବିଷୟରେ ପୂରା ଜାଣିବା ନେଇ ପଢନ୍ତୁ।
ଅନ୍ୟର ରାଜ୍ୟ ଅଧିକାର ପାଇଁ ଯୁଦ୍ଧ ହେବା ସମସ୍ତେ ଜାଣନ୍ତି। କିନ୍ତୁ କୌଣସି ଏକ ଫଳ ପାଇଁ ଯୁଦ୍ଧ ହେବା ଆପଣ କେବେ ଶୁଣିଛନ୍ତି କି? କିନ୍ତୁ ଏହା ସତ ଯେ ସାମାନ୍ୟ ଏକ ତରଭୁତ ପାଇଁ ଯୁଦ୍ଧ ହେଇଛି ଆଉ ହଜାର ହଜାର ସୈନିକ ମଧ୍ୟ ମରିଛନ୍ତି।
ଜଳୁଛି ଶିମିଳିପାଳ ସହ ଖଡ଼ିଆଳ, ଫୁଲବାଣୀ ଓ ନବରଙ୍ଗପୁରର ଜଙ୍ଗଲ I FSI ରିପୋର୍ଟରେ ଜଙ୍ଗଲ ନିଆଁରେ ଦେଶରେ ପ୍ରଥମ ଓଡ଼ିଶା, ମୁଖ୍ୟ ବନପ୍ରାଣୀ ସଂରକ୍ଷକ କହିଲେ ଗତବର୍ଷ ତୁଳନାରେ ବହୁତ କମ୍ I
ଦିନବେଳା ପ୍ରବଳ ଖରା ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ନିଆଁ ଅମାନିଆ ଭାବେ ମାଡି ଚାଲିଛି । ଆଉ ନିଆଁର ଆଁ ଭିତରେ ଜଳି ପୋଡ଼ିଯାଉଛନ୍ତି ବହୁ ପଶୁପକ୍ଷୀ, କୀଟ-ପତଙ୍ଗ ଓ ଧ୍ୱଂସ ପାଇ ଚାଲିଛି ବହୁ ଦରକାରୀ ଓ ଔଷଧୀୟ ବୃକ୍ଷଲତା ।
ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି-ଖନନ ଯୋଗୁଁ ସୃଷ୍ଟି ହେଉଥିବା ଭାଇବ୍ରେସନ କାରଣରୁ ଶ୍ରୀମନ୍ଦିରରେ ଫାଟ ହୋଇଛି । ତେଣୁ ବିକାଶ ନାଁରେ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ହେବେ ।
ASI ଓ NMA କହିଛନ୍ତି, ଆମେ କୌଣସି ପ୍ରକାରର ସ୍ଥାନୀୟ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇନାହୁଁ । ପ୍ରକୃତରେ ବାସ୍ତବତା କଣ ବୋଲି ପ୍ରଶ୍ନ କରିଛନ୍ତି ଜୟନ୍ତ ଷଡ଼ଙ୍ଗୀ । ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବାକୁ ସେ ଦାବି କରିଛନ୍ତି ।
ଲୋ ଇନଭେଷ୍ଟିମେଣ୍ଟରେ ହାଇ ପ୍ରଫିଟ୍ କରିବା ମୋର କାମ। ଯାହାର ନଥିବ ଗତି ସେ କରିବ ରାଜନୀତି...ବାସ୍ ଏଇ କଥାକୁ ମୁଁ ତ ଅକ୍ଷରେ ଅକ୍ଷରେ ପାଳନ କରୁଛି...ଜିତେ କି ହାରେ ମତେ ଫରକ୍ ପଡ଼େନି...
ନୂତନ ଭାବେ ନିର୍ବାଚିତ ହୋଇଛନ୍ତି ଯୁବ ସରପଞ୍ଚ ବନମାଳୀ ନାଏକ । ନିଜ ପଂଚାୟତରେ ଥିବା ଗାଁ ମାନଙ୍କୁ ନିଜେ ଭଡାଖର୍ଚ୍ଚ ଦେଇ ଗାଡ଼ି ଧରି ବୁଲୁଛନ୍ତି ।
ପାନୀୟ ଜଳ ପ୍ରକଳ୍ପ ବିଳମ୍ବ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ଗୃହରେ ଉଠିଲା ପିଇବା ପାଣି ପ୍ରସଙ୍ଗ ।
ଶେଷ ହୋଇଛି ଓଡ଼ିଶା ପ୍ରସିଦ୍ଧ ପୁରୀ ହରିରାଜପୁର ମେଲଣ । ଚଳିତ ଥର ଫଗୁ ବଦଳରେ ଫୁଲର ହୋଲି ଖେଳିଲେ ଠାକୁର । ଶେଷ ଦିନରେ ହରିହର ଭେଟ ହେବା ସହ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ ।
ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ। ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ପୁଳାପୁଳା ସମ୍ପତ୍ତି ବାହାରୁଛି । ଏଯାବତ୍ ଆଶିଷ ଦାସଙ୍କ ୨କେଜିରୁ ଅଧିକ ସୁନା ଜବତ କରାଯାଇଛି ।
ଅଧ ରାତିରେ ଖେଳ ହେଲା। ଗାଡ଼ି ଧରି ଆସିଲେ, ହାତରେ ଢକଲମ୍ ଦେଇ ଗଲେ। ମଉସା ଆମର ଦେଖୁନ କେମିତି ପାଦୁକା ପାଇବା ପରିକା ହାତରେ ନେଇ ଲୁଚାଇ ଦେଲେ। ନାରଣ ଆମେ ପା’ ଦେଖିସାରିଲୁଣି, ଆଉ ଲୁଚାଇ ଲାଭ କ’ଣ? ଭିଡ଼ିଓ କଲେ ବୋଲି ବହେ ଶୁଣିଲେ...
ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା ।