ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।
ଜମାରୁ ଲୋନ୍ ନେଇ ନାହାନ୍ତି କିନ୍ତୁ ଲୋନ୍ ଟଙ୍କା ସୁଝିବା ପାଇଁ ଆସୁଥିଲା ଫୋନ୍ କଲା। ଟିକିଏ ବୁଦ୍ଧି ପାଇଁ ବର୍ତ୍ତିଗଲେ ନହେଲେ ଦାଣ୍ଡର ଭିକାରି ହୋଇଥାଆନ୍ତେ...ଦେଖନ୍ତୁ କେମିତି ବର୍ତ୍ତିଗଲେ ଏହି ଯୁବକ
ଅନ୍ଧାର କୋଠରୀ ଭିତରେ ମାନିସିକ ରୋଗାଗ୍ରସ୍ତ ପୁଅ। ସରକାର ଶୁଣୁନାହାନ୍ତି କି ପ୍ରଶାସନ ବୁଝୁନି। ସ୍କୁଲ ପାଠ ପଢିବା ବୟସରୁ ଧୀରେ ଧୀରେ ମାନସିକ ରୋଗ ହେଲା ପୁଅକୁ....ପ୍ରଥମେ ଚେରମୂଳି ଚିକିତ୍ସା ହେଲା କିନ୍ତୁ ଲାଭ ହେଲାନି। ରାଞ୍ଚିରେ ବି କିଛି ଲାଭ ହେଲାନି...ସରକାରୀ ସାହାଯ୍ୟ ଅପେକ୍ଷାରେ ଗୁରିଆ ମଲିକ
ନଲେଜ୍ ବଢାଇବା ଲାଗି ଆମେ କଲେଜ୍ ଯାଉଛୁ। ହେଲେ ସେ କଲେଜ୍ ଯିବୁକି ନାହିଁ ତାହା ମୁଖିଆ କହିବେ...ପ୍ରିନ୍ସପାଲ୍ ସାଙ୍ଗରେ ମୋର ଯୋଉ ସମ୍ପର୍କ ଅଛି ନା...
‘କହୋ ନା ପ୍ୟାର୍ ହୈ’ ଫିଲ୍ମ ଏକ ପଲ୍ କା ଜିନା ଗୀତ ବାଜୁଥିଲା। ବ୍ରେକ୍ ଡ୍ୟାନ୍ସ କରୁଥିଲେ ଆଣ୍ଟିଜୀ। ସୋସିଆଲ୍ ମିଡିଆରେ ଏହାକୁ ଦେଖି ହତବାକ ହୋଇଯାଇଛନ୍ତି ୟୁଜର୍ସ। ଦେଖନ୍ତୁ ସେହି ଦମଦାର ଭିଡିଓ...
ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ରୋଷଘରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହ ରୋଷଘରେ ସିସିଟିଭି ଲଗା ଯାଇପାରେ ବୋଲି ସୂଚନା ମିଳିଛି।
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି ।
ସାରା ଦୁନିଆରେ ଏୟାରଲାଇନ୍ରେ ଯେଉଁ କେବିନ୍ କ୍ରୁ ଥାଆନ୍ତି, ଯେଉଁମାନଙ୍କୁ ଫ୍ଲାଇଟ୍ ଆଟେନ୍ଡାଣ୍ଟ୍ ମଧ୍ୟ କୁହାଯାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥାନ୍ତି। ଏମିତି ମଧ୍ୟ ଅନେକ ଏୟାରଲାଇନ୍ସ ଅଛି ଯାହା ଏହି କାମ ପାଇଁ ପୁରୁଷମାନଙ୍କୁ ରଖେ ହିଁ ନାହିଁ। ତେବେ ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା।
ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଯୌବନରେ ବୃଦ୍ଧ ଅବସ୍ଥା । କିଛି ବୁଝିବା ଆଗରୁ ଆକ୍ରାନ୍ତ କଲାଣି କିଡିନୀ ରୋଗ । ଗାଁରୁ ଗାଁ,ଏଘରୁ ସେଘର ମାଡିଲା ଭଳି ଆକ୍ରାନ୍ତ କରୁଛି ରୋଗ । ରେଢାଖୋଲ ବ୍ଲକର ବଂଶାଜାଲ ପଚାଂୟତର ହେଲେଇ ଗାଁରେ କିଡନୀ ରୋଗ ପାଇଁ ହନ୍ତସନ୍ତ ହେଲେଣି ଲୋକେ
ହେଲେ ଶ୍ରୀମନ୍ଦିର ଭିତରେ ପଶି ଜଣେ ମାତ୍ର ଅଭିଯୁକ୍ତ ଅନାୟାସରେ ଏତେବଡ଼ କାଣ୍ଡ ଭିଆଇବା ଭଳି ଘଟଣା ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।
ଅଧ୍ୟାଦେଶ ଲାଗୁ କରିବା ରାଜ୍ୟ ବିଧାନସଭାର ପରିଧିରେ ଆସୁନି ଏବଂ ଏହା ଆମସାର ଆକ୍ଟର ବିରୁଦ୍ଧାଚରଣ କରୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।
ତୈଳ ଦରକୁ ନେଇ ଘନଉଛି ରାଜନୀତି । ଲାଗି ରହୁଛି ଆରୋପ-ପ୍ରତ୍ୟାରୋପ । ହେଲେ ପ୍ରଭାବ ଶୂନ । ଲୋକେ ବୁଝିଗଲେଣି ଏ ତୁଚ୍ଛା ରାଜନୀତିରୁ କିଛି ମିଳିବନି । ଏଥିଲାଗି ଇ-ଯାନ ଆଡ଼କୁ ମନ ବଳାଇଲେଣି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୈତିକ ବିବାଦ। ଲୋକମାନେ ନିଜ ସ୍ୱାର୍ଥ ତ୍ୟାଗ କରିଛନ୍ତି, ମନ୍ଦିରର ବିକାଶ ପାଇଁ ନିଜ ଜାଗା ଛାଡିଛନ୍ତି। ବର୍ଷାଦିନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେଲେ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି ହେବ ବୋଲି କହିଲେ ପୁରୀ ବିଧାୟକ। ସେହିପରି ଏହାକୁ ନେଇ ଅପରାଜିତା ସଡଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ବର୍ଷା ପ୍ରିୟଦର୍ଶୀନୀ।
ଶ୍ରୀଲିଙ୍ଗରାଜ ମନ୍ଦିର ଏକାମ୍ର ପ୍ରକଳ୍ପକୁ ନେଇ ଆଶଙ୍କା। ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ମାଗିଲା ସ୍ପଷ୍ଟୀକରଣ। ଏପଟେ ରାଜ୍ୟ ସରକାରଙ୍କ ଯୁକ୍ତି ଦୁଇଦୁଇ ଥର ସ୍ପଷ୍ଟୀକରଣ ଦେଲୁଣି। ଏଥର ବି ଆଇନ୍ ବିଭାଗ ଉତ୍ତର ରଖିସାରିଛି। କେନ୍ଦ୍ର ରାଜ୍ୟ ତୁ ତୁ ମେ ମେ ଭିତରେ ମନ୍ଦିର ବିକାଶ ଯେଭଳି ବାଧାପ୍ରାପ୍ତ ନ ହେଉ ସେନେଇ ପଦକ୍ଷେପ ନିଆଯାଉ ବୋଲି ମତ ରଖିଛନ୍ତି ସେବାୟତ।
ଇ- ଭେହିକଲର ଚାହିଦା ବଢୁଥିବା ବେଳେ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସବ୍ସିଡି ବ୍ୟବସ୍ଥା ।
ସତ ମାନିଲା ଅଭିଯୁକ୍ତ। କହିଲା ସେ ଏକାକୀ ଜଗାର ରୋଷଘର ଚୁଲି ଭାଙ୍ଗିଛି। ସ୍ପି। କହିଛନ୍ତି ଦରକାର ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ଏହି ଘଟଣା ପରେ ଏବେ ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।
‘ପ୍ରଭୁ ଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ, ତାଙ୍କୁ ଭକ୍ତି କରେ । କିନ୍ତୁ କିଛି ଲୋକ ଖାଇବାକୁ ପାଉନାହାନ୍ତି, କାହାର ବହୁତ ଖାଦ୍ୟ ଅଛି । ଏହାକୁ ନେଇ ମନରେ ଅଭିମାନ ଥିଲା ବୋଲି କହିଲା ଅଭିଯୁକ୍ତ । ଘଟଣା ଦିନ ରୋଷ ଘରକୁ ଗଲି, ସେଠାରେ କେହି ନଥିଲେ ।
ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଯାଇ ବନ୍ଧା ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ଦାଦନ ଶ୍ରମିକ । ଗତ ଚାରିମାସ ଆଗରୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚୁହୁଡ଼ିପଡା ଗ୍ରାମର ୨୫ ଜଣ ଦାଦନ ଶ୍ରମିକଙ୍କୁ ଜଣେ ଦାଦନ ସରଦାର ଯୋଗାଯୋଗ କରିଥିଲେ
୭୨ ବର୍ଷରେ ପୂରା ଫିଟ୍ ଦଣ୍ଡପାଣି। ନିଇତି ମାରୁଛନ୍ତି ଦଣ୍ଡବୈଠକ ସହ ବ୍ରେଞ୍ଚ୍ ପ୍ରେସ୍। ସକାଳ ହେଲେ ଜିମ୍ରେ ଏମିତି ବ୍ୟାୟାମ କରୁଛନ୍ତି ଯେ ଆଜିକାଲିର ଯୁବପୀଢି ଚାତକ ପରି ଚାହିଁ ରହୁଛନ୍ତି। ବୁଟ, କ୍ଷୀର, ମାଛ ଖାଇ ନିଜକୁ ରଖିଛନ୍ତି ଫିଟ୍। ଦେଖନ୍ତୁ କେମିତି ଚାଲିଛି ଏକ୍ସରସାଇଜ୍
ଜାଲ୍ ସାର୍ଟିଫିକେଟ ଦେଇ ଯଦି କେହି ଆଡମିଶନ କରିଛନ୍ତି, ତା’ହେଲେ ଆଇନ ଅନୁଯାୟୀ, ଦଣ୍ଡିତ ହେବେ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଆଉ ଯଦି କେଉଁଠି ମଧ୍ୟ ଏପରି ହୋଇଥାଏ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
୭୨ ବର୍ଷରେ ପୂରା ଫିଟ୍ ଦଣ୍ଡପାଣି। ନିଇତି ମାରୁଛନ୍ତି ଦଣ୍ଡବୈଠକ ସହ ବ୍ରେଞ୍ଚ୍ ପ୍ରେସ୍। ସକାଳ ହେଲେ ଜିମ୍ରେ ଏମିତି ବ୍ୟାୟାମ କରୁଛନ୍ତି ଯେ ଆଜିକାଲିର ଯୁବପୀଢି ଚାତକ ପରି ଚାହିଁ ରହୁଛନ୍ତି। ବୁଟ, କ୍ଷୀର, ମାଛ ଖାଇ ନିଜକୁ ରଖିଛନ୍ତି ଫିଟ୍। ଦେଖନ୍ତୁ କେମିତି ଚାଲିଛି ଏକ୍ସରସାଇଜ୍
ହଡ଼ପ ହୋଇଗଲାଣି ଓଡ଼ିଶାର ପ୍ରାଚୀନ ଐତିହ୍ୟ ପୁରାତନ ରାଜଧାନୀ ଶିଶୁପାଳଗଡ଼। ପ୍ରାୟ ୫୬୩ ଏକର ପରିବ୍ୟାପ୍ତ ଏହି ପ୍ରାଚୀନ ଐତିହ୍ୟ ଏବେ ଏକ ଏକର ଜମିରେ ସଙ୍କୁଚିତ। ବାକି ଜମି ସବୁକୁ ଜବରଦଖଲ କରିଗଲେଣି ଜମି ମାଫିଆ ଓ ପ୍ରଭାବଶାଳୀ ଲୋକେ। ଏହା ବିରୋଧରେ ଏଏସଆଇ ଦାୟର କରିଥିବା ମାମଲାର ବିଚାର କରି ଶିଶୁପାଳଗଡ଼ର ଜବଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ତେବେ କେବେ କାର୍ଯ୍ୟକାରୀ ହେବ ଏହି ନିର୍ଦ୍ଦେଶ? ତାହାକୁ ନେଇ ସନ୍ଦେହ...
ହଡ଼ପ ହୋଇଗଲାଣି ଓଡ଼ିଶାର ପ୍ରାଚୀନ ଐତିହ୍ୟ ପୁରାତନ ରାଜଧାନୀ ଶିଶୁପାଳଗଡ଼। ପ୍ରାୟ ୫୬୩ ଏକର ପରିବ୍ୟାପ୍ତ ଏହି ପ୍ରାଚୀନ ଐତିହ୍ୟ ଏବେ ଏକ ଏକର ଜମିରେ ସଙ୍କୁଚିତ। ବାକି ଜମି ସବୁକୁ ଜବରଦଖଲ କରିଗଲେଣି ଜମି ମାଫିଆ ଓ ପ୍ରଭାବଶାଳୀ ଲୋକେ। ଏହା ବିରୋଧରେ ଏଏସଆଇ ଦାୟର କରିଥିବା ମାମଲାର ବିଚାର କରି ଶିଶୁପାଳଗଡ଼ର ଜବଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ତେବେ କେବେ କାର୍ଯ୍ୟକାରୀ ହେବ ଏହି ନିର୍ଦ୍ଦେଶ? ତାହାକୁ ନେଇ ସନ୍ଦେହ...
ବୟସର ଅପରାହ୍ନରେ ଟିକିଏ ବି କମିନି ପ୍ରେମ। ବାହାଘରକୁ ୭୦ ବର୍ଷ ହେଲାଣି ହେଲେ ଏବେବି ସ୍ତ୍ରୀକୁ ସଜ କରି ହାତଧରାଧରି ହୋଇ ଯାତରା ଯାଉଛନ୍ତି ନବେଇ ମଉସା ଆଉ ଚଚଂଳା ମାଉସୀ। ମୁଣ୍ଡ କୁଣ୍ଡାଇବା ଠାରୁ ସିନ୍ଦୂର ପିନ୍ଧାଇବା..ପୁଣି ନେଲପଲିସି ଲଗାଇବା ସବୁ କାମରେ ପାରଙ୍ଗମ ନବେଇ ମଉସା, ଦେଖନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମର କିଛି ହୃଦୟସ୍ପର୍ଶୀ ଦୃଶ୍ୟ..