Advertisment

ଲେମ୍ବୁ ଗୋଟାକ ୧୦ ଟଙ୍କା

ଲେମ୍ବୁ ଗୋଟା ଦଶ, ୩ ଟାକୁ କୋଡ଼ିଏ। ଲେମ୍ବୁ ଦର ଶୁଣି ଖାଉଟିଙ୍କ କାନ ଝାଏଁ ଝାଏଁ। ଖରାଦିନିଆ ପାନୀୟ ଓ ପଖାଳ କଂସା ପାଇଁ ନିହାତି ଦରକାର ଲେମ୍ବୁ। ହେଲେ ରାସ୍ତାକଡ଼ ପରିବା ଦୋକାନୀ ହେଉ କି ଭୁବନେଶ୍ୱରର ଏକ ନମ୍ବର ହାଟ ଭଳି ବଡ଼ ସବଜୀ ମଣ୍ଡି।

author-image
Otv Khabar Bureau

ଲେମ୍ବୁ ଗୋଟା ଦଶ, ୩ ଟାକୁ କୋଡ଼ିଏ। ଲେମ୍ବୁ ଦର ଶୁଣି ଖାଉଟିଙ୍କ କାନ ଝାଏଁ ଝାଏଁ। ଖରାଦିନିଆ ପାନୀୟ ଓ ପଖାଳ କଂସା ପାଇଁ ନିହାତି ଦରକାର ଲେମ୍ବୁ।  ହେଲେ ରାସ୍ତାକଡ଼ ପରିବା ଦୋକାନୀ ହେଉ କି ଭୁବନେଶ୍ୱରର ଏକ ନମ୍ବର ହାଟ ଭଳି ବଡ଼ ସବଜୀ ମଣ୍ଡି। 

Advertisment
Special Story Lemon Price
Advertisment
Advertisment