• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Harassment

Harassment
‘ଆଉ ମାଡ଼ ଖାଇପାରିବିନି.. ଏମିତି ପୁଅ ମୋର ଦରକାର ନାହିଁ..’

ଆଖି ନୁହେଁ..ଅନ୍ତର କାନ୍ଦୁଛି.. ଏଇଠି ମାଆ ନୁହେଁ ମମତାକୁ ଧୋକା ମିଳିଛି.. ଯେଉଁ ପୁଅକୁ ଦଶ ମାସ ଗର୍ଭରେ ଧରି ଦୁନିଆକୁ ଆଣିଥିଲା.. ସେଇ ପୁଅ ଦଶ ବର୍ଷ ହେଲା ଯମ ଯନ୍ତ୍ରଣା ଦେଉଛି..

Sourin Bhatt
କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା

ପ୍ରଥମେ ଜଗତପୁର ଥାନାରୁ ଯାଇ ମହିଳା ଥାନାରେ ଯୁବତୀ ଜଣକ ଏତଲା କରିଛନ୍ତି । ଯୁବତୀ ଜଣଙ୍କୁ ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି ।

 Crime Against Women
ଏତେ ତଳକୁ ଖସିଗଲା ସ୍ୱାମୀ ! ଅଘୋରୀ ପୂଜା ପାଇଁ ସ୍ତ୍ରୀର ଋତୁସ୍ରାବ ରକ୍ତକୁ ୫୦ ହଜାରରେ ବିକ୍ରି କଲା

ମହିଳାଙ୍କ ପାଇଁ ଋତୁସ୍ରାବ ସମୟଟି ବେଶ କଷ୍ଟଦାୟକ ହୋଇଥାଏ । ଏହି ସମୟରେ ସ୍ତ୍ରୀ ହେଉ ବା ଝିଅର ଯତ୍ନ ନେବା ପରିବର୍ତ୍ତେ ଏଭଳି ନୃଶଂସ ଅପରାଧ ଘଟାଇବା ବେଶ୍ ନିନ୍ଦନୀୟ । ଋତୁସ୍ରାବ ରକ୍ତକୁ ବିକ୍ରି କରିବା ଘଟଣା ଏବେ ମହାରାଷ୍ଟ୍ରରେ ଚହଳ ସୃଷ୍ଟି କରିଛି ।

police interfere in deepika-dinesh case
ଘନେଇଲା ଦୀପିକା-ଦିନେଶ ମାମଲା: ଥାନାକୁ ଟଣା ହେଲେ ଦିନେଶଙ୍କ ବାପା,ମା’

ପୁଣି ଘନେଇ ଦୀପିକା-ଦିନେଶ ମାମଲା। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଅଭିଯୋଗକୁ ଭତ୍ତି କରି ବଡ ବଜାର ପୋଲିସ ଦିନେଶଙ୍କ ବାପା-ମାଆଙ୍କୁ  ଥାନାକୁ ଡାକିଛି। ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।