ରାଜଧାନୀରେ ସ୍ପାରେ ଯୌନଶୋଷଣ ମାମଲା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିଶନରେଟ ପୋଲିସ ।
ମୁମ୍ବାଇର ଅଭିନେତ୍ରୀ ତଥା ମଡେଲ୍ କାଦମ୍ବରୀ ଜେଠୱାନୀଙ୍କ ନିର୍ଯାତନା ଓ ଧମକ ଦେବା ଅଭିଯୋଗରେ ୩ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସସପେଣ୍ଡ୍ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।
ଆଖି ନୁହେଁ..ଅନ୍ତର କାନ୍ଦୁଛି.. ଏଇଠି ମାଆ ନୁହେଁ ମମତାକୁ ଧୋକା ମିଳିଛି.. ଯେଉଁ ପୁଅକୁ ଦଶ ମାସ ଗର୍ଭରେ ଧରି ଦୁନିଆକୁ ଆଣିଥିଲା.. ସେଇ ପୁଅ ଦଶ ବର୍ଷ ହେଲା ଯମ ଯନ୍ତ୍ରଣା ଦେଉଛି..
ପ୍ରଥମେ ଜଗତପୁର ଥାନାରୁ ଯାଇ ମହିଳା ଥାନାରେ ଯୁବତୀ ଜଣକ ଏତଲା କରିଛନ୍ତି । ଯୁବତୀ ଜଣଙ୍କୁ ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି ।
ମହିଳାଙ୍କ ପାଇଁ ଋତୁସ୍ରାବ ସମୟଟି ବେଶ କଷ୍ଟଦାୟକ ହୋଇଥାଏ । ଏହି ସମୟରେ ସ୍ତ୍ରୀ ହେଉ ବା ଝିଅର ଯତ୍ନ ନେବା ପରିବର୍ତ୍ତେ ଏଭଳି ନୃଶଂସ ଅପରାଧ ଘଟାଇବା ବେଶ୍ ନିନ୍ଦନୀୟ । ଋତୁସ୍ରାବ ରକ୍ତକୁ ବିକ୍ରି କରିବା ଘଟଣା ଏବେ ମହାରାଷ୍ଟ୍ରରେ ଚହଳ ସୃଷ୍ଟି କରିଛି ।
ପୁଣି ଘନେଇ ଦୀପିକା-ଦିନେଶ ମାମଲା। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଅଭିଯୋଗକୁ ଭତ୍ତି କରି ବଡ ବଜାର ପୋଲିସ ଦିନେଶଙ୍କ ବାପା-ମାଆଙ୍କୁ ଥାନାକୁ ଡାକିଛି। ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।