• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Fashion Show in Surat
ରାମ୍ପରେ ଚାଲିଲେ ବୟସ୍କ ପୁରୁଷ ଓ ମହିଳା

ସୁରଟରେ ନିଆରା ଫ୍ୟାସନ୍ ଶୋ। ଏଥିରେ ସୁନ୍ଦର ସୁନ୍ଦର ମଡେଲ ନୁହଁନ୍ତି, ବରଂ ରାମ୍ପ୍‌ ୱାକ୍ କରିଥିଲେ ବୟସ୍କ ବ୍ୟକ୍ତି ଏବଂ ମହିଳାମାନେ

Air Ambulance
ଏୟାର ଆମ୍ବୁଲାନ୍ସ ରୋଗୀ ନୁହେଁ ଅଯଥାରେ ଡାକ୍ତରଙ୍କୁ ବୋହୁଛନ୍ତି ସରକାର: ବିଜେପି

ଏହି ଯୋଜନା କେବଳ ବିଛିନ୍ନାଞ୍ଚଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବୋଲି ସେ କହିଛନ୍ତି।

simran
ସିମରନ୍‌ଙ୍କ ଶେଷ ଚିଠି : ‘ତୁମେ ମୋ ସହ ଯାହା କିଛି କରିଛ, କଣ ସେଇଟା ବି ମିଛ ଥିଲା’

ରଞ୍ଜିତଙ୍କ ଜୀବନରେ ବି ଆଉ କେବେ ଆସିବେ ନାହିଁ ସିମରନ। କାରଣ ବୈତରଣୀରେ ନିଜ ଭଲ ପାଇବାକୁ ଜଳାଞ୍ଜଳି ଦେଇ ସେ ନିଜକୁ ଶେଷ କରି ଦେଇଛନ୍ତି। ପ୍ରେମିକ ରଞ୍ଜିତଙ୍କ ଜୀବନରୁ ଦୂରେଇ ଯିବା ପୂର୍ବରୁ ନିଜ ମନର କଥାକୁ ଏମିତି ଚିଠି ଲେଖି ଦେଇଛନ୍ତି ସିମରନ ଜେନା।

bamboo bridge
ଲୋକଙ୍କ ପାଇଁ ସାହାଭରସା ବାଉଁଶ ପୋଲ : ଟିକିଏ ଅସାବଧାନ ହେଲେ ଜୀବନ ଚାଲିଯିବା ଭୟ,ଏପଟେ ଅସମ୍ପୂର୍ଣ୍ଣ ଅବସ୍ଥାରେ ବିଜୁ ସେତୁ

ମୟୂରଭଞ୍ଜ ଏବଂ କେନ୍ଦୁଝର ସୀମାର ଆଦିପୁର, ପଦ୍ମପୁର ସ୍ଥିତ ବୈତରଣୀ ଏବଂ ଭଣ୍ଡନ ନଦୀର ମିଶ୍ରଣ ସ୍ଥଳ । ଦୁଇଟି ନଦୀର ମୁହାଣ ମିଶି ଥିବାରୁ ଏହାକୁ ଦୋ-ମୁହାଣୀ ବୋଲି ସ୍ଥାନୀୟ ଲୋକେ କହନ୍ତି ।

alligator
ଖାଇବାକୁ ଦେଲାବେଳେ ଯୁବତୀଙ୍କ ହାତକୁ କାମୁଡ଼ି ଭିଡ଼ିନେଲା କୁମ୍ଭୀର,ଆଉ ତା’ପରେ...

କିଏ ଜାଣିଥିଲା ଏମିତି ହେବ ବୋଲି। ସେଦିନ କୁମ୍ଭୀରକୁ ଖାଇବାକୁ ଦେଉଥିଲେ ଯୁବତୀ। ହଠାତ୍ ହାତକୁ ମାଡି ବସିଲା କୁମ୍ଭୀର। ପାଣିକୁ ଭିଡି ନେଇ ପାଟିରେ ପୂରାଇବା ବେଳେ ହେଲା . ...

mahua flower collectors
ମହୁଲର ଅଭାବୀ ବିକ୍ରି : ଉଚିତ ମୂଲ୍ୟ ମିଳୁନଥିବାରୁ ନିରାଶ ଲୋକେ

ନୂଆପଡା ଜିଲ୍ଲାର ଗ୍ରାମାଞ୍ଚଳର ଲୋକଙ୍କୁ ଖରା ୨ ମାସ ଅର୍ଥ ଯୋଗାଇ ଥାଏ ମହୁଲ । ହେଲେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ସ୍ଥାନୀୟ ବ୍ୟବସାୟୀଙ୍କୁ କମ୍ ଦାମରେ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି ।

ranu
ବୋହୂ ବେଶରେ ସଜେଇ ହୋଇ ଗୀତ ଗାଇଲେ ରାନୁ ମଣ୍ଡଳ, ଭିଡିଓ ଭାଇରାଲ...

ନୂଆ ଲୁକରେ ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ। ମଥାରେ କୁମକୁମ୍ ଓ ସିନ୍ଥିରେ ସିନ୍ଦୁର ଲଗାଇ ବୋହୂ ବେଳରେ ସଜେଇ ହୋଇ ଗୀତ ଗାଇଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି...

Toilet Scam In Odisha
ପାଇଖାନାରେ ବଡ଼ ଦୁର୍ନୀତି: କେଉଁଠି କବାଟ ନାହିଁ ତ ଆଉ କେଉଁଠି ଟାଙ୍କି ନାହିଁ

ବାଟବଣା ସ୍ୱଚ୍ଛ ଭାରତ ଯୋଜନା। ଶୌଚାଳୟ ନିର୍ମାଣରେ ବଡ଼ ଘୋଟାଲା...ଗାଁ ଆରମ୍ଭରୁ ଶେଷ ସବୁଆଡ଼େ ବାହ୍ୟମଳମୁକ୍ତର ବୋର୍ଡ଼ ଲାଗିଛି, ହେଲେ କାହା ଘରେ ପାଇଖାନା ନାହିଁ।

injection
‘ମୋତେ କୁକୁର ଇଞ୍ଜେକ୍ସନ ଫୋଡ଼ିଦେଲେ..’

‘ମୋତେ କୁକୁର ଇଞ୍ଜେକ୍ସନ ଫୋଡ଼ିଦେଲେ..’

special report
ଅବିଶ୍ୱାସ ଲାଗିଲେ ବି ସତ ! ଗଛ ହାଣିଲା ବେଳକୁ ବାହାରୁଛି ପିଇବା ପାଣି...

ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ। ଗଛକୁ ହାଣିଲା ବେଳକୁ ଜୋରସୋରରେ ବାହାରୁଛି ପିଇବା ପାଣି...ସ୍ୱାଦ ପୂରା ମିଠା ମିଠା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ...

special story
ଗୋଟିଏ ଫଟୋ କିଣିନିଏ କୋଟିଏ ମନ

ସେ ଫଟୋ ଉଠାଇ ପଇସା ରୋଜଗାର କରନ୍ତିନି ବରଂ ଟିକିଏ ଖୁସି ବାଣ୍ଟନ୍ତି।

ramachandra
ପରିଣତ ବୟସରେ ଲୋକ କଲ୍ୟାଣ ଚିନ୍ତା : ପେନସନ ଟଙ୍କାରେ କଂକ୍ରିଟ ଗାଧୁଆ ତୁଠ ନିର୍ମାଣ କରାଇଲେ ରାମଚନ୍ଦ୍ର

୮୪ ବର୍ଷୀୟ ଅବସରପ୍ରାପ୍ତ ସରକାରୀ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳ-ମଢ଼ିଆଳୀ ପଞ୍ଚାୟତର ଅନ୍ତର୍ଗତ ବନ୍ଦାଳ ଗ୍ରାମରେ ଘର । ଭଲରେ ଚାଲି ପାରୁନଥିଲେ ସୁଦ୍ଧା ପରିଣତ ବୟସରେ ଲୋକଙ୍କ ଚିନ୍ତା ଘାରିଛି

fishing banned
ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଲା ସରକାରୀ କଟକଣା : ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ସରକାରଙ୍କ ଏହି ନିୟମ କିନ୍ତୁ ସମୁଦ୍ରକୁ ଯାଇ ମାଛମାରି ପରିବାର ଚଳାଉଥିବା ମତ୍ସଜୀବୀଙ୍କ ଉପରେ ବୋଝ ପାଲଟିଛି । ସମୁଦ୍ରକୁ ଯାଇ ମାଛମାରି ଦୁଇ ପଇସା ରୋଜଗାର କରୁଥିବା ମତ୍ସ୍ୟଜୀବି ଏବେ କେମିତି ପରିବାର ଚଳାଇବ ଏବେ ସେହି ଚିନ୍ତାରେ

Bhadrak Youth Kills Self After GF Cheats
ପ୍ରେମିକାକୁ ନେଇଗଲା ସାଙ୍ଗ, ଆତ୍ମହତ୍ୟା କଲେ ଯୁବକ

ଧୋକା ଦେଲା ସାଙ୍ଗ। ଯାହାକୁ ଦିନେ ନିଜ ଜୀବନଠୁ ଅଧିକ ଭଲପାଉଥିଲେ...ନିଜ ପ୍ରେମିକାକୁ ନେଇଗଲା ସେଇ ଧୋକାବାଜ୍‌ ସାଙ୍ଗ...ସହିପାରିଲେନି ଧୋକା। ଶେଷରେ ନିରାଶ ହୋଇ କରିଦେଲେ ଆତ୍ମହତ୍ୟା, ଲେଖି ଦେଇଗଲେ ଚିଠି...

 Negligence In Treatment
ଅଣ୍ଟା ବ୍ୟଥା ହେଉଥିଲା, ହେଲେ ଫୋଡ଼ିଲେ କୁକୁର ଇଞ୍ଜେକ୍ସନ...

ମଣିଷକୁ ଦିଆଯାଇଛି ପଶୁଙ୍କ ଲାଗି ଉଦ୍ଧିଷ୍ଟ ଇଞ୍ଜେକ୍ସନ। ତାହା ପୁଣି ଗୋଟିଏ ନୁହେଁ ତିନି ତିନିଟି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ମହୁଲଡିହା ଗାଁରୁ ଏଭଳି ଅଭିଯୋଗ ଆସିଛି।

Biju Pattnaik - OTV
OTVକୁ ୨୫ ବର୍ଷ ! ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅନ୍ତିମ ଯାତ୍ରାରୁ ଆରମ୍ଭ ହୋଇଥିଲା ଖବର ଦୁନିଆର ଯାତ୍ରା

୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ ।

Devotee dies After Falling Unconscious
ଜଗା ଦର୍ଶନ ହେଲା ଶେଷ ଦର୍ଶନ

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଛତିଶଗଡ଼ରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି।

News Fuse- Women Lock Horns, Engage In Intense Fight
କାଠ ଫାଳିଆ କାଢି ଆଣିଲେ, ପିଠିରୁ ମୁଣ୍ଡ ଶିଳେଇ ଦେଇଗଲେ

ଇଏ କୋଉ ମହାଭାରତଠୁ କମ୍‌ କି? ଦେଖୁନାହାନ୍ତି କି ମାଡ଼ କିରେ ନାରଣ !! ପୂରା କୁଆ ଛୁଆ ଉଡ଼ିଲା। ଚୁଟି ଝିଙ୍କାଝିଙ୍କି, ଶାଢୀ ଟଣାଟଣି...

  • Sunday, 17 April 2022
Puri Beach Connect
ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ, ସବୁ ରବିବାର ହେବ ଆୟୋଜନ

ପ୍ରଥମ ଏକ ଘଣ୍ଟା ବେଳାଭୂମି ସଫେଇ ପରେ ବିଚ୍ ଯୋଗ, ବିଚ୍ ଭଲିବଲ୍, କୁଇଜ୍, ଫନି ଗେମ୍ସ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Fire Brigade Team Rescued A Youth
କୁମ୍ଭୀର ମୁହଁରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ...

ଯୁଆଡ଼େ ଚାହିଁଲେ ଖାଲି କୁମ୍ଭୀର ହିଁ କୁମ୍ଭୀର। ଜୀବନ ବଞ୍ଚାଇବା ପାଇଁ ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ। ଏଭଳି ସ୍ଥିତିରେ ଭୟଭୀତ ଅବସ୍ଥାରେ ଥିବା ଯୁବକଙ୍କୁ ଭରା ନଦୀରୁ ବଞ୍ଚାଇ ଆଣିଲା ଅଗ୍ନିଶମ ବାହିନୀ।

Dhana mandi
ଧାନ ଷ୍ଟକ୍‌ ଅଛି, ବିକ୍ରି ପାଇଁ ଅବଧି ସରିନି ! ତଥାପି ମଣ୍ଡି ଉଭାନ, ପ୍ରଶାସନ ଚୁପ୍‌

ଧାନ ମଣ୍ଡିକି ନଯାଉଣୁ ମଣ୍ଡି ବନ୍ଦ । ମେସେଜ ଆସିଥିଲା, ଆଉ ଦିନ ଧାର୍ଯ୍ୟ ବି ହୋଇଥିଲା । ହେଲେ ଚାଷୀ ଧାନ ବିକ୍ରି ଲାଗିି ମଣ୍ଡିକୁ ଗଲା ବେଳକୁ ବନ୍ଦ । ଏଭଳି ସମସ୍ୟାରେ ପଡିଛନ୍ତି କଟକ ଜିଲ୍ଲା ନିଆଳି ଓ କଣ୍ଟାପଡା ବ୍ଲକ ସହ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଞ୍ଚଳର ଚାଷୀ । 

Chief Secretary
ମନେ ପଡ଼ିଲା କୋଟିଆ କଥା, ସ୍ଥିତି ପରଖିଲେ ମୁଖ୍ୟ ସଚିବ ! ଦେଖିବା ଆଗକୁ କ’ଣ ହେଉଛି..

ପୂର୍ବ ଭଳି ସବୁ କିଛି ପ୍ରତିଶ୍ରୁତିରେ ରହିବ ନା ଫଳପ୍ରଦ ହେବ ତାହା ଏବେ ଆଶା ଓ ଆଶଙ୍କାରେ ।

Kid skill skateboarding on stairs
କୁନି ପିଲାର କମାଲ୍; ପାହାଚରେ ସ୍କେଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା

ଲୋକମାନେ ପରିହାସ କରନ୍ତି ଯେ ସ୍କେଟିଂ ଏକ ପିଲା ଖେଳ ନୁହେଁ। କିନ୍ତୁ ବର୍ତ୍ତମାନ ଏକ ଛୋଟ ପିଲା ଏହି କଥାକୁ ଭୁଲ ବୋଲି ପ୍ରମାଣିତ କରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଚର୍ଚ୍ଚାରେ ରହିଛି, ଯେଉଁଥିରେ ପିଲାଟି ପାହାଚରେ ଚମତ୍କାର ସ୍କେଟିଂ କରୁଥିବା ଦେଖାଯାଏ।

Biography of Damayanti Manjhi
ଦମୟନ୍ତୀଙ୍କ ଦରଦ ଜୀବନ : ବସ୍ତିରୁ ଡେପୁଟି ମେୟର ଆସନ

ଭାରତର ମହିଳାମାନେ ବହୁତ ପରିଶ୍ରମୀ ଏବଂ ପ୍ରତିଜ୍ଞାକାରୀ। ସେମାନେ ଦେଶ ପରିଚାଳନା କରୁଛନ୍ତି, ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ କରୁଛନ୍ତି। ଏହି ନାରୀମାନଙ୍କ ଭିତରେ ଜଣେ ହେଲେ ଦମୟନ୍ତୀ ମାଞ୍ଝୀ। ଆସନ୍ତୁ ଜାଣିବା ବସ୍ତିରୁ ଡେପୁଟି ମେୟର ହେବାର ତାଙ୍କ ସଂଘର୍ଷର କାହାଣୀ।

The heroic Story of Biju Pattnaik
ଶିଳ୍ପପତି ବିଜୁ ବାବୁଙ୍କ ବୀରତ୍ୱର କାହାଣୀ

ଆଜି କଳିଙ୍ଗ ବୀର ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଦୀର୍ଘ ବର୍ଷ ଧରି ଓଡିଶା ମା’ର ସେବା କରି ୧୭ ଅପ୍ରେଲ ୧୯୯୭ରେ ସେ ପ୍ରାଣ ତ୍ୟାଗ କରିଥିଲେ। ତେବେ ଆସନ୍ତୁ ଏହି ମହାନ ଆତ୍ମାଙ୍କ ବୀରତ୍ୱର କାହାଣୀ ଉପରେ ନଜର ପକେଇବା।