ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବସ୍ ଭଡ଼ାକୁ ବୃଦ୍ଧି କରାଯାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା ୨ ପଇସା ବୃଦ୍ଧି ଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି।
ଏ ଏମିତି ଏକ ସିନେମା ଯାହାକୁ ପସନ୍ଦ କରୁଛି ସାରା ଭାରତ। ପଞ୍ଜାବରୁ କୋଲକାତା ସବୁଠି ଦେଖିବାକୁ ମିଳିଛି ଉତ୍ସାହ। ଏତେ ସାରା ଭଲ ପାଇବା ପଛର କାରଣ ଜାଣିବାକୁ ଚାହୁଁଥିଲେ, ଦେଖନ୍ତୁ...
ଏ ଏମିତି ଏକ ସିନେମା ଯାହାକୁ ପସନ୍ଦ କରୁଛି ସାରା ଭାରତ। ପଞ୍ଜାବରୁ କୋଲକାତା ସବୁଠି ଦେଖିବାକୁ ମିଳିଛି ଉତ୍ସାହ। ଏତେ ସାରା ଭଲ ପାଇବା ପଛର କାରଣ ଜାଣିବାକୁ ଚାହୁଁଥିଲେ, ଦେଖନ୍ତୁ...
ଗାଁ ନଈ ତୁଠରେ ନଥିଲା ପାହାଚ। ପ୍ରଶାସନକୁ ବାରମ୍ବାର ଗୁହାରି ପରେ ବି କେହି ଶୁଣିଲେନି। ଶେଷରେ ନିଜ ପେନ୍ସନ୍ ଟଙ୍କାରେ ଗାଁ ନଈ ତୁଠରେ ପାହାଚ ତିଆରି କରି ଦେଲେ ରାମଚନ୍ଦ୍ର। ସାରା ଅଂଚଳରେ କରାଯାଉଛି ଭୂରି ଭୂରି ପ୍ରଶଂସା...
ପୂର୍ବତନ ପ୍ରଧାନ ଶିକ୍ଷକ ଟଙ୍କା ହେରଫେର କରିଥିବା ଅଭିଯୋଗରେ ସ୍କୁଲ ସାମ୍ନାରେ ଧାରଣା ଦିଆଯାଇଛି ।
ଆଜିଠାରୁ ଅର୍ଥାତ ଏପ୍ରିଲ୍ ୧୮ ତାରିଖରୁ ସାମ୍ବାଦିକଙ୍କୁ ଲୋକସେବା ଭବନରେ ଏଣ୍ଟ୍ରି କରିବାର ଅନୁମତି ପୂର୍ବରୁ ଦେଇଥିଲେ ରାଜ୍ୟ ସରକାର । ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିଛନ୍ତି ।
ଦଶମ ଶ୍ରେଣୀ ପରୀକ୍ଷା ସେଣ୍ଟରକୁ ନେଇ ଛାତ୍ର ଅଶାନ୍ତି । ସେଣ୍ଟର ବଦଳାଇବା ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରୀ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲାଗିଥିବା ଫଳକକୁ ଫଳକ କଢା ଯାଇ ନୂଆ ଡିଜାଇନର ଫଳକ ଲଗାଯାଇଛି ।
ପାଞ୍ଜି ସମୀକ୍ଷକ ଓ ଗଣନାକାରୀଙ୍କ ପକ୍ଷରୁ ବାରମ୍ବାର ମୁକ୍ତି ମଣ୍ଡପ ପଣ୍ଡିତ ସଭା, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ବି ନିର୍ଭୁଲ ପାଞ୍ଜି ପ୍ରକାଶ ହେଉନଥିବା ଅଭିଯୋଗ କରାଯାଇଛି ।
କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଚଣ୍ଡୀ l
ପୋଲିସ ହେପାଜତରେ ମୃତ୍ୟୁ । ଭୁବନେଶ୍ୱର ବଡ଼ଗଡ ଥାନା ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର । ‘ଲାଷ୍ଟ ସିନ୍’କୁ ନେଇ କମ୍ପାନୀ ଆଣିଛି ଏହି ନୂଆ ଫିଚର୍ସ...
ଲୋୟର ପିଏମିଜିରେ ହଜାର ହଜାର ଡ୍ରାଇଭର
ଓଟିଭିକୁ ପୂରିଲା ୨୫ ବର୍ଷ : କେବୁଲରୁ ସାଟେଲାଇଟ୍, ସାଟେଲାଇଟରୁ ଡିଜିଟାଲ- ଏକ ଦୀର୍ଘ ପଥ, ସବୁଠି ବଢିଛି ଆଦୃତି, ସବୁଠି ଛାଡ଼ିଛି ସ୍ୱର୍ଣ୍ଣିମ ସ୍ୱାକ୍ଷର ।
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ପକ୍ଷରୁ ଅଷ୍ଟମ ଅନ୍ତର୍ଜାତୀୟ ରେଡିଓ ମେଳା ଅନୁଷ୍ଠିତ ହୋଇଛି । ପ୍ରଦର୍ଶନୀରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ ରହିଛି ।
ପୁରାତନ କୀର୍ତ୍ତିରାଜିର ମାଗଣା ଦର୍ଶନ ପାଇଁ ASIର ସ୍ୱତନ୍ତ୍ର ବ୍ୟବସ୍ଥା । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳକୁ ସ୍ୱତନ୍ତ୍ର ଦିବସ ଗୁଡ଼ିକରେ ମାଗଣାରେ ପରିଭ୍ରମଣ କରିବେ ପର୍ଯ୍ୟଟକ ।
ମୟୁରଭଞ୍ଜ ବିଶୋଇ ଥାନା ନୂଆଗାଁ ନିକଟ ୪୯ ନମ୍ବର ଜାତୀୟ ପଥରେ ରବିବାର ବିଳମ୍ବିତ ରାତିରେ ଟ୍ରକ ଚାପାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି ।
ଅନ୍ୟର ପାନ କାର୍ଡ ଓ ବିଭିନ୍ନ କାଗଜପତ୍ରର ଦୁରୁପଯୋଗ କରି ୧୨୪ କୋଟି ଟଙ୍କାର GST ଠକେଇ ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି।
ବିଜୁ ବାବୁଙ୍କ ମହାଯାତ୍ରାରୁ ଆରମ୍ଭ ହୋଇଥିଲା ଓଟିଭିର ପ୍ରସାରଣ । ଏହାମଧ୍ୟରେ କେବୁଲରୁ ସାଟେଲାଇଟ ଏବଂ ସାଟେଲାଇଟରୁ ଡିଜିଟାଲ୍ ଯାହା ସଠିକ, ଯାହା ଆପଣ ଚାହୁଁଛନ୍ତି, ଆପଣଙ୍କ ପାଇଁ ଏବଂ ଓଡିଶାର ସ୍ୱାର୍ଥ ପାଇଁ ଯେଉଁଟା ଠିକ୍ ସେସବୁ ଦେଖାଇ ଚାଲିଛି
୧୯୩୯ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସ୍ୱନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର । ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।
ଭଗବାନ ଜଣେ ମହିଳାଙ୍କୁ ଏତେ ବଡ଼ ପାଟି ଦେଇଛନ୍ତି ଯେ ସେ ଗୋଟିଏ କାମୁଡ଼ାରେ ମ୍ୟାକଡୋନାଲ୍ଡର ଗୋଟିଏ ବରଗର ଏବଂ ଗୋଟିଏ ଥରରେ ମଧ୍ୟମ ଆକାରର ଫ୍ରେଞ୍ଚ୍ ଫ୍ରାଇଜ୍କୁ ଖାଇଦେଉଛନ୍ତି। ଖାଲି ସେତିକି ନୁହେଁ, ସେ ବଡ ବଡ ଗ୍ଲାସ୍କୁ ବି ପାଟି ରଖିଦିଅନ୍ତି।
ଆଡଭେଞ୍ଚର ଓ ହାଇକିଙ୍ଗକୁ ଦୁଃସାହସିକ ଲୋକଙ୍କ କାମ ବୋଲି କୁହାଯାଏ। ବେଳେବେଳେ ଶାରୀରିକ ଭାବେ ଶକ୍ତିଶାଳୀ ଥିବା ଲୋକଙ୍କ ପାଇଁ ବି ହ୍ୟାକିଂ ଓ ଟ୍ରାକିଂ କଷ୍ଟକର ହୋଇପଡେ। ବର୍ତ୍ତମାନ ଜଣେ ୬୨ ବର୍ଷ ବୟସ୍କା ମହିଳା ପାଶ୍ଚାତ୍ୟ ଘାଟର ଶିଖରରେ ଚଢି ପ୍ରମାଣ କରିଦେଇଛନ୍ତି ଯେ ମନୋବଳ ଆଗରେ ବୟସ ବାଧା ସୃଷ୍ଟି କରିପାରିବ ନାହିଁ।
ସାଧାରଣ ଲୋକଙ୍କ ଅପେକ୍ଷା କିନ୍ନରମାନେ ଅଧିକ ଦିନ ବଞ୍ଚନ୍ତି। ଏକ ଗବେଷଣାରୁ ଏମିତି ତଥ୍ୟ ସାମ୍ନାକୁ ଆସିଛି। ତେବେ ଏହା ପଛର କ’ଣ କାରଣ ଆସନ୍ତୁ ଜାଣିବା।
୮୩ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳୁଛି।
ଥମୁନି ୟୁକ୍ରେନ-ଋଷ୍ ଯୁଦ୍ଧ। ଏନେଇ ବଢୁଛି ଚିନ୍ତା। ୬ ବର୍ଷିଆ ମେଡିକାଲ ସାଇନ୍ସ କୋର୍ସ ଅଧାରୁ ପାଠପଢ଼ା ଛାଡ଼ି ଆସିବା ପରେ ଏବେ ପ୍ରାକ୍ଟିକାଲ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ।