କାହା ପାଇଁ ନିଶା ତ କାହାର ଭାତହାଣ୍ଡି । ସରକାରଙ୍କୁ ମହୁଲ କରୁଛି ମାଲାମାଲ୍.. ହେଲେ ଆମକୁ ମିଳୁନି ପାଉଣା..
ନୂଆପଡା ଜିଲ୍ଲାର ଗ୍ରାମାଞ୍ଚଳର ଲୋକଙ୍କୁ ଖରା ୨ ମାସ ଅର୍ଥ ଯୋଗାଇ ଥାଏ ମହୁଲ । ହେଲେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ସ୍ଥାନୀୟ ବ୍ୟବସାୟୀଙ୍କୁ କମ୍ ଦାମରେ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି ।