ଧୋକା ଦେଲା ସାଙ୍ଗ। ଯାହାକୁ ଦିନେ ନିଜ ଜୀବନଠୁ ଅଧିକ ଭଲପାଉଥିଲେ...ନିଜ ପ୍ରେମିକାକୁ ନେଇଗଲା ସେଇ ଧୋକାବାଜ୍ ସାଙ୍ଗ...ସହିପାରିଲେନି ଧୋକା। ଶେଷରେ ନିରାଶ ହୋଇ କରିଦେଲେ ଆତ୍ମହତ୍ୟା, ଲେଖି ଦେଇଗଲେ ଚିଠି...
Published: Rajalaxmi Sahoo
Last updated: 17 April 2022, 12:36 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।