ପଞ୍ଚାୟତ ଅଫିସ ସ୍ଥାନାନ୍ତର ଦାବିରେ ରାସ୍ତାରୋକ କରିଥିଲେ ଲୋକେ । ସେହି ସମୟରେ ଜିଲ୍ଲାପାଳଙ୍କ ଗାଡ଼ି ଆସିବାରୁ ଉତ୍ତେଜନା ଦେଖାଯାଇଥିଲା ।
ପିତାମହଲ ନିକଟରେ ମଇଁଷି ପଲକୁ ଏକ୍ସପ୍ରେସ ଟ୍ରେନ୍ ଧକ୍କା ଦେଇଛି।
ବିକଟାଳ ଶବ୍ଦ କରି ମାଡ଼ି ଆସୁଥିଲା ଜେସିବି। ଡେଣା ମେଲାଇ ଗର୍ଜନ କରି ଉଠିଲା ଏଇ ଚଢେଇ...ଛୁଆର ଜୀବନ ବଞ୍ଚାଇବାକୁ ଭୟଙ୍କର ରୂପ ଧାରଣ କଲା ମାଆ ଚଢେଇ...ଟ୍ୱିଟର ପେଜ୍ରେ ଭିଡ଼ିଓ ସେୟାର କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା
ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ ।
ସତରେ ଏମାନେ କଟକ ପାଇଁ କଳଙ୍କରେ ନାରଣ। କୁଆଡୁ ଏମାନେ ସବୁ ଆସି ସବୁ ଅସଲି ଜିନିଷକୁ କପି କରି କଟକରେ ରହି ନକଲି ତିଆରି କରି ଦେଉଛନ୍ତି। ଯେମିତି ଏ ଲୁଗାଧୂଆ ଗୁଣ୍ଡ
ବିପଦ କେତେବେଳେ, କେମିତି ଓ କିପରି ଆସେ ତାହା କେହି କହିପାରେ ନାହିଁ। ଆଉ ବିପଦ ଆସିଲେ ଦେଇଥାଏ ଅନେକ ଦୁଃଖ ଓ ଯନ୍ତ୍ରଣା। ଦୁର୍ଘଟଣାରେ ଗୋଟିଏ ଗୋଡ଼ କଟିଗଲା, ଗୋଟିଏ ହାତ ବି କାମ ଦେଉନି। ବଂଚିବା ହୋଇପଡିଛି କଷ୍ଟକର। ଏମିତି ସମୟରେ ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ ଅବେଦନ କଲେ ଅମିତ୍...
କାନକୁ ଶୁଭେନି, କିମ୍ବା କଥା କହିପାରନ୍ତି ନାହିଁ। କିନ୍ତୁ ଗୁପଚୁପ୍ ବେପାରୀ ଭାବରେ ଖନାଭାଇଙ୍କର ଲୋକପ୍ରିୟତା କାହିଁରେ କଣ। କଥାରେ ଅଛି କହିବୋଲି ପାରିଲେ ବେପାର ଚାଲେ। କିନ୍ତୁ ଖନାଭାଇଙ୍କ କଥା ନିଆରା। ଗଲା ୨୦ ବର୍ଷ ଧରି ସେ ବିନା କଥାବାର୍ତ୍ତାରେ କେବଳ ଠରାଠରିରେ ହୋଇପାରିଛନ୍ତି ଜଣେ ସଫଳ ବେପାରୀ। ଆସନ୍ତୁ ତାଙ୍କୁ ଭେଟିବା ଓ ଭିଡିଓଟିକୁ ସେୟାର କରି ସମସ୍ତଙ୍କୁ କହିଦେବା ତାଙ୍କ ସଫଳତାର କାହାଣୀ। ଆପଣ ବି ଦୁଇପଦ ଲେଖି ତାଙ୍କୁ ଉତ୍ସାହିତ କରିପାରିବେ।
ସେମାନଙ୍କ ମାୟା ଜାଲରେ ଯିଏ ଥରେ ପଡିଛି, ସବୁ କିଛି ହରାଇ କାଙ୍ଗାଳ ହୋଇ ଯାଇଛି। ଯେମିତି ଏ ପ୍ରଫେସର। ଲାଇଫ ଟାଇମ ଅଫରର ଲୋଭ ଦେଖାଇ ଲୁଟି ନେଲେ ହଜାର ହଜାର ଟଙ୍କା। ଆଉ ତା’ପରେ...
କେମିତି ସ୍ୱପ୍ନରୁ ଜୀବନ ସାଉଁଟିଥିଲେ ସ୍ୱାଭିମାନର ଫାଉଣ୍ଡର ତଥା ସିଇଓ ଡ. ଶ୍ରୁତି ମହାପାତ୍ର... ଆଜିର ଖୋଲାକଥାରେ ଶୁଣନ୍ତୁ ତାଙ୍କ ମୁହଁରୁ ସେହି ସଂଘର୍ଷର କଥା...
ଭଗବାନ କାହାକୁ ଏମିତି ଦୁଃଖ ନ ଦିଅନ୍ତୁ। ଯେମିତି କୁନିଝିଅ ସୁହାନା। ଯେଉଁ ବୟସରେ ହସିଖେଳି ପାଠ ପଢିବା କଥା, ସେ ବୟସରେ ତାକୁ ହୋଇଛି ରକ୍ତ କର୍କଟ ରୋଗ
କେବଳ ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ.
ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ। ବାଲି ମାଫିଆଙ୍କ କଥାରେ ଚାଲୁଛି କି ପ୍ରଶାସନ। ବାଲି ମାଫିଆମାନେ ଯେତେ ବେଆଇନ କାମ କଲେ ମଧ୍ୟ ଚୁପ୍ ହୋଇ ନ ଦେଖିଲା ଭଳି ଅଭିନୟ କରୁଛି ରାଜସ୍ୱ ବିଭାଗ। ଲୋକେ ଅଭିଯୋଗ କଲେ ପାଲଟା ଧମକ ମିଳୁଛି...
ମା’ର ମମତା ତୁଚ୍ଛ ହେଲା, ଜୀବନରୁ ମାରିଦେଲା ପୁଅ ।
କଥାରେ ଅଛି, କନ୍ୟା ଦାନଠାରୁ ମହତ କାମ ଆଉ କିଛି ନାହିଁ। ଆଉ ଯିଏ, ଦୁଇଟି କନ୍ୟାର ପିତା ସେ ନିଜକୁ କେତେ ଭାଗ୍ୟବାନ ମନେ କରୁ ନଥିବ ଏଥିରୁ ଆପଣ ଜାଣୁଥିବେ। କିନ୍ତୁ ଯଦି ସେଇ କନ୍ୟାରତ୍ନ ଅକାଳରେ ଝଡ଼ି ପଡେ, ତାହାଲେ ସେ ବାପା-ମାଙ୍କୁ କେତେ କଷ୍ଟ ହେଉନଥିବ… ଦୁଇ ଉଚ୍ଚ ଶିକ୍ଷିତା ଝିଅଙ୍କୁ ଏକା ସଙ୍ଗେ ହରାଇ ମ୍ରିୟମାଣ ପୂରା ପରିବାର। ହେଲେ ଏଭଳି ମହତ କାମ ପାଇଁ ଚର୍ଚ୍ଚାରେ ଏ ଅଟୋ ଚାଳକ...
ଓଟିଭି ମଂଚରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି। ଦୀର୍ଘ ୨୫ ବର୍ଷର ସୁଦୀର୍ଘ ଯାତ୍ରାକୁ ନେଇ ଓଟିଭି’ର ଥିମ୍ ସଙ୍ଗ୍ ‘ସଂପର୍କ ଏ ଭରସାର’ ଗୀତକୁ ମଂଚରେ ଗାଇଲେ। ଥରେ ଶୁଣନ୍ତୁ ସେ ଗୀତଟି...
ଆସନ୍ତା ୨୯ ତାରିଖରୁ ଭକ୍ତମାନେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏହାସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ତାନ କରିବେ।
କିଏ ଜାଣିଥିଲା ଏମିତି ହେବ ବୋଲି। ଦିନେ ଜଙ୍ଗଲରେ ବୁଲି ବୁଲି ପୋଲିସ ବିରୋଧରେ ସଂଗ୍ରାମ କରୁଥିଲେ। ଆଜି ସେହି ପୋଲିସ ଉପସ୍ଥିତିରେ ହାତକୁ ଦି’ହାତ ହୋଇଛନ୍ତି ଏହି ଦୁଇ ନକ୍ସଲ। ଦେଖନ୍ତୁ କେମିତି ହେଲା ଏହି ବାହାଘର..
ଝାଡ଼ଖଣ୍ଡର କୁର୍ଡେଗକୁ ବାହାଘର ପାଇଁ ଯାଇଥିବା ବରଯାତ୍ରୀ ଗାଡ଼ିକୁ ମୋଟା ଅଙ୍କର ଫାଇନ ଲଗାଯାଇଛି । ଚେକିଂ ବେଳେ ବରଯାତ୍ରୀ ଗାଡ଼ିକୁ ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି ।
ରହସ୍ୟ ଘେରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ। କେମିତି ହେଲା ମୃତ୍ୟୁ ? ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ?
ବାହାଘର ଭୋଜି ହେଲା କାଳ । ବାହାଘର ଭୋଜି ଖାଇ କନ୍ୟାପକ୍ଷ ଅସୁସ୍ଥ ହୋଇଛନ୍ତି । ଗତକାଲି ୧୬ ଜଣ ଅସୁସ୍ଥ ହୋଇ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଘରେ ରହୁଥିଲେ, କିନ୍ତୁ ମୋଟା ଅଙ୍କର ଦରମା ପାଉଥିଲେ ମୋଗଲ ରାଣୀ ଓ ରାଜକୁମାରୀମାନେ। କିଏ ଏହି ପରମ୍ପରା ଆରମ୍ଭ କରିଥିଲେ। କେଉଁ ମହିଳା ପାଉଥିଲେ ସବୁଠାରୁ ଅଧିକ ଟଙ୍କା, ଜାଣିବା ପାଇଁ ପଢନ୍ତୁ…
କାର୍କୁ ହେଇଗଲା ହେଲିକପ୍ଟର। ଏନେଇ ଖର୍ଚ୍ଚ ହେଲା ସାଢେ ୩ ଲକ୍ଷ ଟଙ୍କା। କାର୍କୁ ଦେଖିବାକୁ ଜମୁଛି ଲୋକ ଭିଡ। ଲୋକମାନେ ଏହାକୁ ବିବାହ ପାଇଁ ବୁକିଂ ମଧ୍ୟ କରୁଛନ୍ତି। ଗୋଟିଏ ଭଡାକୁ ୧୧ ହଜାର ଟଙ୍କା।
ତାଙ୍କ ବୟସ ମାତ୍ର ଅଢେଇ ବର୍ଷ ହୋଇଥିବା ବେଳେ ସେ ୭୨ଟି ଅଦ୍ଭୁତ ଚିତ୍ର ତିଆରି କରି ତାଙ୍କ ନାମରେ ଏକ ଚମତ୍କାର ରେକର୍ଡ ତିଆରି କରିଛନ୍ତି। ୱାର୍ଲ୍ଡ ରେକର୍ଡ ସହିତ ଇଣ୍ଡିଆ ରେକର୍ଡ ମଧ୍ୟ କରିସାରିଲେଣି।
ଓଡ଼ିଶାରେ ପଶି ଆନ୍ଧ୍ରର ନୂଆ ଦାଦାଗିରି । ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ହକ୍ ଜାହିର କରିବାକୁ ପ୍ରୟାସ । କୋଟିଆ ପଞ୍ଚାୟତର ଉପର ସେମ୍ବିର ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥରେ ଅଣୁ ଜଳବିଭାଜିକା ପ୍ରକଳ୍ପର ମାନଚିତ୍ର ଆଙ୍କି ବିବରଣୀ ପ୍ରଦାନ କରିଛନ୍ତି ଆନ୍ଧ୍ର ସରକାର । ସେହିପରି ଫଗୁଣସିନେରୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।
ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ବଲଙ୍ଗୀରର ପାଟଣାଗଡ଼ ଗଞ୍ଜାମର ପୋଲସରା ଗୋଟିଏ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ଅନ୍ୟଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ଥାନ ଭିନ୍ନ ହେଲେ ବି ଘଟଣା କିନ୍ତୁ ସମାନ ।