ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ବାଙ୍ଗାଲୋର ଏବଂ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ମିଳିତ ଭାବେ ସ୍ପେସ୍ ଇଟା ପ୍ରସ୍ତୁତ କରିଛନ୍ତି। ଏହି ଇଟା ସାହାଯ୍ୟରେ ମଙ୍ଗଳ ଗ୍ରହରେ କୋଠା ନିର୍ମାଣ କରାଯାଇପାରିବ।
ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି।
ହାଇଡ୍ରୋ ପାଓ୍ୱାର ଉତ୍ପାଦନରେ ବିଫଳତା ହିଁ ଏକ ବଡ଼ କାରଣ ବୋଲି କୁହାଯାଉଛି ।
ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ। ବାଲି ମାଫିଆଙ୍କ କଥାରେ ଚାଲୁଛି କି ପ୍ରଶାସନ। ବାଲି ମାଫିଆମାନେ ଯେତେ ବେଆଇନ କାମ କଲେ ମଧ୍ୟ ଚୁପ୍ ହୋଇ ନ ଦେଖିଲା ଭଳି ଅଭିନୟ କରୁଛି ରାଜସ୍ୱ ବିଭାଗ। ଲୋକେ ଅଭିଯୋଗ କଲେ ପାଲଟା ଧମକ ମିଳୁଛି...
୪୯ ବର୍ଷରେ ପାଦ ଥାପିଲେ ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେପି ପକ୍ଷରୁ ଆଜି ଥାନା ଆଗରେ ଧାରଣା ଦିଆଯାଇଛି
ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍ ଗୁଡ଼ିକର ଫିଟ୍ନେସ୍ ଉପରେ ଗୁରୁତ୍ୱ ଦେବାକୁ STA(State Transport Authority ) ଅପିଲ କରିଛି।
୧୧ ଜଣ ଓଡ଼ିଶା ପ୍ରଶାସନିକ ସେବା(OAS) ଅଧିକାରୀଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ବଦଳି କରାଯାଇଛି।
ଯୁଆଡେ ଗଲେ ହୁଏ ଭୁବନେଶ୍ୱର ମ୍ୟାଡମଙ୍କ ଚର୍ଚ୍ଚା। ବ୍ରେକ୍ ଦେବା ବେଳେ ବ୍ରେକ୍ ଦେଉଛନ୍ତି ବିରୋଧୀ। ଏମିତି ବେଳେ ମଂଚ ଉପରକୁ ଆସି ଏକଥା କହିଲେ ମ୍ୟାଡମ୍...
ସବୁ ବେଳେ ରୋହି ଭାକୁର ମାଛ ଖାଇ ଖାଇ ଚିଡିଲାଗିଲାଣି। ଆଜି ଆମିଷ ବାରରେ ମାଗୁର ମାଛ ଆଣି ତିଆରି କରନ୍ତୁ ଏହି ସୁନ୍ଦର ପାଟି ସୁଆଦିଆ ଆଇଟମ୍...
କିଏ କହେ ମହିଳା ଅବଳା ଦୁର୍ବଳା। ଏ କଥା ସଂପୂର୍ଣ୍ଣ ମିଛ। ଜଣେ ନାରୀ ହୋଇ ରାଜଧାନୀର ଛାତି ଉପରେ ସଂଘର୍ଷ କରି ଜିତିଛନ୍ତି ଶୁଭାରାଣୀ ଦାଶ। ଦେଖନ୍ତୁ, ତାଙ୍କ ସଂଘର୍ଷ ଓ ସଫଳତାର କଥା...
ଆପଣ ଅନେକ ଡେଙ୍ଗା ଲୋକଙ୍କୁ ଦେଖିଥିବେ। ହେଲେ ଡେଙ୍ଗା ପରିବାରକୁ କେବେ ହେଲେ ଦେଖିନଥିବେ। ଏ ଏମିତି ଏକ ପରିବାର, ଯେଉଁଠି ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ। ଜାଣନ୍ତୁ କେଉଁଠି ରହୁଛନ୍ତି ଏ ପରିବାର। ଆଉ କାହାର ଉଚ୍ଚତା କେତେ ଜାଣନ୍ତୁ...
ଅନଲାଇନର ଠକାମୀର ଶିକାର ହୋଇ ସାଇବର ସେଲରେ ଅଭିଯୋଗ କଲେ। କିଛି ଲାଭ ହେଲା ନାହିଁ। ଆଉ ଶେଷରେ...
ଜେଜେମାଆ କାନ୍ଦ ଦେଖି ନାତୁଣୀ କହିଲା ଏମିତି କଥା। ଯାହାକୁ ଶୁଣି ଚକିତ ହୋଇଗଲେ ବାହାଘରକୁ ଆସିଥିବା ଲୋକେ। ଶୁଣନ୍ତୁ, ଜେଜେମାଆ କାନ୍ଦ ଦେଖି କ’ଣ କହିଲା ନାତୁଣୀ...
ଘଞ୍ଚ ଜଙ୍ଗଲ, କିଟିମିଟି ଅନ୍ଧାର। ସେଇ ଅନ୍ଧାର ଆଉ ଜଙ୍ଗଲକୁ ଖାତିର ନକରି ୨ ଶ୍ରମିକଙ୍କ ଶବକୁ କାନ୍ଧରେ ବୋହିଲା ପୋଲିସ୍ ଟିମ୍। ଦୀର୍ଘ ୪ କିଲୋମିଟର ଶବକୁ କାନ୍ଧରେ ବୋହି ଆଣିଥିବା ଏହି ପୋଲିସ୍ କର୍ମଚାରୀଙ୍କୁ ଏବେ ସାରା ସହର କରୁଛି ସାଲ୍ୟୁଟ୍। ଟିଟଲାଗଡ଼ରୁ ଚାଲନ୍ତୁ ଦେଖିବା ଏହି ରିପୋର୍ଟ
ଏ ମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍ ହେଉଛି। ସଂସଦ ହଲ ଭିତରେ ମନ୍ତ୍ରୀ ଜଣକ ଧଳା କୁର୍ତ୍ତା ଟେକି ପେଟକୁ କୁଣ୍ଡାଇ ହୋଇଥିଲେ। ଯାହାକୁ ନେଇ ଖୁବ ବର୍ଷିଲେ ଅଭିନେତ୍ରୀ। ଲେଖିଲେ...
ଘର ଉପରକୁ ବୋମା ମାଡ । ପୁରୀର ଏନ୍ଫୋର୍ସମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କ ଘର ଉପରକୁ ବୋମାମାଡ଼ ହୋଇଛି ।
ନଗଦ ଉପରେ ନିର୍ବାଚନ ଯାଇଛି। ସେଇଥି ପାଇଁ ଏ ଦିଆନିଆ ବୋଧେ। ହେଲେ କେମିତି କେମିତି ଲାଗୁଛିରେ ନାରଣ। ଖାଲି ଧଳା ବସ୍ତା...
ପୁରୀ ଦର୍ଶନ ସାରି ଫେରିବା ବାଟରେ ଅଘଟଣା । ବସ୍ ଓଲଟି ୨୫ ଆହତ । ଗଂଜାମ ଜିଲ୍ଲା ରମ୍ଭା୧୬ ନମ୍ବର ଜାତୀୟ ରାଜପଥରେରେ ଘଟିଛି ଏହି ଦୁର୍ଘଟଣା । ପେଟ୍ରୋଲ ପମ୍ପ ନିକଟରେ ବସ୍ ଓଲଟି ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
କଠିନ ପରିସ୍ଥିତିରେ ଯିଏ ସଠିକ ନିଷ୍ପତି ନେଇ ଜୀବନର ମୋଡ ବଦଳାଇ ଦେଇପାରେ ଏବଂ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥାଏ, ସେ ହିଁ ଅନ୍ୟମାନଙ୍କ ପାଇଁ ବନିଥାଏ ପ୍ରେରଣାର ଉତ୍ସ। ସେମିତି ଜଣେ ମହିଳା ହେଲେ ମୟୁରଭଂଜ ଜିଲ୍ଲା ପାଇକସାହି ଅନ୍ତର୍ଗତ ଗୁରେଇଁ ଗାଁର ଝିଅ ଶକୁନ୍ତଳା ମହାନ୍ତି। ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।
ମହିଳାମାନେ ସର୍ବଦା ଶାରୀରିକ ସାମର୍ଥ୍ୟରେ ପୁରୁଷଙ୍କଠାରୁ କମ୍ ବୋଲି ବିବେଚନା କରାଯାଏ। ଏହି ଧାରଣ ଏବେ ଭୁଲ୍ ପ୍ରମାଣିତ ହୋଇଛି। ଆଜି କ୍ରିକେଟ୍ ଠାରୁ ଆରମ୍ଭ କରି ବ୍ୟାଡ୍ମିଣ୍ଟନ୍, ବକ୍ସିଂ ଓ ଲଙ୍ଗ୍ ଜମ୍ପ୍ ପର୍ଯ୍ୟନ୍ତ ମହିଳାମାନେ ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି।
କେନ୍ଦୁଝର କଲେକ୍ଟର ଆଶିଷ ଠାକରେଙ୍କ ପ୍ରତି ରାଜ୍ୟ ସରକାରଙ୍କର କାହିଁକି ଏତେ ଦରଦ? ଆଦିବାସୀଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଜଣେ ଜିଲ୍ଲାପାଳଙ୍କୁ ବଞ୍ଚେଇବାକୁ କଣ ପାଇଁ ଏତେ ଆନ୍ତରିକତା? ତାକୁ ନେଇ ଆଲୋଚନା ସମାଲୋଚନା ଚାଲିଥିବାବେଳେ ଜିଲ୍ଲାପାଳଙ୍କୁ ସୁରକ୍ଷା ଦେବାକୁ କେମିତି ଅଣ୍ଟା ଭିଡ଼ିଛନ୍ତି ସରକାର, ଇଏ ତାର ପ୍ରମାଣ।
ଡହଡହ ଖରାରେ ଜୀବନ ଡହଳ ବିକଳ। ନା ଘରେ ରହି ହେଉଛି ନା ବାହାରେ। ତା ସାଙ୍ଗକୁ ପୁଣି ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ।
ଆଦିବାସୀ ବିରୋଧୀ ଅଫିସରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛି କଂଗ୍ରେସ।
ପ୍ରଶ୍ନ, ବିଦ୍ୟୁତ୍ ବଳକା ରାଜ୍ୟ ହେବା ସତ୍ତ୍ୱେ କାହିଁକି ବିଜୁଳି କାଟ୍ ହେଉଛି ?