• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

power cut
ରାଜ୍ୟରେ ବିଦ୍ୟୁତ କାଟ୍ ସମସ୍ୟା ଗୁରୁତର : ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ

ବିଦ୍ୟୁତ କାଟ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

special story
ଓଡ଼ିଆଣୀ ହେଲେ ବିଦେଶିନୀ : ଜର୍ମାନୀର ଝିଅ ଏବେ ସୌରଭଙ୍କ ଅର୍ଦ୍ଧାଙ୍ଗିନୀ, ବଲାଙ୍ଗୀର ବୋହୂ

ବର ଓଡ଼ିଆ, କନ୍ୟା ସ୍ଲୋଭେନିଆ । ଭୁବନେଶ୍ୱରରେ ଓଡିଆ ରୀତିନୀତିରେ ବାହାଘର ପରେ ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକକୁ ଯାଇଛନ୍ତି ନବ ଦମ୍ପତ୍ତି ।

Maoists Torch Bus In Andhra Pradesh
ବସ୍‌ରେ ନିଆଁ ଲଗାଇ ଦେଲେ ମାଓବାଦୀ, ଓଡ଼ିଶାରୁ ହାଇଦ୍ରାବାଦ ଯାଉଥିଲେ ୫୦ ଯାତ୍ରୀ...

ମାଓବାଦୀଙ୍କ ପୁଣି ବଡ଼ ଧରଣର ଲଙ୍କାକାଣ୍ଡ। ୪୦ରୁ ୫୦ ଜଣ ଯାତ୍ରୀଙ୍କୁ ନେଇ ମାଲକାନଗିରିରୁ ହାଇଦ୍ରାବାଦ ଯାଉଥିବା ବସ୍‌ରେ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି।

Binapani Mohanty
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ବୀଣାପାଣିଙ୍କର ଆଜି କଟକ ସତୀଚଉରା ଶ୍ମଶାନରେ ଶେଷକୃତ୍ୟ

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ।

Why Hanuman coin is so demanded
ହନୁମାନ ଟଙ୍କାକୁ ନେଇ କାହିଁକି ଏତେ ଚାହିଦା; ମୂଲ୍ୟ ଲକ୍ଷାଧିକ

ହନୁମାନ ପଇସା ବିକ୍ରି କରି ଅନେକ ପୋଲିସ୍ ହାତରେ ଧରାପଡିଛନ୍ତି। କୁହାଯାଉଛି ଯେ ଏହି ମୁଦ୍ରାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଛି। ପୋଲିସ କହୁଛି ଏହା ପଛରେ ରହିଛି ଅନ୍ଧବିଶ୍ୱାସ। ତେବେ ଏହି ହନୁମାନ ପଇସା କ’ଣ? ଏହାର କାହିଁକି ଏତେ ଚାହିଦା ଆସନ୍ତୁ ଜାଣିବା।

Mars space bricks made to build house
ମଙ୍ଗଳରେ ଘର ପାଇଁ ତିଆରି ହେଲା ଇଟା

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ବାଙ୍ଗାଲୋର ଏବଂ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ମିଳିତ ଭାବେ ସ୍ପେସ୍ ଇଟା ପ୍ରସ୍ତୁତ କରିଛନ୍ତି। ଏହି ଇଟା ସାହାଯ୍ୟରେ ମଙ୍ଗଳ ଗ୍ରହରେ କୋଠା ନିର୍ମାଣ କରାଯାଇପାରିବ।

binapani mohanty
ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି।

water
ଘନଘନ ବିଦ୍ୟୁତ୍ କାଟକୁ ନେଇ ତେଜୁଛି ଅସନ୍ତୋଷ: ଜଳସ୍ତର ଠିକ୍ ଥାଇ ବି କ୍ଷମତାର ୪ ଭାଗରୁ ମାତ୍ର ଭାଗେ ହେଉଛି ବିଦ୍ୟୁତ୍ ଉତ୍ପାଦନ

ହାଇଡ୍ରୋ ପାଓ୍ୱାର ଉତ୍ପାଦନରେ ବିଫଳତା ହିଁ ଏକ ବଡ଼ କାରଣ ବୋଲି କୁହାଯାଉଛି ।

sand
ଉତ୍ପାତ କରୁଛନ୍ତି ବାଲି ମାଫିଆ ! ଲୁଟୁଛନ୍ତି ଟ୍ରକ ଟ୍ରକ ବାଲି...

ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ। ବାଲି ମାଫିଆଙ୍କ କଥାରେ ଚାଲୁଛି କି ପ୍ରଶାସନ। ବାଲି ମାଫିଆମାନେ ଯେତେ ବେଆଇନ କାମ କଲେ ମଧ୍ୟ ଚୁପ୍ ହୋଇ ନ ଦେଖିଲା ଭଳି ଅଭିନୟ କରୁଛି ରାଜସ୍ୱ ବିଭାଗ। ଲୋକେ ଅଭିଯୋଗ କଲେ ପାଲଟା ଧମକ ମିଳୁଛି...

Happy Birthday Sachin Tendulkar: India legend turns 49
୪୯ ବର୍ଷରେ ପାଦ ଥାପିଲେ ଗଡ୍‌ ଅଫ୍‌ କ୍ରିକେଟ୍ ସଚିନ୍‌ ତେନ୍ଦୁଲକର

୪୯ ବର୍ଷରେ ପାଦ ଥାପିଲେ ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ।

death
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେପି ପକ୍ଷରୁ ଆଜି ଥାନା ଆଗରେ ଧାରଣା ଦିଆଯାଇଛି

Safety of school students
ଅନୁପଯୁକ୍ତ ସ୍କୁଲ୍‌ ବସ୍ ଉପରେ ନଜର ରଖ: STA

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍‌ ଗୁଡ଼ିକର ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେବାକୁ STA(State Transport Authority ) ଅପିଲ କରିଛି।

Government Of Odisha
୧୧ OASଙ୍କ ବଦଳି, ପ୍ରକାଶ ପାଇଲା ବିଜ୍ଞପ୍ତି

୧୧ ଜଣ ଓଡ଼ିଶା ପ୍ରଶାସନିକ ସେବା(OAS) ଅଧିକାରୀଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ବଦଳି କରାଯାଇଛି।

The Great Odisha Political Circus
ମ୍ୟାଡମ୍ କହିଲେ ଦିଲ୍ଲୀର ବ୍ରେକ୍ ଦେବା ବେଳର ବ୍ରେକ୍ ଫାଷ୍ଟ କଥା...

ଯୁଆଡେ ଗଲେ ହୁଏ ଭୁବନେଶ୍ୱର ମ୍ୟାଡମଙ୍କ ଚର୍ଚ୍ଚା। ବ୍ରେକ୍ ଦେବା ବେଳେ ବ୍ରେକ୍ ଦେଉଛନ୍ତି ବିରୋଧୀ। ଏମିତି ବେଳେ ମଂଚ ଉପରକୁ ଆସି ଏକଥା କହିଲେ ମ୍ୟାଡମ୍...

Taste of Odisha
ଆଜି ରବିବାର... ଟିକେ ହେଇଯାଉ ମାଗୁର ମାଛ ମସଲା ପୋଡା

ସବୁ ବେଳେ ରୋହି ଭାକୁର ମାଛ ଖାଇ ଖାଇ ଚିଡିଲାଗିଲାଣି। ଆଜି ଆମିଷ ବାରରେ ମାଗୁର ମାଛ ଆଣି ତିଆରି କରନ୍ତୁ ଏହି ସୁନ୍ଦର ପାଟି ସୁଆଦିଆ ଆଇଟମ୍...

Prerana
ଖେଳ ପଡିଆରୁ ଖବରକାଗଜ ବିତରଣ... ଶୁଭାରାଣୀଙ୍କ ସଂଘର୍ଷର କାହାଣୀ

କିଏ କହେ ମହିଳା ଅବଳା ଦୁର୍ବଳା। ଏ କଥା ସଂପୂର୍ଣ୍ଣ ମିଛ। ଜଣେ ନାରୀ ହୋଇ ରାଜଧାନୀର ଛାତି ଉପରେ ସଂଘର୍ଷ କରି ଜିତିଛନ୍ତି ଶୁଭାରାଣୀ ଦାଶ। ଦେଖନ୍ତୁ, ତାଙ୍କ ସଂଘର୍ଷ ଓ ସଫଳତାର କଥା...

Meet The World's Tallest Family
ଏ ହେଉଛନ୍ତି ଦୁନିଆର ସବୁଠୁ ଡେଙ୍ଗା ପରିବାର... ଗିନିଜ୍ ୱାର୍ଲଡ ରେକର୍ଡରେ ପାଇଲେ ସ୍ଥାନ...

ଆପଣ ଅନେକ ଡେଙ୍ଗା ଲୋକଙ୍କୁ ଦେଖିଥିବେ। ହେଲେ ଡେଙ୍ଗା ପରିବାରକୁ କେବେ ହେଲେ ଦେଖିନଥିବେ। ଏ ଏମିତି ଏକ ପରିବାର, ଯେଉଁଠି ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ। ଜାଣନ୍ତୁ କେଉଁଠି ରହୁଛନ୍ତି ଏ ପରିବାର। ଆଉ କାହାର ଉଚ୍ଚତା କେତେ ଜାଣନ୍ତୁ...

Cyber Crime
ଅନଲାଇନରେ ଟଙ୍କା ଦିଆନିଆ କରି ଫଶିଲେ, ପଇସା ଆଉ ଫେରିଲାନି

ଅନଲାଇନର ଠକାମୀର ଶିକାର ହୋଇ ସାଇବର ସେଲରେ ଅଭିଯୋଗ କଲେ। କିଛି ଲାଭ ହେଲା ନାହିଁ। ଆଉ ଶେଷରେ...

Viral Video
ଶାଶୁଘର ଯିବା ବେଳେ ନାତୁଣୀକୁ ଦେଖି କାନ୍ଦିଲା ‌ଜେଜେମାଆ, ଝିଅ କହିଲା

ଜେଜେମାଆ କାନ୍ଦ ଦେଖି ନାତୁଣୀ କହିଲା ଏମିତି କଥା। ଯାହାକୁ ଶୁଣି ଚକିତ ହୋଇଗଲେ ବାହାଘରକୁ ଆସିଥିବା ଲୋକେ। ଶୁଣନ୍ତୁ, ଜେଜେମାଆ କାନ୍ଦ ଦେଖି କ’ଣ କହିଲା ନାତୁଣୀ...

Cops Carry Body On Shoulders
ସାଲ୍ୟୁଟ୍ ପୋଲିସ୍ ବାବୁ... କାନ୍ଧରେ ୪ କିଲୋମିଟର ବୋହିଲେ ଶବ...

ଘଞ୍ଚ ଜଙ୍ଗଲ, କିଟିମିଟି ଅନ୍ଧାର। ସେଇ ଅନ୍ଧାର ଆଉ ଜଙ୍ଗଲକୁ ଖାତିର ନକରି ୨ ଶ୍ରମିକଙ୍କ ଶବକୁ କାନ୍ଧରେ ବୋହିଲା ପୋଲିସ୍ ଟିମ୍। ଦୀର୍ଘ ୪ କିଲୋମିଟର ଶବକୁ କାନ୍ଧରେ ବୋହି ଆଣିଥିବା ଏହି ପୋଲିସ୍ କର୍ମଚାରୀଙ୍କୁ ଏବେ ସାରା ସହର କରୁଛି ସାଲ୍ୟୁଟ୍। ଟିଟଲାଗଡ଼ରୁ ଚାଲନ୍ତୁ ଦେଖିବା ଏହି ରିପୋର୍ଟ

Pak Minister Itches Stomach
ହଲରେ ପେଟ କୁଣ୍ଡାଉଥିଲେ ମନ୍ତ୍ରୀ... ଭିଡିଓ ଭାଇରାଲ୍‌ ପରେ ଅଭିନେତ୍ରୀ କହିଲେ ଏମିତି...

ଏ ମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍‌ ହେଉଛି। ସଂସଦ ହଲ ଭିତରେ ମନ୍ତ୍ରୀ ଜଣକ ଧଳା କୁର୍ତ୍ତା ଟେକି ପେଟକୁ କୁଣ୍ଡାଇ ହୋଇଥିଲେ। ଯାହାକୁ ନେଇ ଖୁବ ବର୍ଷିଲେ ଅଭିନେତ୍ରୀ। ଲେଖିଲେ...

Bombs Hurled At Enforcement Officer’s House In Puri
ଘର ଉପରକୁ ବୋମାମାଡ଼; ଜଣେ ଆହତ

ଘର ଉପରକୁ ବୋମା ମାଡ । ପୁରୀର ଏନ୍‌ଫୋର୍ସମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କ ଘର ଉପରକୁ ବୋମାମାଡ଼ ହୋଇଛି ।

News Fuse
ବାତ୍ୟାଠୁ ବଳିଗଲା ଏ ଦୃଶ୍ୟ, ଚଢାଚଢି ହୋଇ ଖାଲି ବୋହି ନେଲେ...

ନଗଦ ଉପରେ ନିର୍ବାଚନ ଯାଇଛି। ସେଇଥି ପାଇଁ ଏ ଦିଆନିଆ ବୋଧେ। ହେଲେ କେମିତି କେମିତି ଲାଗୁଛିରେ ନାରଣ। ଖାଲି ଧଳା ବସ୍ତା...

25 passengers sustain injuries after the bus they were travelling in overturns
ପୁରୀ ଦର୍ଶନ ସାରି ଫେରୁଥିଲେ ଯାତ୍ରୀ; ରାସ୍ତାରେ ଓଲଟିଲା ବସ

ପୁରୀ ଦର୍ଶନ ସାରି ଫେରିବା ବାଟରେ ଅଘଟଣା । ବସ୍ ଓଲଟି ୨୫ ଆହତ । ଗଂଜାମ ଜିଲ୍ଲା ରମ୍ଭା୧୬ ନମ୍ବର ଜାତୀୟ ରାଜପଥରେରେ ଘଟିଛି ଏହି ଦୁର୍ଘଟଣା । ପେଟ୍ରୋଲ ପମ୍ପ ନିକଟରେ ବସ୍ ଓଲଟି ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

Shakuntala continued her career in the face of adversity
ସଂଘର୍ଷମୟ ପରିସ୍ଥିତିରେ ବି କ୍ୟାରିୟରକୁ ଆଗକୁ ନେଇଥିଲେ ଶକୁନ୍ତଳା

କଠିନ ପରିସ୍ଥିତିରେ ଯିଏ ସଠିକ ନିଷ୍ପତି ନେଇ ଜୀବନର ମୋଡ ବଦଳାଇ ଦେଇପାରେ ଏବଂ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥାଏ, ସେ ହିଁ ଅନ୍ୟମାନଙ୍କ ପାଇଁ ବନିଥାଏ ପ୍ରେରଣାର ଉତ୍ସ। ସେମିତି ଜଣେ ମହିଳା ହେଲେ ମୟୁରଭଂଜ ଜିଲ୍ଲା ପାଇକସାହି ଅନ୍ତର୍ଗତ ଗୁରେଇଁ ଗାଁର ଝିଅ ଶକୁନ୍ତଳା ମହାନ୍ତି। ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।