ଆପଣ ଅନେକ ଡେଙ୍ଗା ଲୋକଙ୍କୁ ଦେଖିଥିବେ। ହେଲେ ଡେଙ୍ଗା ପରିବାରକୁ କେବେ ହେଲେ ଦେଖିନଥିବେ। ଏ ଏମିତି ଏକ ପରିବାର, ଯେଉଁଠି ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ। ଜାଣନ୍ତୁ କେଉଁଠି ରହୁଛନ୍ତି ଏ ପରିବାର। ଆଉ କାହାର ଉଚ୍ଚତା କେତେ ଜାଣନ୍ତୁ...
Published: Pallipuspa Samal
Last updated: 24 April 2022, 11:22 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।