ଘଞ୍ଚ ଜଙ୍ଗଲ, କିଟିମିଟି ଅନ୍ଧାର। ସେଇ ଅନ୍ଧାର ଆଉ ଜଙ୍ଗଲକୁ ଖାତିର ନକରି ୨ ଶ୍ରମିକଙ୍କ ଶବକୁ କାନ୍ଧରେ ବୋହିଲା ପୋଲିସ୍ ଟିମ୍। ଦୀର୍ଘ ୪ କିଲୋମିଟର ଶବକୁ କାନ୍ଧରେ ବୋହି ଆଣିଥିବା ଏହି ପୋଲିସ୍ କର୍ମଚାରୀଙ୍କୁ ଏବେ ସାରା ସହର କରୁଛି ସାଲ୍ୟୁଟ୍। ଟିଟଲାଗଡ଼ରୁ ଚାଲନ୍ତୁ ଦେଖିବା ଏହି ରିପୋର୍ଟ
Published: Pallipuspa Samal
Last updated: 24 April 2022, 10:48 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।