ଯେଉଁଠି ବାହାଘର ଲାଗୁଥିଲା ଭାଙ୍ଗି ଯାଉଥିଲା। କାହିଁକି ନା ଏମାନଙ୍କ ଉଚ୍ଚତା ଥିଲା କମ୍। ଏତେ କମ୍ ଉଚ୍ଚତାକୁ ନେଇ ଚିନ୍ତାରେ ଥିଲେ ପରିବାର। ଅନେକ ଖୋଜାଖୋଜି ପରେ ମୁନ୍ନାକୁ ମିଳିଯାଇଥିଲା ମମତା। ନିମନ୍ତ୍ରଣ ନଥାଇ ଏହି ଯୋଡ଼ିଙ୍କ ବିବାହ ଦେଖିବା ପାଇଁ ଭିଡ଼ ଲାଗିଥିଲା...
ରୋଗୀଙ୍କ ପାଖରେ କିଛି ଲୋକ ଉପସ୍ଥିତ ଥିଲେ ମଧ୍ୟ ତଳେ ପଡ଼ିଥିବା ମୃତଦେହକୁ କେହିବି ଆଡ଼ ଆଖିରେ ଚାହୁଁ ନଥିଲେ।
ମହାବାହୁଙ୍କ ଜମି ମହାଘୋଟାଲାକୁ ନେଇ ତେଜିଲାଣି ଜନଅସନ୍ତୋଷ । ମୟୂରଭଞ୍ଜ ଜିଲ୍ଲା ବାରିପଦା ହରିବଳଦେବଜିଉ ମନ୍ଦିରର ଜମି ହଡ଼ପ ହୋଇଥିବା ନେଇ ଅଭିଯୋଗ ଆସିଛି ।
ଝିଅଟି ନିଜ ମାଆକୁ ମନେ ପକାଇ କୋହଭରା କଣ୍ଠରେ ମାଆକୁ ଦେଇଥିବା ପ୍ରତିଶ୍ରୁତି ରଖିବ ବୋଲି କହିଛି । ପେଟପାଟଣାର ଯୁଦ୍ଧରେ ହାରି ମାଆ ଚାଲିଗଲାଣି ପରପାରିକୁ ।
ଶ୍ୱଶୁର ନିର୍ଯାତନା ସହି ନପାରି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ ।
କେନ୍ଦ୍ରାପଡା ସହରକୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସହରର ୨୧ଟି ୱାର୍ଡରୁ ମାତ୍ର ୯ଟି ୱାର୍ଡରେ ମ୍ୟୁନିସିପାଲିଟି ପକ୍ଷରୁ ଜଳଛତ୍ର ଖୋଲାଯାଇଛି ।
ଲେମ୍ବୁ ପରେ ଏବେ ଟମାଟୋ ମହଙ୍ଗା ହୋଇଛି । ତେଣୁ ଗୃହିଣୀଙ୍କ ହାଣ୍ଡିଶାଳରେ ଏବେ ଟମାଟୋର ଅଭାବ ପଡିଛି । ଯେଉଁଠି କିଛି ଦିନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ବିକ୍ରି ହେଉଥିଲା, ତାହା ଏବେ ୭୦ ଟଙ୍କା ଉପରେ ବିକ୍ରି ହେଉଛି ।
ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ଆରଟିଓ ଏବଂ ପୋଲିସ ଅଧିକାରୀ ସର୍ପ୍ରାଇଜ୍ ଚେକିଂ କରୁଛନ୍ତି। ଗାଡ଼ି ମୋଟରକୁ ଅଟକାଇ ଯାଞ୍ଚ କରୁଛନ୍ତି।
ଉଭୟ ଚାକିରି ଓ ଘର କାମ ଏକାଠି ପରିଚାଳନା କରିବା କଷ୍ଟକର ହେଉଥିଲେ ବି ମହିଳାମାନେ ଏହାକୁ ଭଲ ଭାବରେ ପରିଚାଳନା କରନ୍ତି। ଏହିପରି ଜଣେ ମହିଳା ହେଲେ ମଧ୍ୟପ୍ରଦେଶର ଡିଏସ୍ପି ମୋନିକା ସିଂ। ସେ ଉଭୟ ଖାକି ଓ ମା’ର ଧର୍ମକୁ ବହୁତ ଭଲ ଭାବରେ ପାଳନ କରୁଛନ୍ତି।
ସବୁଠାରୁ ବଡ କଥା ଏହି ରଥଟି ଯାତ୍ରା ପରେ ଖୋଲାଯାଏନାହିଁ ।
କାଲିର ଦୁର୍ଘଟଣା ସହ କିଛି ସମ୍ପର୍କ ନାହିଁ, କି ଆଜି କାଳେ କିଛି ଅଘଟଣ ଘଟିବ, ସେ ଆଶଙ୍କାକୁ ମଧ୍ୟ ପରୱା ନାହିଁ । ଆଗରୁ ଯେମିତି ଚାଲୁଥିଲା, ଏବେ ବି ସେମିତି ଡଙ୍ଗା ଚାଲୁଥିବାର ଦେଖିବାକୁ ମିଳିଛି ।
ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ପାଳନ ବେଳେ ପ୍ରଭା ଗାଏବ୍ ଥିବା ଚର୍ଚ୍ଚା ଭିତରେ କିନ୍ତୁ ଓଟିଭିକୁ ଏମାର ମଠର ପୂଜକ ଦେଇଛନ୍ତି ଏକ୍ସକ୍ଲୁସିଭ୍ ତଥ୍ୟ।
ଚିଲିକାରେ ବୋଟ୍ ବୁଡ଼ି ସତ୍ତ୍ୱେ ଅସୁରକ୍ଷିତ ଜଳଯାତ୍ରା ଜାରି I ବିନା ଲାଇଫ୍ ଜ୍ୟାକେଟରେ ଜୀବନକୁ ବାଜି ଲଗାଇ ଯାଆସ। ନାଭାଲ ସେଣ୍ଟର ନିକଟରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ
୧୯୯୬ ବ୍ୟାଚ୍ର ଆଇପିଏସ ଅରୁଣ ବୋଥ୍ରା କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରୁଣ ବୋଥ୍ରା ।
ଆପଣ ଭାବୁଥିବେ ସେ କ’ଣ ଏମିତି କଲେ କି ? ଯେଉଁଥିରେ ପେଟ୍ରୋଲ ସମସ୍ୟା ଦୂର ହୋଇଯିବ । ଆଜ୍ଞା ହଁ ଅଜୟ ଏମିତି କିଛି କାମ କରିଛନ୍ତି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।
ଯେଉଁଠି ବାହାଘର ଲାଗୁଥିଲା ଭାଙ୍ଗି ଯାଉଥିଲା। କାହିଁକି ନା ଏମାନଙ୍କ ଉଚ୍ଚତା ଥିଲା କମ୍। ଏତେ କମ୍ ଉଚ୍ଚତାକୁ ନେଇ ଚିନ୍ତାରେ ଥିଲେ ପରିବାର। ଅନେକ ଖୋଜାଖୋଜି ପରେ ମୁନ୍ନାକୁ ମିଳିଯାଇଥିଲା ମମତା। ନିମନ୍ତ୍ରଣ ନଥାଇ ଏହି ଯୋଡ଼ିଙ୍କ ବିବାହ ଦେଖିବା ପାଇଁ ଭିଡ଼ ଲାଗିଥିଲା...
ଅନଲାଇନ ବ୍ୟାଙ୍କିଂ ଯେତିକି ଭଲ, ସେତିକି ଖରାପ। ଟିକିଏ ଏପଟ ସେପଟ ହେଲେ ଖାଲି ହେଇଯାଉଛି ଆକାଉଣ୍ଟ। ଯାହା ପାର୍ଥସାରଥୀଙ୍କ କ୍ଷେତ୍ରରେ ଘଟିଛି...
ଏକ ସ୍ମାର୍ଟ ସ୍କୁଲ୍ରେ ‘ପୁଷ୍ପା’ ଫିଲ୍ମର ଗୀତରେ ଛାତ୍ରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆକ୍ସନ ନିଆଯାଇଛି।
ପୁଷ୍ପାକୁ ଛାଡି ଆଉ ରହି ହବନିରେ ନାରଣ। ଥାନାଠୁ ଡାକ୍ତରଖାନା ସବୁଠି ପୁଷ୍ପା କ୍ରେଜ୍। ଏବେ ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ୍ ରୁମରେ ପିଲା ଦେଖୁଛନ୍ତି ପୁଷ୍ପା ଫିଲ୍ମ। ଆଉ ଗୁଆଘିଅ ଗୀତରେ ନାଚୁଛନ୍ତି ପିଲାଏ...
ପୁରା ଜିଲ୍ଲାର ପୋଲିସ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।
ବସ୍ତିର ଝିଅ ଅଞ୍ଜୁଲତା। ଗରିବ ପରିବାରରେ ଜନ୍ମ। ନିଜ ପରିବାର ଚଳାଇବା ପାଇଁ ଦେଇଛନ୍ତି ରାସନ ଦୋକାନ। କିନ୍ତୁ ତାଙ୍କ ପ୍ରତିଭା ଦେଖିଲେ ଆଶ୍ଚର୍ଯ୍ଯ ହୋଇଯିବେ। ସିଏ ଇଣ୍ଟରନ୍ଯାସନାଲ୍ ଟେନିସ୍ କ୍ରିକେଟର। ଖେଲି ସାରିଲେଣି ଜାତୀୟ ଓ ଅନ୍ତର୍ଯ୍ଯାତୀୟ ମ୍ଯାଚ। ହେଲେ ତାଙ୍କୁ କେହି ଚିହ୍ନି ନାହାନ୍ତି। ଚାଲନ୍ତୁ ଭେଟିବା ତାଙ୍କୁ
ନିଆଁ ପାଖରେ ବସିଥିଲେ। ହଠାତ୍ ସାର୍ଟରେ ଲାଗିଗଲା ନିଆଁ। ସାର୍ଟ ଜଳିବା ସହ ଦେହ ସାରା ଲାଗିଗଲା ନିଆଁ। ଟଙ୍କା ଅଭାବରୁ କଷ୍ଟରେ ଦିନ କାଟୁଛି ସ୍ନେହା। ହାତ ପତାଇ କୁନି କଣ୍ଠରେ ମାଗୁଛି ସହାୟତା...
ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମ ସନ୍ତୋଷ। ହେଲେ ସହରାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି...
ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମ ସନ୍ତୋଷ। ହେଲେ ସହରାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି
ମୁଖ୍ୟମନ୍ତ୍ରୀ ନିଜେ ନିଜ ହାତରେ ଉଦଘାଟନ କରିଥିଲେ। ହେଲେ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଚାଷୀଙ୍କ କାମରେ ଲାଗୁନି ଏ ଶୀତଳ ଭଣ୍ଡାର। ଫଳରେ ଆନ୍ଧ୍ର ବେପାରୀଙ୍କୁ ଫଳ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି ରାୟଗଡ଼ାର ଚାଷୀ...