ବସ୍ତିର ଝିଅ ଅଞ୍ଜୁଲତା। ଗରିବ ପରିବାରରେ ଜନ୍ମ। ନିଜ ପରିବାର ଚଳାଇବା ପାଇଁ ଦେଇଛନ୍ତି ରାସନ ଦୋକାନ। କିନ୍ତୁ ତାଙ୍କ ପ୍ରତିଭା ଦେଖିଲେ ଆଶ୍ଚର୍ଯ୍ଯ ହୋଇଯିବେ। ସିଏ ଇଣ୍ଟରନ୍ଯାସନାଲ୍ ଟେନିସ୍ କ୍ରିକେଟର। ଖେଲି ସାରିଲେଣି ଜାତୀୟ ଓ ଅନ୍ତର୍ଯ୍ଯାତୀୟ ମ୍ଯାଚ। ହେଲେ ତାଙ୍କୁ କେହି ଚିହ୍ନି ନାହାନ୍ତି। ଚାଲନ୍ତୁ ଭେଟିବା ତାଙ୍କୁ
Published: Pallipuspa Samal
Last updated: 06 May 2022, 01:39 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।