• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

peculiar activities of naveen fan
ଫଟୋରେ ଦେଖନ୍ତୁ ନବୀନ ଫ୍ୟାନଙ୍କ କାରନାମା...ଏ ଫ୍ୟାନଙ୍କ କେତେବେଳେ କୋଉ ରୂପ ଜାଣିବା ମୁସ୍କିଲ

ଫଟୋରେ ଦେଖନ୍ତୁ ନବୀନ ଫ୍ୟାନଙ୍କ କାରନାମା...ଏ ଫ୍ୟାନଙ୍କ କେତେବେଳେ କୋଉ ରୂପ ଜାଣିବା ମୁସ୍କିଲ

samir dash
ସବୁ ଛାତ୍ରଛାତ୍ରୀଙ୍କର ଫର୍ମଫିଲପ୍ ହୋଇଥିଲା: ମନ୍ତ୍ରୀ

୮ମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହେଲା।

vegetable prices
ତେଲ ଦର ଓ ଖରା ତାତିର ପ୍ରଭାବ, ପନିପରିବା ଦର ଆକାଶଛୁଆଁ

ପରିବାକୁ ଦେଖି ହେଉଛି ହେଲେ ହାତ ମାରି ହେଉନି। ଖରା ତାତିଠୁ ବଳିଯାଇଛି ପନିପରିବା ଦର। ଫଳରେ ଚିନ୍ତାରେ ପଡିଯାଇଛନ୍ତି ଖାଉଟି

Special Story
ସରକାରୀ ବାବୁଙ୍କ କରାମତି ! ପୋଖରୀ ଖୋଳିବା ନାଁରେ ଜମିରୁ ଉଠିଛି ମାତ୍ର ଫୁଟେ ମାଟି

ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ।

torture
ମାଛ ଖାଇଦେଲା ପୁତୁରା, ମହାଭାରତ ଆରମ୍ଭ କଲା ପିଇସୀ : ଦୁଇ ବୋହୂକୁ ପିଟାମରା କରି ବାହାର କରିଦେଲେ ଶାଶୂଘର ଲୋକ !

ବ୍ରହ୍ମପୁର ବ୍ରହ୍ମାନଗର ପରେ ଏବେ ମାର୍ଥା ସାହି...ଜଣେ ନୁହେଁ ନ୍ୟାୟ ଭିକ୍ଷା କରୁଛନ୍ତି ଦୁଇ ଦୁଇ ଜଣ

Acid attack on Pramodini Roul
‘ନା ମୁଁ ଫାଶୀ ଚାହୁଁଛି ନା ଆଉ କିଛି, ମୁଁ ଚାହୁଁଛି ଦୋଷୀ ଆଜୀବନ ଜେଲ୍‌ରେ ରୁହନ୍ତୁ’

ଯେକୌଣସି ମଣିଷ ଉପରେ ଏସିଡ୍‌ ଆଟାକ୍‌ ହେଲେ ସେ ସାରାଜୀବନ କଷ୍ଟ ପାଇବ। ତେଣୁ ମୋର ଏହି ଯନ୍ତ୍ରଣା ପାଖରେ ସେମାନଙ୍କୁ ମିଳିଥିବା ସଜାର କିଛି ସମାନତା ନାହିଁ ବୋଲି ପ୍ରମୋଦିନୀ ରାଉଳ କହିଛନ୍ତି।

Minor girl Pihu missing case
‘୨୦ ମାସ ହୋଇଗଲା, ଛୁଆ ବିନା କେମିତି ବଞ୍ଚିବି’ : ଇଚ୍ଛାମୃତ୍ୟୁ ଆବେଦନ କଲେ ପିହୁର ମା ମୋନାଲିସା ନାୟକ

ନିଖୋଜର ୨୦ ମାସ ପରେ ବି ପତ୍ତା ନମିଳିବାରୁ ଇଚ୍ଛାମୃତ୍ୟୁ ଚାହିଁଲେ ପିହୁର ମା’ ।

SCB medical
SCBରେ ଆଜିଠୁ ଅନଲାଇନ୍ OPD ସେବା ଆରମ୍ଭ

ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ।

Animal video running tail up looks like dinosaur
ଏବେ ବି କ’ଣ ଡାଇନୋସର୍ ଅଛନ୍ତି; ତେବେ ଏ ଜୀବ କ’ଣ

ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ। ଏହି ଭିଡିଓ ଚର୍ଚ୍ଚାରେ ରହିବାର କାରଣ ହେଉଛି ଏଥିରେ ଦେଖାଯାଉଥିବା ଜୀବର ଲମ୍ବା ବେକ ଅଛି ଯାହା ଅବିକଳ ଡାଇନୋସର ପରି ଦେଖାଯାଉଛି। ଏହି ଭିଡିଓ ଦେଖି ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଏହା ପ୍ରକୃତରେ ଡାଇନୋସର ନୁହେଁ ତ?

Special Story
ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେରୁ ଚିନ୍ତାଜନକ ତଥ୍ୟ; ଘରୋଇ ହିଂସାର ଶିକାର ହେଉଛନ୍ତି ୩୩ ପ୍ରତିଶତ ମହିଳା

ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେ NFHS-5ର ତଥ୍ୟ କହୁଛି, ଓଡ଼ିଶାରେ ୧୮ରୁ ୪୯ ବର୍ଷ ବୟସର ପ୍ରତି ୩ ବିବାହିତା ମହିଳାଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ୩୩ ପ୍ରତିଶତ ଘରୋଇ ହିଂସାର ଶିକାର ହେଉଛନ୍ତି ।

Mother's Day 2022
ବୟସର ଅପରାହ୍ନରେ ବି ଭେଣ୍ତା ପୁଅର ସେବା ଯତ୍ନରେ ତତ୍ପର ମାଆ

ମାଆ ଆଗରେ ସଂସାରର ସମସ୍ତ ଐଶ୍ୱର୍ଯ୍ୟ ତୁଚ୍ଛ । ମାଆ ଥିଲେ ସବୁ ଅଛି, ମାଆ ନାହିଁ ତ ସାହା ନାହିଁ ।

Padmashree Rajat Kar
ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ରଜତ କର।

  • Sunday, 08 May 2022
TWO drowned to death
ଗାଧୋଉ ଥିବାବେଳେ ଏକାସଙ୍ଗେ ଭାସିଗଲେ ୩ ସାଙ୍ଗ

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି। 

arrest
କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣା ଗିରଫ, ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଗିରଫ ପରେ ଆସନ୍ତା ୨୧ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

bomb making
ବୋମାର ଇତିହାସ ସମ୍ପର୍କୀତ ତଥ୍ୟ . . .

ଏକାଦଶ ଶତାବ୍ଦୀରୁ ପୃଥିବୀରେ ବୋମାର ବ୍ୟବହାର ଆରମ୍ଭ ହୋଇଛି

  • Sunday, 08 May 2022
  • Bomb
Ambulance Service
ଖତ ଖାଉଛି ରୋଗୀ ବୁହା ଆମ୍ବୁଲାନ୍ସ : ନାହିଁନଥିବା ହଇରାଣ ହେଉଛନ୍ତି ୩୪ ପଞ୍ଚାୟତବାସୀ

ଡ୍ରାଇଭର ଗଲା ପରେ ଖତ ଖାଉଛି ଆମ୍ବୁଲାନ୍ସ..ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର

People Cross Temporary Narrow Bridge Dangerously In Bhubaneswar
ନାମକୁ ମାତ୍ର ସ୍ମାର୍ଟ ସିଟି, ହେଲେ ବିପଦ ସଙ୍କୁଳ ଅବସ୍ଥାରେ ରାଜଧାନୀର ଏହି ଅସ୍ଥାୟୀ ପୋଲ

ନାମକୁ ମାତ୍ର ସ୍ମାର୍ଟ ସିଟି। ହେଲେ ରାଜଧାନୀ ଭୁବନେଶ୍ୱରରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଚନ୍ଦ୍ରଶେଖରପୁର-ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲକୁ ଦେଖିଲେ ଅନୁମାନ କରିହେବ।

97 lakh
କୁଆଡ଼େ ଗଲା ୯୭ ଲକ୍ଷ ? ପୁଣି ୫ଦିନ ପାଇଁ ରିମାଣ୍ଡରେ ଆସିଲେ ଅଭିଯୁକ୍ତ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ

୯୭ ଲକ୍ଷ ଠକେଇ ମାମଲା : ପୁଣି ରିମାଣ୍ଡରେ ଅଭିଯୁକ୍ତ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ

Utkal University
ଖର୍ଚ୍ଚ ହୋଇପାରୁନି, ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ପଡ଼ିଛି ୫୦୦ କୋଟିରୁ ଅଧିକ ଟଙ୍କା

ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି କାହିଁକି ?

Ambulance Service In Doldrums In Nandpur CHC Putting Many At Risk
ଡ୍ରାଇଭରଙ୍କ ଅବସର, ଆମ୍ବୁଲାନ୍ସ ଖତ

ଡ୍ରାଇଭର ଗଲା ପରେ ଖତ ଖାଉଛି ଆମ୍ବୁଲାନ୍ସ..ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖନ୍ତୁ.. ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏ ଦୃଶ୍ୟ.. ଏ ସରକାରୀ ହସ୍ପିଟାଲ ଉପରେ ୪ ବ୍ଲକର ୩୪ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି.. ହେଲେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରୁ ସେମାନେ ବଞ୍ଚିତ..

Cold drinking water project in cold storage in Sonepur
ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଫେଲ୍, ଖରାଦିନେ ଶୀତଳ ବଦଳରେ ବାହାରୁଛି ଗରମ ପାଣି

ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମ ସନ୍ତୋଷ। ହେଲେ ସହରାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି...

OTV
ଅଭିନୟ ଯେମିତି, କଣ୍ଠ ବି ସେମିତି... ଓଲିଉଡର ସୁପରଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର

ତାଙ୍କ ବିନା ଓଲିଉଡ୍ ଜଗତ ଲାଗେ ଖାଁ ଖାଁ। ଅଭିନୟଠାରୁ ଆରମ୍ଭ କରି କଣ୍ଠଦାନ ପର୍ଯ୍ୟନ୍ତ ସବୁଥିରେ ସେ ସୁପରଷ୍ଟାର୍। ସେଇଥି ପାଇଁ ସିଦ୍ଧାନ୍ତ ମହାପାତ୍ର ଓଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର୍...

Yojana Ra Na Hariloot - Sarpanch Accused Of Misappropriating Harishchandra Scheme Funds
ଶବ ସତ୍କାର ଟଙ୍କା ମିଶି ଖାଇଦେଲେ ସରପଂଚ ଓ ବ୍ଲକ ଅଧିକାରୀ

ଏମାନଙ୍କୁ ଦଇବ ସହିବ ନାହିଁ। ହରିଲୁଟରୁ ସବୁ ସୀମା ଟପି ଗଲାଣି। କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର ତ ଆଉ କେଉଁଠି ଶବ ସତ୍କାର ପାଇଁ ମିଳୁଥିବା ଅନୁକମ୍ପା ରାଶି ଖାଇ ଦେଉଛନ୍ତି ସରପଂଚ ଓ ବ୍ଲକ ଅଧିକାରୀ ମିଶି। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏ ରିପୋର୍ଟ...

Taste Of Odisha | Know recipe to prepare special dish from Silver Mullet Fish & Tamarind juice
ଥରେ ଖାଅ ଖଅଙ୍ଗା ମାଛର ଏହି ରେସିପୀ

ଆଜି ରବିବାର ଖାଲି ମାଛ ନୁହଁ, ଖଅଙ୍ଗା ମାଛର ଏହି ରେସିପୀ ତିଆରି କରନ୍ତୁ। ଘରେ ସମସ୍ତେ ମିଶି ଖାଆନ୍ତୁ ଓ କମେଣ୍ଟ ବକ୍ସରେ ଜଣାନ୍ତୁ କେମିତି ଲାଗିଲା ବୋଲି...