• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ambulance Service

Special Story | Ganjam Sarpanch keeps his words, launches own ambulance service
କଥା ଦେଇ କଥା ରଖିଲେ ସରପଞ୍ଚ, ପଞ୍ଚାୟତରେ ଆରମ୍ଭ କଲେ ନିଜସ୍ୱ ଆମ୍ବୁଲାନ୍ସ ସେବା

ନିର୍ବାଚନ ବେଳେ ସରପଞ୍ଚ ପ୍ରାର୍ଥୀ କଥା ଦେଇଥିଲେ, ଜିତିଲେ ଗାଁର ନିଜସ୍ୱ ଆମ୍ବୁଲାନ୍ସ ସେବା ଆରମ୍ଭ କରିବି। ସେ ନିର୍ବାଚନ ଜିତିଲେ। ଏବେ ପ୍ରତିଶ୍ରୁତି ମୁତାବକ, ନିଜ ପଞ୍ଚାୟତରେ ନିଜସ୍ୱ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।

 Ambulance Gets Stuck In Mud Road In Puri
ପଙ୍କ କାଦୁଅରେ ଫସିଲା ୧୦୮ ଆମ୍ବୁଲାନ୍ସ, ଠେଲିଠେଲି ଉଦ୍ଧାର କଲେ ଲୋକେ

ପଙ୍କ କାଦୁଅରେ ଫସିଲା ଆମ୍ବୁଲାନ୍ସ । ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

Ambulance Service
ଖତ ଖାଉଛି ରୋଗୀ ବୁହା ଆମ୍ବୁଲାନ୍ସ : ନାହିଁନଥିବା ହଇରାଣ ହେଉଛନ୍ତି ୩୪ ପଞ୍ଚାୟତବାସୀ

ଡ୍ରାଇଭର ଗଲା ପରେ ଖତ ଖାଉଛି ଆମ୍ବୁଲାନ୍ସ..ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର

Ambulance Service In Doldrums In Nandpur CHC Putting Many At Risk
ଡ୍ରାଇଭରଙ୍କ ଅବସର, ଆମ୍ବୁଲାନ୍ସ ଖତ

ଡ୍ରାଇଭର ଗଲା ପରେ ଖତ ଖାଉଛି ଆମ୍ବୁଲାନ୍ସ..ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖନ୍ତୁ.. ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏ ଦୃଶ୍ୟ.. ଏ ସରକାରୀ ହସ୍ପିଟାଲ ଉପରେ ୪ ବ୍ଲକର ୩୪ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି.. ହେଲେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରୁ ସେମାନେ ବଞ୍ଚିତ..

Heart Wrenching! Ambulance Service Team Carry Patient In Cot In Kandhamal Sans Road
ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ, ୩କିମି ବୋହି ଗର୍ଭବତୀଙ୍କୁ ନେଲେ ଡାକ୍ତରଖାନା

ନବୀନ ବାବୁ ଆମ୍ବୁଲାନ୍ସ ଖଞ୍ଜିଦେଲେ, କିନ୍ତୁ ସେ ବୋଧେ ଜାଣି ନାହାଁନ୍ତି, ତାଙ୍କ ୨୨ ବର୍ଷର ଶାସନରେ, ଓଡ଼ିଶାର ଅଧେ ଗାଁକୁ ଆମ୍ବୁଲାନ୍ସ ଯିବା ପରି ରାସ୍ତାଟିଏ ମଧ୍ୟ ନାହିଁ। ଏ ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲାର। ଭିଡିଓ ଦେଖି ସାରିଲା ପରେ ଥରେ ଭାବନ୍ତୁ, ଯଦି ଏହି ଆମ୍ବୁଲାନ୍ସ କର୍ମଚାରୀ ନଥାନ୍ତେ, ତେବେ ଏ ଗର୍ଭବତୀଙ୍କର କ’ଣ ହୋଇଥାନ୍ତା।

up
ଗାଈଙ୍କ ପାଇଁ ଆମ୍ବୁଲାନ୍ସ ସେବା, କଲ୍ କଲା ମାତ୍ରେ ୧୫ ମିନିଟ୍‌ରେ ପହଞ୍ଚିବ . . .

୨୪ ଘଣ୍ଟା ସକ୍ରିୟ ରହିବ ଅଭିନବି ଆମ୍ବୁଲାନ୍ସ ସେବା । ବିଶେଷ କଥା ହେଉଛି ଏହି ଯୋଜନାକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଯୋଗୀ ସରକାର ଏକ କଲ ସେଣ୍ଟର ମଧ୍ୟ ନିର୍ମାଣ କରିବାକୁ ଯାଉଛନ୍ତି ।