Advertisment

ଶବ ସତ୍କାର ଟଙ୍କା ମିଶି ଖାଇଦେଲେ ସରପଂଚ ଓ ବ୍ଲକ ଅଧିକାରୀ

ଏମାନଙ୍କୁ ଦଇବ ସହିବ ନାହିଁ। ହରିଲୁଟରୁ ସବୁ ସୀମା ଟପି ଗଲାଣି। କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର ତ ଆଉ କେଉଁଠି ଶବ ସତ୍କାର ପାଇଁ ମିଳୁଥିବା ଅନୁକମ୍ପା ରାଶି ଖାଇ ଦେଉଛନ୍ତି ସରପଂଚ ଓ ବ୍ଲକ ଅଧିକାରୀ ମିଶି। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏ ରିପୋର୍ଟ...

author-image
Otv Khabar Bureau

ଏମାନଙ୍କୁ ଦଇବ ସହିବ ନାହିଁ। ହରିଲୁଟରୁ ସବୁ ସୀମା ଟପି ଗଲାଣି। କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର ତ ଆଉ କେଉଁଠି ଶବ ସତ୍କାର ପାଇଁ ମିଳୁଥିବା ଅନୁକମ୍ପା ରାଶି ଖାଇ ଦେଉଛନ୍ତି ସରପଂଚ ଓ ବ୍ଲକ ଅଧିକାରୀ ମିଶି। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏ ରିପୋର୍ଟ... 

Advertisment
Funds Harishchandra Scheme Misappropriating Sarpanch Yojana Ra Na Hariloot
Advertisment
Advertisment