ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେ NFHS-5ର ତଥ୍ୟ କହୁଛି, ଓଡ଼ିଶାରେ ୧୮ରୁ ୪୯ ବର୍ଷ ବୟସର ପ୍ରତି ୩ ବିବାହିତା ମହିଳାଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ୩୩ ପ୍ରତିଶତ ଘରୋଇ ହିଂସାର ଶିକାର ହେଉଛନ୍ତି ।