/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652016763.jpg)
Padmashree Rajat Kar
ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ରଜତ କରଙ୍କ ପରଲୋକ। ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ରଜତ କରଙ୍କ ଦେହାନ୍ତ। ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଭାଷ୍ୟକାର ଥିଲେ ରଜତ କର। ୮୮ ବର୍ଷ ବୟସରେ ରଜତ କରଙ୍କ ଇହଧାମ ତ୍ୟାଗ କରିଛନ୍ତି। ହୃଦଘାତରେ ପରଲୋକ ନେଇ ପୁଅ ରଂଜିତ କର ସୂଚନା ଦେଇଛନ୍ତି।
Advertisment
1934 ମସିହା ଅକ୍ଟୋବର ୨ରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ରଜତ କର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)