/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652089754.jpg)
peculiar activities of naveen fan
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652089754.jpg)
1/5
ଇଏ ଆଜ୍ଞା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍...ଇଏ ଯେତେବେଳେ ରାଜଧାନୀ ଆସନ୍ତି ୟାଙ୍କ କାରନାମା ଦେଖିଲେ ଆପଣ ତାଜୁବ ହେବେ...ଦେଖୁନାହାଁନ୍ତି କେମିତି ତଳେ ଶୋଇଗଲେଣି...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652090115.jpg)
2/5
ଯେତେ କହିଲେ ବି ଏ ଫ୍ୟାନ୍ ନଛୋଡ଼ବନ୍ଧା...ତଳୁ ଜମା ଉଠିଲେନି..ଏବେ ଟେକି ଟେକି ୟାଙ୍କୁ ଅନ୍ୟତ୍ର ନିଆଯାଉଛି...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652090342.jpg)
3/5
ନାଇଁ, ଆଉ ହବନି...ଏବେ ସିଧା ଗୋଡ଼ ହାତ ଧରି ଟେକିବାକୁ ପଡ଼ିବ..କି ଅବସ୍ଥା...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652090708.jpg)
4/5
ବିଚରା ପୋଲିସ୍...ଇଏ ହେଉଛି ନବୀନ ଫ୍ୟାନଙ୍କ ଗାଡ଼ି....ଶେଷରେ ପୋଲିସ୍ ବାବୁଙ୍କୁ ବୋହିବାକୁ ପଡ଼ିଲା...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652091125.jpg)
5/5
ଏତେ ସବୁ କାରନାମା ପରେ ନବୀନ ଫ୍ୟାନଙ୍କ ହସ ଦେଖନ୍ତୁ...ହସି ହସି ମିଡିଆ ଆଗରେ ନିଜ କାରନାମା ବଖାଣୁଛନ୍ତି...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)