ବଢ଼ୁଥିବା ଟମାଟୋ ଦରରେ ଲାଗିଲା ବ୍ରେକ୍...ଏବେ ଭୁବନେଶ୍ୱର, ବାଲେଶ୍ୱର, କଟକରେ ଏତିକି ଟଙ୍କାରେ ବିକ୍ରି ହେଉଛି ଟମାଟୋ ...
ସୁନାଖଣି ଜଙ୍ଗଲରେ ସୁନାର ମିଳିଛି କି ସନ୍ଧାନ? ୬ ମାସ ହେଲାଣି ଜଙ୍ଗଲ ମଧ୍ୟରେ ଚାଲିଛି ଖୋଳାତଡ଼ା...ସୁନା ଖଣି ନାଁ ଶୁଣି ଗାଁ ଲୋକଙ୍କ ମନରେ ବଢୁଛି ପ୍ରବଳ ଉତ୍କଣ୍ଠା...
ନିଜ ପର୍ସନାଲ ଆକାଉଣ୍ଟରୁ କଟିଗଲା ଟଙ୍କା। ଓଟିପି ଆସିନି, ହେଲେ ଲୁଟେରା ପାଇଗଲେ ପଇସା। ବ୍ୟାଙ୍କବାଲାଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ସେମାନଙ୍କ ପାଖରେ କିଛି ଉତ୍ତର ନାହିଁ
ଶ୍ରଦ୍ଧାଞ୍ଜଳି ସଭାରେ ‘ଲେ… ଲେ… ଲେ ଲେ ମଜ୍ଜା’ ଗୀତରେ ଜବରଦସ୍ତ ନାଚ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ, ଦେଖନ୍ତୁ ଏହି ଦୃଶ୍ୟ...
ମୁନ୍ଦେ ପାଣି ପାଇଁ କଲବଲ ହେଉଛନ୍ତି ଲୋକେ...ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶୁଣୁନାହାଁନ୍ତି ବିଭାଗୀୟ ଅଧିକାରୀ...
ଆଲୋ ଆଲୋ...ଇଏ ବିଡ଼ିଓଙ୍କ ଉପରେ ଏମାନେ ଏମିତି କାହିଁକି ଚଢୁଛନ୍ତି କିରେ? ହଇରେ ଓଭରସ୍ମାର୍ଟ କିଏ ହେଲା? ନାରଣ କିଛି ବୁଝାପଡ଼ୁନି। ଆମ ରାଇଜରେ ଅଫିସର ବେଶି ସ୍ମାର୍ଟ, ହେଲେ ଇଏ ଶାସକ ଦଳ ନେତା କଣ ସ୍ମାର୍ଟ ହେବାରେ ପ୍ରତିବନ୍ଧକ ଲଗାଉଛନ୍ତି କିରେ?
ଗତ କିଛି ଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ଚନ୍ଦକା ଅଭୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ ହୋଇଛି ।
ବ୍ୟାଡମିଣ୍ଟନରେ ଭାରତକୁ ବଡ଼ ସଫଳତା । ବିଶ୍ୱ ପୁରୁଷ ଟିମ୍ ଚାମ୍ପିଅନସିପ୍ କୁହାଯାଉଥିବା ଥୋମାସ୍ କପ୍ ଇତିହାସରେ ପ୍ରଥମ ଥର ପାଇଁ ଟାଇଟଲ୍ ବିଜେତା ଭାବେ ନିଜ ନାମକୁ ଲିପିବଦ୍ଧ କରିଛି ଭାରତ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନିତି ନୂଆ ନୂଆ କେଁ । ସଦ୍ୟତମ ବିବାଦରେ ଏବେ ଯୋଡ଼ି ହୋଇଛି ନିର୍ମାଣାଧୀନ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ।
ଆଜି ପୁରୀ ଗସ୍ତରେ ଯାଇଥିବା ବେଳେ ସନ୍ଧ୍ୟାରେ ମାର୍କେଟ ଛକଠାରେ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ କରିଥିରେ ଛାତ୍ର କଂଗ୍ରେସର କର୍ମୀ।
ଦିଲ୍ଲୀ ଓ ପଞ୍ଜାବ ଟ୍ରାଜେଡି ପରେ ବାଲେଶ୍ୱର ଓ କଟକରେ ବିଭିନ୍ନ ସପିଂମଲ୍ ଓ ହସ୍ପିଟାଲରେ ଅଚାନକ ରେଡ୍
ଗଲା ୨ ବର୍ଷ ଭିତରେ ଏମିତି ତିନି-ତିନିଟି ଘଟଣାକୁ ନେଇ ଉଠିଛି ପ୍ରଶ୍ନ
ଏଭେରେଷ୍ଟ ଶିଖରରେ ପହଞ୍ଚିବା ପାଇଁ ସିଦ୍ଧାର୍ଥଙ୍କୁ ମାସେ 27 ଦିନ ସମୟ ଲାଗିଥିଲା।
ଗତକାଲି ଗଞ୍ଜାମ ଏସପି ଅଫିସ ସାମ୍ନାରେ ଦେହରେ ପେଟ୍ରୋଲ ଢାଳି ଜଳିଗଲେ ରମ୍ଭା ଥାନା ବୋରିଗାଁର ୨୬ ବର୍ଷୀୟ ଯୁବକ ବାଦଲ ସାହୁ ।
ଓଡ଼ିଶାର ୨୪ ହଜାର ହେର ଜମିରେ ପ୍ରାକୃତିକ ଚାଷ କରାଯାଉଛି । ଆଗାମୀ ଦିନରେ ଏହାର ଫାଇଦା ମିଳିବ ।
ଭୁବନେଶ୍ୱରରେ ଟ୍ରାଫିକ ପୋଲିସ୍ ପକ୍ଷରୁ କାର୍ରେ ବ୍ଲାକ୍ ସ୍କ୍ରିନ୍ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ବଜାର ବୁଲିବେ, ମନପସନ୍ଦର ପୋଷାକ କିଣି ପିନ୍ଧିବେ । ସମସ୍ତଙ୍କ ମନରେ ଏଭଳି ଇଚ୍ଛା ଥାଏ । ହେଲେ ସମସ୍ତଙ୍କୁ କ’ଣ ଏଭଳି ସୁଯୋଗ ମିଳେ । ଅନାଥ ପିଲାଙ୍କ ପାଇଁ ଏସବୁ ସାତ ସପନ
ଗତକାଲି ଅଗ୍ନିଶମ ଡିଜି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ବାଲେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସପିଂ ମଲ୍, କ୍ଲିନିକ, ସିନେମା ହଲ୍ ଓ ବଡ଼ କୋଠାରେ ଅଗ୍ନିଶମ ବିଭାଗ ଚଢାଉ କରିଛି।
ସ୍ୱାମୀ ଯାହା ଭାବିଥିଲେ ହେଲେ କରି ପାରିନଥିଲେ ତାକୁ ପୂରଣ କରିଛନ୍ତି ସ୍ତ୍ରୀ। ଜମି ବିକି ସ୍ତ୍ରୀ ୨୦ ଲକ୍ଷ ଟଙ୍କା ଶ୍ରୀମନ୍ଦିରକୁ ଦାନ କରିଛନ୍ତି।
ଦାରିଦ୍ର୍ୟ ଦେଉଛି ବାଧା। ମାଟ୍ରିକ୍ରେ ଫାଷ୍ଟ କ୍ଲାସ୍ ପାଇବା ପରେ ବି କଲେଜ୍ ଯାଇପାରୁନି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି, କାନ୍ଦୁଛି ଲକ୍ଷ୍ମୀ। ପର ଘରେ ମାଆ ମୂଲ ଲାଗିଲେ ଘରେ ଚୁଲି ଜଳିବ, ସେଠି ଝିଅର ପାଠପଢା ଚିନ୍ତା କରିବ ବା କେମିତି? ଆପଣମାନେ ସାହାଯ୍ୟ କଲେ କଲେଜ୍ ଯାଇପାରନ୍ତା ଲକ୍ଷ୍ମୀପ୍ରିୟା
ଆଶ୍ଚର୍ଯ୍ୟ !! ମରିବାର ୧୪ ବର୍ଷ ପରେ ସରକାରୀ ଅଫିସ୍ ଆସି ନେଇ ଗଲେ ସହାୟତା। ପରିବାର ଜାଣିବା ପରେ ପାଦ ତଳୁ ଖସିଗଲା ମାଟି। ଭାଇ କହିଲେ, ଭାଇ ତ ନାହିଁ...ସେ ଟଙ୍କା ଆଉ କିଏ ନେଇଯାଇଛି। ଆମ ପରିବାର ନାଁରେ ମିଛରେ କାଗଜପତ୍ର ହୋଇଛି।
ଭଉଣୀ ବାହାଘର ପାଇଁ ଦାୟିତ୍ୱରୁ ଛୁଟି ନେଇ ଘରକୁ ଆସିଥିଲେ ଯବାନ ଚନ୍ଦ୍ରକାନ୍ତ ସେଜପଡ଼ା । ଆଉ ସବୁ କାମ ସରି ପୁଣି ଫେରିଯାଇଥିଲେ କର୍ମକ୍ଷେତ୍ରକୁ । ଏହାର ମାତ୍ର ଦୁଇ ସପ୍ତାହ ପରେ ହରିଆଣାର ବାହାଦୁର ପାଖ ଏକ ରେଳ ଧାରଣା କକ୍ଷରୁ ତାଙ୍କର ମୃତଦେହ ମିଳିଥିଲା ।
ପାଠ ପଢାରେ ବାଧକ ସାଜିଲା ତଣ୍ଟିର ବଥ। ବାପା ଚାଲିଯିବା ପରେ ପରିବାରର ପୂରା ଦାୟିତ୍ୱ ମାଆ ଉପରେ। ଯେଉଁଠି ଖାଇବା କଷ୍ଟକର, ସେଇଠି ପୁଅର ଚିକିତ୍ସା କେମିତି କରାଇବ ମାଆ? ଡାକ୍ତରଖାନାରେ ଦେଖାଇ ନୟାନ୍ତ ହେଲେଣି ବିମଳା, ହେଲେ ଘା ଶୁଖୁନି କି ପୁଅ ଭଲ ହେଉନି। ସାହାଯ୍ୟ ମାଗୁଛି ଟଙ୍କଧର
ଯେଉଁ ବୟସରେ ବିବାହର ୨୫ ବର୍ଷର ପୂର୍ତ୍ତି ଉତ୍ସବ ପାଳନ କରିବା କଥା...ସେହି ବୟସରେ ସମ୍ପର୍କରେ ଦେଖା ଦେଲା ଫାଟ। ମଦ ପିଇ ସ୍ୱାମୀ କୁଆଡ଼େ ସ୍ତ୍ରୀଙ୍କୁ ପ୍ରବଳ ମାରୁଛନ୍ତି। ଦୁର୍ଘଟଣାରେ ପୁଅ ଚାଲିଯିବା ପରେ ଉଭୟଙ୍କ ମଧ୍ୟରେ ବଢିଲା ବିଶୃଙ୍ଖଳା। ୩ ବର୍ଷ ଭିତରେ ଏମିତି କଣ ହେଲା?
ସରକାର ମେଡ଼ିକାଲ ତିଆରି କରିଦେଲେ, ନିଶା ବେପାରୀ ୟାକୁ ଲିଜ୍ରେ ନେବା ପରି ନିଜ ବେପାର ଆରମ୍ଭ କରିଦେଲେ। ଦିନରାତି ୨୪ ଘଣ୍ଟା ଏଠାରେ ପିଉଛନ୍ତି...ବୋତଲ ଫୋପାଡ଼ୁଛନ୍ତି, ନିଶା ବେପାର କରୁଛନ୍ତି। ଚିକିତ୍ସା ପାଉନାହାନ୍ତି ଲୋକେ