• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Doctor Doctor
କାହିଁକି ହେଉଛି ବଦହଜମି? କେମିତି ରକ୍ଷା ପାଇବେ ଏହି ରୋଗରୁ?

ବଦହଜମି। ଆଜିକାଲି ପ୍ରାୟ ସମସ୍ତଙ୍କର ହେଉଛି। ତେବେ ଏହି ସାଙ୍ଘାତିକ ରୋଗରୁ କେମିତି ପାଇବେ ରକ୍ଷା? କଣ କଲେ ହେବନି ବଦହଜମି?

Huge ancient stone sculpture resembling a lion found during excavation on the premises of Emar Mutt
ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି

ପୁରୀ ଏମାର ମଠ ପରିସରରେ ମାଟି ଖନନ ବେଳେ ବାହାରିଲା କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି...

Diarrhoea kills 2 in Ganjam, several under treatment
ଝାଡାବାନ୍ତି ଆକ୍ରାନ୍ତରେ ୨ ମୃତ; ୧୪ ଗୁରୁତର

ଗାଁରେ ଝାଡାବାନ୍ତି ଆତଙ୍କ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

 Srimandir Heritage Corridor Row
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସାମ୍ନାକୁ ଆସିଲା ଆଉ ଏକ ଅଭିଯୋଗ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ନୂଆ ଅଭିଯୋଗ...

Khola Katha
ସ୍କୁଲରେ କରୋନା ବାଣ୍ଟୁଛି କିଏ? ପିଲା ନାଁ ଶିକ୍ଷକ?

ସ୍କୁଲରେ ବଢୁଛି କରୋନା। ଏଥିପାଇଁ ଦାୟୀ କିଏ? ପ୍ରକୃତରେ ସ୍କୁଲ ପିଲା ନାଁ ଶିକ୍ଷକ...କିଏ ବାଣ୍ଟୁଛି କରୋନା? ଶୁଣନ୍ତୁ ଏନେଇ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

Prices of tomatoes down
ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି; ବଢ଼ୁଥିବା ଟମାଟୋ ଦରରେ ଲାଗିଲା ବ୍ରେକ୍

ବଢ଼ୁଥିବା ଟମାଟୋ ଦରରେ ଲାଗିଲା ବ୍ରେକ୍...ଏବେ ଭୁବନେଶ୍ୱର, ବାଲେଶ୍ୱର, କଟକରେ ଏତିକି ଟଙ୍କାରେ ବିକ୍ରି ହେଉଛି ଟମାଟୋ ...

Gold mines in Sunakhani forest!
ସୁନାଖଣି ଜଙ୍ଗଲରେ ସୁନାର ମିଳିଛି କି ସନ୍ଧାନ ! ଆରମ୍ଭ ହୋଇଗଲା ଖୋଳାତଡ଼ା...

ସୁନାଖଣି ଜଙ୍ଗଲରେ ସୁନାର ମିଳିଛି କି ସନ୍ଧାନ? ୬ ମାସ ହେଲାଣି ଜଙ୍ଗଲ ମଧ୍ୟରେ ଚାଲିଛି ଖୋଳାତଡ଼ା...ସୁନା ଖଣି ନାଁ ଶୁଣି ଗାଁ ଲୋକଙ୍କ ମନରେ ବଢୁଛି ପ୍ରବଳ ଉତ୍କଣ୍ଠା...

Cyber Crime
ଆକାଉଣ୍ଟରୁ ଟଙ୍କା କଟିଗଲା, ବ୍ୟାଙ୍କ ବାଲା ଜାଣିପାରିଲେନି...

ନିଜ ପର୍ସନାଲ ଆକାଉଣ୍ଟରୁ କଟିଗଲା ଟଙ୍କା। ଓଟିପି ଆସିନି, ହେଲେ ଲୁଟେରା ପାଇଗଲେ ପଇସା। ବ୍ୟାଙ୍କବାଲାଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ସେମାନଙ୍କ ପାଖରେ କିଛି ଉତ୍ତର ନାହିଁ

Viral Video
ସଭାରେ ‘ଲେ… ଲେ… ଲେ ଲେ ମଜ୍ଜା’ ଗୀତରେ ଜବରଦସ୍ତ ନାଚ..

ଶ୍ରଦ୍ଧାଞ୍ଜଳି ସଭାରେ ‘ଲେ… ଲେ… ଲେ ଲେ ମଜ୍ଜା’ ଗୀତରେ ଜବରଦସ୍ତ ନାଚ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ, ଦେଖନ୍ତୁ ଏହି ଦୃଶ୍ୟ...

Water Problem in Cuttack
ପାଣି ପାଇଁ ଆଠଗଡ଼ରେ ହାହାକାର ସ୍ଥିତି !

ମୁନ୍ଦେ ପାଣି ପାଇଁ କଲବଲ ହେଉଛନ୍ତି ଲୋକେ...ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶୁଣୁନାହାଁନ୍ତି ବିଭାଗୀୟ ଅଧିକାରୀ...

News Fuse
ଏ ବିଡ଼ିଓ ତୁମେ ଓଭର ସ୍ମାର୍ଟ ହେଉଛ, ଠିକ୍‌ରେ କାମ କର...ନହେଲେ

ଆଲୋ ଆଲୋ...ଇଏ ବିଡ଼ିଓଙ୍କ ଉପରେ ଏମାନେ ଏମିତି କାହିଁକି ଚଢୁଛନ୍ତି କିରେ? ହଇରେ ଓଭରସ୍ମାର୍ଟ କିଏ ହେଲା? ନାରଣ କିଛି ବୁଝାପଡ଼ୁନି। ଆମ ରାଇଜରେ ଅଫିସର ବେଶି ସ୍ମାର୍ଟ, ହେଲେ ଇଏ ଶାସକ ଦଳ ନେତା କଣ ସ୍ମାର୍ଟ ହେବାରେ ପ୍ରତିବନ୍ଧକ ଲଗାଉଛନ୍ତି କିରେ?

Elephant 'Nanda' of Nandankanan Zoo passes away in Chandaka
ଚାଲିଗଲା ପୋଷା ହାତୀ ନନ୍ଦ; ଝୁରୁଛି ନନ୍ଦନକାନନ

ଗତ କିଛି ଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ଚନ୍ଦକା ଅଭୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ ହୋଇଛି ।

Special story
୧୪ଥର ଚାମ୍ପିଅନ୍ ଇଣ୍ଡୋନେସିଆକୁ ହରାଇ ପ୍ରଥମ ଥର ପାଇଁ ଥୋମାସ୍ କପ୍ ଜିତିଲା ଭାରତ

ବ୍ୟାଡମିଣ୍ଟନରେ ଭାରତକୁ ବଡ଼ ସଫଳତା ।  ବିଶ୍ୱ ପୁରୁଷ ଟିମ୍ ଚାମ୍ପିଅନସିପ୍ କୁହାଯାଉଥିବା ଥୋମାସ୍ କପ୍ ଇତିହାସରେ ପ୍ରଥମ ଥର ପାଇଁ ଟାଇଟଲ୍ ବିଜେତା ଭାବେ ନିଜ ନାମକୁ ଲିପିବଦ୍ଧ କରିଛି  ଭାରତ । 

puri
ନିୟନ୍ତ୍ରଣ ଅଞ୍ଚଳରେ ନିର୍ମାଣାଧୀନ କୋଠାକୁ ନେଇ ନୂଆ କେଁ, ନୂଆ ବିବାଦ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନିତି ନୂଆ ନୂଆ କେଁ । ସଦ୍ୟତମ ବିବାଦରେ ଏବେ ଯୋଡ଼ି ହୋଇଛି ନିର୍ମାଣାଧୀନ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ।

Ink attack
କେନ୍ଦ୍ର ମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡ଼ିକୁ କାଳିମାଡ

ଆଜି ପୁରୀ ଗସ୍ତରେ ଯାଇଥିବା ବେଳେ ସନ୍ଧ୍ୟାରେ ମାର୍କେଟ ଛକଠାରେ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ କରିଥିରେ ଛାତ୍ର କଂଗ୍ରେସର କର୍ମୀ।

Special story
ରାଜ୍ୟରେ କେତେ ସୁରକ୍ଷିତ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ?

  ଦିଲ୍ଲୀ ଓ ପଞ୍ଜାବ ଟ୍ରାଜେଡି ପରେ ବାଲେଶ୍ୱର ଓ କଟକରେ ବିଭିନ୍ନ ସପିଂମଲ୍ ଓ ହସ୍ପିଟାଲରେ ଅଚାନକ ରେଡ୍

Sidharth Routray
ପୁଅ ଚଢିଲା ଏଭରେଷ୍ଟ, ବାପା ବାଣ୍ଟିଲେ ମିଠା

ଏଭେରେଷ୍ଟ ଶିଖରରେ ପହଞ୍ଚିବା ପାଇଁ ସିଦ୍ଧାର୍ଥଙ୍କୁ ମାସେ 27 ଦିନ ସମୟ ଲାଗିଥିଲା। 

Special story
୨ ବର୍ଷ ଭିତରେ ତିନି-ତିନିଟି ଘଟଣା, ଅସୁବିଧା କେଉଁଠି ?

ଗତକାଲି ଗଞ୍ଜାମ ଏସପି ଅଫିସ ସାମ୍ନାରେ ଦେହରେ ପେଟ୍ରୋଲ ଢାଳି ଜଳିଗଲେ ରମ୍ଭା ଥାନା ବୋରିଗାଁର ୨୬ ବର୍ଷୀୟ ଯୁବକ ବାଦଲ ସାହୁ ।

tomar
କାହିଁକି ଓଡ଼ିଶା ଚାଷୀଙ୍କ ଆୟ ବଢ଼ୁନି ?

ଓଡ଼ିଶାର ୨୪ ହଜାର ହେର ଜମିରେ ପ୍ରାକୃତିକ ଚାଷ କରାଯାଉଛି । ଆଗାମୀ ଦିନରେ ଏହାର ଫାଇଦା ମିଳିବ ।

Traffic police remove illegal black screen from cars
କାର୍‌ରେ ବ୍ଲାକ୍‌ ସ୍କ୍ରିନ୍‌ ଲଗାଇଛନ୍ତି କି ? ସାବଧାନ ! ନଚେତ୍‌ ଗଣିବେ ଫାଇନ୍‌

ଭୁବନେଶ୍ୱରରେ ଟ୍ରାଫିକ ପୋଲିସ୍‌ ପକ୍ଷରୁ କାର୍‌ରେ ବ୍ଲାକ୍‌ ସ୍କ୍ରିନ୍ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

orphan
ଅନାଥଙ୍କ ମୁହଁରେ ହସ : ବଜାର ବୁଲି ମନ ପସନ୍ଦର ଜିନିଷ କିଣିଲେ ବାପାମା’ ଛେଉଣ୍ଡ ପିଲା

ବଜାର ବୁଲିବେ, ମନପସନ୍ଦର ପୋଷାକ କିଣି ପିନ୍ଧିବେ । ସମସ୍ତଙ୍କ ମନରେ ଏଭଳି ଇଚ୍ଛା ଥାଏ । ହେଲେ ସମସ୍ତଙ୍କୁ କ’ଣ ଏଭଳି ସୁଯୋଗ ମିଳେ । ଅନାଥ ପିଲାଙ୍କ ପାଇଁ ଏସବୁ ସାତ ସପନ

Odisha On Alert After Delhi Fire Mishap
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶାରେ ଆଲର୍ଟ: ମଲ୍‌, ହଲ୍‌ ଓ ବିଲ୍ଡିଂରେ ଅଚାନକ ଚଢ଼ଉ

ଗତକାଲି ଅଗ୍ନିଶମ ଡିଜି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ବାଲେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସପିଂ ମଲ୍‌, କ୍ଲିନିକ, ସିନେମା ହଲ୍‌ ଓ ବଡ଼ କୋଠାରେ ଅଗ୍ନିଶମ ବିଭାଗ ଚଢାଉ କରିଛି।   

70-year-old woman donates Rs 20 lakh to lord Jagannath
ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ତ୍ରୀ, ଜମି ବିକି ଶ୍ରୀମନ୍ଦିରକୁ ଦାନ କଲେ ୨୦ ଲକ୍ଷ ଟଙ୍କା

ସ୍ୱାମୀ ଯାହା ଭାବିଥିଲେ ହେଲେ କରି ପାରିନଥିଲେ ତାକୁ ପୂରଣ କରିଛନ୍ତି ସ୍ତ୍ରୀ। ଜମି ବିକି ସ୍ତ୍ରୀ ୨୦ ଲକ୍ଷ ଟଙ୍କା ଶ୍ରୀମନ୍ଦିରକୁ ଦାନ କରିଛନ୍ତି।

Poverty takes a toll on this meritorious girl
ପାଠ ପଢିବାକୁ ବହୁତ୍ ଇଚ୍ଛା, ପାଖରେ ଟଙ୍କା ନାହିଁ...ସାଙ୍ଗ କଲେଜ ଗଲେ କଷ୍ଟ ଲାଗୁଛି...କାନ୍ଦ ଲାଗୁଛି...

ଦାରିଦ୍ର୍ୟ ଦେଉଛି ବାଧା। ମାଟ୍ରିକ୍‌ରେ ଫାଷ୍ଟ କ୍ଲାସ୍‌ ପାଇବା ପରେ ବି କଲେଜ୍‌ ଯାଇପାରୁନି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି, କାନ୍ଦୁଛି ଲକ୍ଷ୍ମୀ। ପର ଘରେ ମାଆ ମୂଲ ଲାଗିଲେ ଘରେ ଚୁଲି ଜଳିବ, ସେଠି ଝିଅର ପାଠପଢା ଚିନ୍ତା କରିବ ବା କେମିତି? ଆପଣମାନେ ସାହାଯ୍ୟ କଲେ କଲେଜ୍ ଯାଇପାରନ୍ତା ଲକ୍ଷ୍ମୀପ୍ରିୟା