ସୁନାଖଣି ଜଙ୍ଗଲରେ ସୁନାର ମିଳିଛି କି ସନ୍ଧାନ? ୬ ମାସ ହେଲାଣି ଜଙ୍ଗଲ ମଧ୍ୟରେ ଚାଲିଛି ଖୋଳାତଡ଼ା...ସୁନା ଖଣି ନାଁ ଶୁଣି ଗାଁ ଲୋକଙ୍କ ମନରେ ବଢୁଛି ପ୍ରବଳ ଉତ୍କଣ୍ଠା...
Published: Pallipuspa Samal
Last updated: 16 May 2022, 09:35 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।