• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Clash
ଖଡ଼ି ମାଟି ବିବାଦ ! ପୁଣି ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ ।

  • Monday, 16 May 2022
  • Crime
Odisha Border
ସିମାନ୍ତରେ ସ୍ଥିତି ସାଂଘାତିକ; ପିଲାଠୁ ବୟସ୍କ ଓଡ଼ିଆ ଭୁଲି କହୁଛନ୍ତି ତେଲୁଗୁ

ପଡ଼ୋଶୀ ଆନ୍ଧ୍ରର ବିସ୍ତାରବାଦୀ ନୀତି ଆଗରେ ହାତରୁ ଖସିଯାଉଛି କୋରାପୁଟ ଜିଲ୍ଲାର ଓଡ଼ିଶା ସୀମାନ୍ତ । ଓଡ଼ିଶା ମାନଚିତ୍ରରେ ଥିବା କୋଟିଆ ଓ ସମ୍ବାଇ ପରେ ପଟାଙ୍ଗି ବ୍ଲକର ବାଙ୍ଗାରୁଗୁଡ଼ି ଗାଁକୁ ନିଜ୍ କବ୍ଜାକୁ ନେବାକୁ ଉଦ୍ୟମ କରୁଛନ୍ତି ଆନ୍ଧ୍ର ସରକାର ।

Srimandir
କରିଡର୍ ସ୍ଥଳରୁ ମିଳିଲା ଖନନ ବେଳେ ଭାଙ୍ଗିଥିବା ସିଂହ ମୂର୍ତ୍ତି

ଯାହା ଶଙ୍କା ଥିଲା ସେୟା ହେଲା, ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଚାଲିଥିବା ଗଭୀର ଖନନରେ ବହୁ କିର୍ତ୍ତୀରାଜୀ ବଳି ପଡ଼ିଥିବା କଥା ସତ ହେଲା । ଆଜି ଏମଆର ମଠ ପରିସରରୁ ଏକ କାରୁକାର୍ଯ୍ୟପୂର୍ଣ୍ଣ ଭଙ୍ଗା ସିଂହମୂର୍ତ୍ତି ମିଳିବା ପରେ ସୃଷ୍ଟି ହୋଇଛି ସେବାୟତ, ବୁଦ୍ଧିଜୀବୀ ଓ ଐତିହ୍ୟ ଗବେଷକଙ୍କ ମନରେ ଗଭୀର ଆଲୋଡ଼ନ ।

Odisha Border
ଓଡ଼ିଶା ଉପରୁ ହଟୁନି ଆନ୍ଧ୍ରର ଲୋଲୁପ ନଜର; ଆବାସ ସହ ସ୍କୁଲ ନିର୍ମାଣ କରି ଓଡ଼ିଆଙ୍କୁ କରୁଛି ପ୍ରଲୋଭିତ

ମାନ୍ୟମ ଜିଲ୍ଲା ଗଠନ ପରେ ଆନ୍ଧ୍ର ଜାରି ରଖିଛି ତାର ବିସ୍ତାରବାଦୀ ନୀତି । କୋଟିଆ ପରେ ଆନ୍ଧ୍ରର ଆଉ ଏକ ଟାର୍ଗେଟ । ଓଡ଼ିଶାରେ ଧସେଇ ପଶିଛି ପ୍ରାୟ ୧୩ କିଲୋମିଟର

Woman disguises as man for more than 36 years
ଝିଅକୁ ବଞ୍ଚେଇବା ପାଇଁ ପୁରୁଷ ହୋଇଗଲେ ମହିଳା

ଜଣେ ମହିଳା ହୋଇଥିଲେ ବି ଦୀର୍ଘ ୩୬ ବର୍ଷ ଧରି ଜଣେ ପୁରୁଷ ଭାବରେ ବଞ୍ଚିଥିଲେ। ଏହି ମହିଳାଙ୍କ କାହାଣୀ ବିଷୟରେ ଜାଣି ଆପଣ ବି ତାଙ୍କୁ ସଲାମ କରିବେ। ଏକ ସନ୍ତାନ ପାଇଁ ଜଣେ ମା’ କ’ଣ କରିପାରେ ଏହି ମହିଳା ଜଣଙ୍କ ଦ୍ୱାରା ଦର୍ଶାଯାଇଛି।

Criminal
ଅପରାଧୀଙ୍କୁ ଧନ୍ଦାମୂଳକ ଶିକ୍ଷା ଦେଉଛି ପୋଲିସ କମିଶନରେଟ୍, ଦେଖନ୍ତୁ ଭିଡିଓ

୫୦ ଜଣ ଯୁବକଙ୍କୁ ଆଣି କମିଶନରେଟ୍ ପୋଲିସ ଧନ୍ଦାମୂଳକ ଶିକ୍ଷା ଦେଇଛି

Elephant Nanda
ଜଣାପଡ଼ିଲା ନନ୍ଦ ହାତୀର ମୃତ୍ୟୁର କାରଣ

ଅଧିକ ଟେଷ୍ଟ ପାଇଁ ସାମ୍ପଲ ଲାବରୋଟୋରୀକୁ ପଠାଯାଇଥିବା କହିଛନ୍ତି ଡାକ୍ତର ପଣ୍ଡା ।

Srimandir
ଯାହା ଶଙ୍କା ଥିଲା, ତାହା ସତ ହେଲା ! ପରିକ୍ରମା ପ୍ରକଳ୍ପ ପାଇଁ ଖନନ ଯୋଗୁଁ କ୍ଷତି ସହିଛି ଐତିହ୍ୟ କିର୍ତ୍ତୀରାଜି

ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆହୁରି ତେଜିବାକୁ ଯାଉଛି ଆଇନଗତ ଲଢ଼େଇ ।

aparajita sarangi
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୂର୍ତ୍ତ ସଚିବଙ୍କୁ ଅପରାଜିତାଙ୍କ ନିଶାନା

SJTA ନାଁରେ ଟେଣ୍ଡର ଡାକି ଓବିସିସି ନାଁରେ ପାଉଥିବା ଅଭିଯୋଗ

gold
ସୁନାଖଣି ଜଙ୍ଗଲରେ ମିଳିଲା କି ସୁନାର ସନ୍ଧାନ ?

ତେଲକୋଇ ଓ ବାଂଶପାଳ ଜଙ୍ଗଲରେ ଏବେ ସେଟେଲାଇଟ୍‌ ମ୍ୟାପିଂ ଜରିଆରେ ସୁନାଖଣିର ସନ୍ଧାନ ଚାଲି

machine
ଶ୍ରମିକଙ୍କୁ କାମ ମିଳୁନି : ଫାର୍ମ ପଣ୍ଡ ଯୋଜନାରେ ମେସିନ କରୁଛି କାମ

ଫାର୍ମ ପଣ୍ଡ ଖୋଳାରେ ଶ୍ରମିକ କାମ କରିବା କଥା। ହେଲେ ଜେସିବି ଓ ଟ୍ରାକ୍ଟର ଲଗାଇ କାମ କରୁଛନ୍ତି ଠିକାଦାର। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି...  

 ଖରାଦିନେ କାମରେ ଆସୁନି ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ

ଗାଁ ଗହଳି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାରଙ୍କ ବସୁଧା ଯୋଜନା। ହେଲେ ଯଦି ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ନ ଆସେ, ତେବେ କାହିଁକି ଏ ପ୍ରକଳ୍ପ। ଶୋଷ ମେଣ୍ଟାଇବା ବଦଳରେ ଶୁଷ୍କ ହୋଇ ପଡି ରହିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ...  

  • Monday, 16 May 2022
Special Story
 ଖରାଦିନେ କାମରେ ଆସୁନି ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ

ଗାଁ ଗହଳି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାରଙ୍କ ବସୁଧା ଯୋଜନା। ହେଲେ ଯଦି ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ନ ଆସେ, ତେବେ କାହିଁକି ଏ ପ୍ରକଳ୍ପ। ଶୋଷ ମେଣ୍ଟାଇବା ବଦଳରେ ଶୁଷ୍କ ହୋଇ ପଡି ରହିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ...  

special Story
ସଲାସୁତୁରାରେ ଚାଲିଛି ମାଟି ଫିଲିଂ : ମାଫିଆଙ୍କ କବଜାରେ ଟିଟିଲାଗଡ ତହସିଲ ଅଫିସ୍  

ଗତ କିଛି ଦିନ ହେବ ଟିଟିଲାଗଡ ସହରରେ ଜମି ମଫିଆଙ୍କ ଉତ୍ପାତ ବଢିଛି

ASI
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ASI ଅଧୀକ୍ଷକଙ୍କ ନାଁରେ ଏତଲା

କର୍ତ୍ତବ୍ୟ ଠିକ ଭାବେ ତୁଲାଇ ନଥିବା ଅଭିଯୋଗ କରି ଏତଲା

ରାଜଧାନୀ ଭୁବେନଶ୍ୱରରେ ଭିନ୍ନକ୍ଷମଙ୍କ ପାଇଁ ନିର୍ମିତ ଏକ ପାର୍କର ଉଦଘାଟନ ଉତ୍ସବ
ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହାଲକାଫୁଲକା ଖବରକୁ ନେଇ ଦେଖନ୍ତୁ ଆଜିର ଫଟୋ ଫ୍ୟୁଜ୍‌

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହାଲକାଫୁଲକା ଖବରକୁ ନେଇ ଦେଖନ୍ତୁ ଆଜିର ଫଟୋ ଫ୍ୟୁଜ୍‌...ଆଜି ସୁର ଭାଇ ଅଛନ୍ତି..ବାବା ପାଟ୍ଟାଶାଣୀ ବି ଅଛନ୍ତି..

Prerana
ସ୍ୱାମୀଙ୍କ ଉତ୍ସାହ, ବାପାଙ୍କ ପ୍ରେରଣା ପାଇଁ ରୀତା ଆଜି ସମସ୍ତଙ୍କ ପାଇଁ ପ୍ରେରଣା...

ପିଲାବେଳୁ ବ୍ୟାଡ୍‌ମିଣ୍ଟନ ଖେଳପ୍ରତି ଦୁର୍ବଳତା ଥିଲା। ବାପାଙ୍କ ସର୍ପୋଟ୍‌ ମିଳିବା ପରେ ଆଜି ଦେଶର ପ୍ରତି ଖେଳପ୍ରେମୀଙ୍କ ପ୍ରିୟ ହୋଇପାରିଛନ୍ତି ରୀତା ସାହୁ। ପିଲାଙ୍କୁ ଦେଉଛନ୍ତି ଟ୍ରେନିଂ...ଆଜି ସମାଜ ପାଇଁ ସାଜିଛନ୍ତି ପ୍ରେରଣା

nata mandap
ଶ୍ରୀମନ୍ଦିର ନାଟ ମଣ୍ଡପରେ ଚଢ଼ିଥିବା ଯୁବକ ଅଟକ

ଯୁବକ ଜଣଙ୍କ କୋଲକାତା ବେଲଡଙ୍ଗାର ଅଞ୍ଚଳର ସୂଚନା

Meet This Bengaluru Man Whose Obsession With Colour Red And White, And No. 7 Has Made Him A Celebrit
ନିଆରା ‘ରେଡ୍ ଆଣ୍ଡ ହ୍ୱାଇଟ୍ ଫ୍ୟାମିଲି’: ଜୋତା ଠାରୁ ଛତା, ସବୁକିଛି ଲାଲ ଓ ଧଳା

ନିଆରା ପରିବାର । ଘରର କବାଟ ଠାରୁ ଆରମ୍ଭ କରି ଜିନିଷପତ୍ର ଓ ପୋଷାକ ପର୍ଯ୍ୟନ୍ତ ସବୁକିଛି ନାଲି ଓ ଧଳା ରଙ୍ଗର ।

Illegal mining on the rise in Jajpur
ମାଫିଆଙ୍କ ଉତ୍ପାତ...କଳାପଥର, ବାଲି ଓ ମାଟି ସବୁ ଲୁଟ୍‌ କରି କରିଦେଲେଣି ଖୋଳ

ମାତିଛନ୍ତି ମାଫିଆ। କଳାପଥର, ବାଲି ଓ ମାଟି ସବୁକୁ ଲୁଟ୍‌ କରି ମାଲେ ମାଲ ହେଉଛନ୍ତି...କୋଟି କୋଟି ଟଙ୍କା ନିଜେ ରୋଜଗାର କରୁଛନ୍ତି...ଜିଲ୍ଲାର ରାଜସ୍ୱ କିନ୍ତୁ ଖାଲି। ଯିଏ ସାମ୍ନାକୁ ଆସୁଛି, ତାକୁ ଟଙ୍କା ଦେଉଛନ୍ତି ନହେଲେ ରାସ୍ତାରୁ ହଟାଇ ଦେଉଛନ୍ତି। ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ

Great Odisha Political Circus
ହଇରେ..ନବରଙ୍ଗପୁରରେ ତ ଜଙ୍ଗଲ ନାହିଁ। ସେଇଟି ବାଘ ଆଇଲା କେଉଁଠୁ?

ଭାଇ ମୋ ବେଳ ଖରାପ। ନବରଙ୍ଗପୁରରେ ମୁଁ ନିଶ ଫୁଲେଇ ଚାଲୁଥିଲି...ହେଲେ ଏଇଠି ଗୋଟିଏ ନୂଆ ବାଘ ଆଇଚି। ଭାଲୁ ଭାଇ ମତେ ଡର ଲାଗୁଛି। ଆରେ...ଆରେ... ନବରଙ୍ଗପୁରରେ ତ ଜମାରୁ ଜଙ୍ଗଲ ନାହିଁ। ସେଇଠି ବାଘ ଆଇଲା କେଉଁଠୁ?

MP aparajita Sarangi
'୩ଟି ଗୁରୁଦାୟିତ୍ୱରେ ଜଣେ ବ୍ୟକ୍ତି, ସଂଯୋଗ ନା ଯୋଜନା ?'

ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି

another low pressure
ଅସାନି ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲାଣି ଲଘୁଚାପ, ୧୯ରେ ସବୁ ହେବ ସ୍ପଷ୍ଟ...

ଅସାନି ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲାଣି ଲଘୁଚାପ କ୍ଷେତ୍ର !! ୧୯ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର। କେତେ ପ୍ରଭାବ ରହିବ, କେମିତି ରୂପରେଖ ହେବ ସେନେଇ IMD ଦେବ ସୂଚନା

Police Search Operation
ଘରେ ଘରେ ପଶି ସର୍ଚ୍ଚ କରୁଛି ପୋଲିସ୍‌, ହେଲେ କାହିଁକି ?

ମହଙ୍ଗା ପଡ଼ିଲା ପୋଲିସ୍‌କୁ ମରଣାନ୍ତକ ଆକ୍ରମଣ। ଗାଁରେ ପୋଲିସ ଫୋର୍ସ ଘରେ ଘରେ ପଶି ସର୍ଚ୍ଚ କରୁଛନ୍ତି। ଫଳରେ ଗିରଫ ଭୟରେ ମାଟିଖାଲ ଗାଁ ପୁରୁଷ ଶୂନ୍ୟ  ହୋଇ ପଡ଼ିଛି।