ଆଜି ‘ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ’। ଆଜିକାଲି ଏହି ସମସ୍ୟା ଖୁବ କ୍ଷୀପ୍ର ଗତିରେ ବଢିଚାଲିଛି। ଠିକ ସମୟରେ ଏହାର ଚିକିତ୍ସା ନ ହେଲେ ଜୀବନ ଉପରେ ବିପଦ ପଡେ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ଖାଦ୍ୟରେ ଏହିସବୁ ଫଳକୁ ନିହାତି ସାମିଲ୍ କରନ୍ତୁ।
ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । ବିଶ୍ୱର ପ୍ରାୟ ୪୬ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।