/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652702634.jpg)
ରାଜଧାନୀ ଭୁବେନଶ୍ୱରରେ ଭିନ୍ନକ୍ଷମଙ୍କ ପାଇଁ ନିର୍ମିତ ଏକ ପାର୍କର ଉଦଘାଟନ ଉତ୍ସବ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652702634.jpg)
1/5
ରାଜଧାନୀ ଭୁବେନଶ୍ୱରରେ ଭିନ୍ନକ୍ଷମଙ୍କ ପାଇଁ ନିର୍ମିତ ଏକ ପାର୍କର ଉଦଘାଟନ ଉତ୍ସବ। ମନ୍ତ୍ରୀ ଅଶୋକ ପଣ୍ଡା ଫିତା କାଟିବାକୁ ମେୟର ମାଡାମଙ୍କୁ କଇଁଚି ବଢ଼ଉଛନ୍ତି, ହେଲେ କଇଁଚି ଧରିବାକୁ ମାଡାମ ନାରାଜ...। କେମିତି ଧରିବେ କହୁନାହାଁନ୍ତି, ବିଜେଡି ରାଜନୀତିରେ ଏ କଇଁଚିର କେତେ କାମ ସିଏ କ’ଣ ଭଲକି ବୁଝିଲେଣି...।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652704803.jpg)
2/5
ପାର୍କ ଉଦଘାଟନ ପରେ ଏବେ ବାଜା ବଜେଇବା ପର୍ବ ଆରମ୍ଭ...କହିଲେ ଦେଖି ଆଜିକାଲିକା ନେତାଙ୍କ ଅପେକ୍ଷା ଆଉ ଭଲ ବାଜା କିଏ ବଜେଇପାରିବ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652705103.jpg)
3/5
ନବୀନ ନିବାସ ଅଭିମୁଖେ ବାବା ପାଟ୍ଟଶାଣୀ ଆସିଥିଲେ, ହେଲେ ସାମ୍ବାଦିକଙ୍କୁ କିଛି କହିବାକୁ ନାରାଜ...ନାଇଁରେ ବାବା, ଏଠି କିଛି କହିବା ବିପଦ...ହାତ ହଲେଇ ପଳେଇ ଯିବାଟା ସବୁ ଆଡୁ ନିରାପଦ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652705310.jpg)
4/5
ଆଜ୍ଞା...ସତକୁ ସତ ସେଇୟା ହେଲା...ସାମ୍ବାଦିକଙ୍କୁ କିଛି ନକହି ବାବା ଗାଡ଼ିରେ ବସି ପାର୍...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652705664.jpg)
5/5
ଦିଲ୍ଲୀରୁ ଫେରିବା ପରେ ସୁରଭାଇ ମିଠା ପ୍ୟାକେଟ୍ ବଢ଼ଉଛନ୍ତି...ଏ ମିଠା ବଣ୍ଟା କ’ଣ ପାଇଁ...କୋଉ ଖୁସି ଖବର ଦେବେ କି ସୁରଭାଇ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)