ଇଏ କେମିତିକା ବ୍ୟବସ୍ଥା? ଆଖିକୁ ସଠିକ୍ରେ ଦେଖାଯାଉନି ବୋଲି ହୋଇପାରିଲାନି ଆଧାର କାର୍ଡ଼। ବାରମ୍ବାର ଗୁହାରି ପରେ ବି ମୀନତିଙ୍କ ଦୁଃଖ ଶୁଣୁନାହାନ୍ତି କେହି। ଥରଥର ହାତକୁ ଥରଥର ପାଦ...ହେଲେ ମିଳୁନି ସାହାଯ୍ୟ...
ଅନୁଭବଙ୍କ ଅଭିଯୋଗର ଫର୍ଦ୍ଦ ସରୁନି । ଏଥର ଆଉ ଜଣେ ଅଭିନେତ୍ରୀଙ୍କୁ କଲେ ଟାର୍ଗେଟ ।
ନିର୍ମାଣ, ଗଛକଟା,ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ । ସତ୍ୟପାଠ ଜରିଆରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ମହଙ୍ଗା ପଡ଼ିଲା ଇନଷ୍ଟାରେ ଭିଡ଼ିଓ ଅପଲୋଡ୍। ଭଲ ଫଟୋକୁ ନେଇ ନ୍ୟୁଡ୍ କରିଦେଲେ ଏମାନେ। ଖାଲି ଏତିକି ନୁହେଁ ବରଂ ଫୋନ୍ କରି ଏତିକି ଟଙ୍କା କଲେ ଲୁଟ୍...ଦେଖନ୍ତୁ କେମିତି ଥିଲା ପୂରା ଘଟଣା
ଇଏ ଏମିତି ଜଣେ ଡାକ୍ତର। ଦୀନରେ ଜୀବନ ବଞ୍ଚାଉଛନ୍ତି, ରାତିରେ ମାରୁଛନ୍ତି। ପେସାରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ନିଶା ତାଙ୍କର ଅଭିନୟ। ଚର୍ଚ୍ଚାରେ ରୁଦ୍ର ନାରାୟଣ
ନିଜ ଛୁଆକୁ ଟିକିଏ କ୍ଷୀର ଖୁଆଇବାକୁ ଭୋ ଭୋ କାନ୍ଦୁଛି ମାଆ। ଯାହାକୁ ୧୦ ମାସ ଗର୍ଭରେ ରଖି ଦୁନିଆ ଦେଖାଇଥିଲା, ତାକୁ କୋଳରେ ନେବା ପାଇଁ ଏମିତି ଆକୁଳ ନିବେଦନ କରୁଛି ମାଆ। ହାତ ଯୋଡ଼ୁଛି, ସମସ୍ତଙ୍କୁ କହୁଛି...ମୋ ପୁଅକୁ ଦିଅ, ନହେଲେ ମୁଁ ବଞ୍ଚିପାରିବିନି....ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡ଼ିଓ
ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓଭରବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ସିରିଜ ଦୁର୍ଘଟଣା ଘଟିଛି।
ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ। ପଶୁ ଡାକ୍ତରଙ୍କ ପରାମର୍ଷ କ୍ରମେ ଏବେ କରୁଛନ୍ତି କୁକୁଡ଼ା ଚାଷ। ଆଉ ମାସକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା....
ସୁପ୍ରିମକୋର୍ଟରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହେବ । ମେ' ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ ।
ଆଲୋ ଇଏ କଣ? ଭାଇ କୋଉ ସିରପ୍ ପିଇଛନ୍ତି କି? ଉଦୁଉଦିଆ ଖରାବେଳେ ଇଏ କ’ଣ ଏମିତି ରାସ୍ତାରେ ଗଡ଼ୁଛନ୍ତି। ଭାଇଲୋ...କଣ ଏମିତି ପିଇଛ କି? ଜମାରୁ ନିଦ ଛାଡ଼ୁନି...ନାରଣ ଦେଖୁନୁ ୟାଙ୍କ ଅବସ୍ଥା
ସାପ ନା ଶୁଣିଲେ ତ ଲୋକେ ଭୟଭିତ ହେବା ଥୟ। ସେଥିରେ ପୁଣି ଅଜଗର। କିଏ ବା ନ ଡରିବ! କିନ୍ତୁ ଯଦି ଅଜଗରକୁ ଧରି କେହି ଶୋଇବା କଥା କୁହାଯାଏ ତେବେ କିଏ ବା ବିଶ୍ୱାସ କରିବ! କିନ୍ତୁ ଏହା ସତ। ଦେଖନ୍ତୁ ଭିଡିଓ।
ଏସିଡ୍ ଆକ୍ରମଣ ସବୁଦିନ ପାଇଁ ଦେଇଦେଲା ଦାଗ। କିନ୍ତୁ ସେ ହାର ମାନି ନଥିଲେ। ସମାଜ ଆଗରେ ମୁଣ୍ଡ ଟେକି ଚାଲିବା ପାଇଁ ଚଲେଇଲେ ସଂଗ୍ରାମ। ଆସନ୍ତୁ ଜାଣିବା ସେମିତି ଜଣେ ମହିଳାଙ୍କ ବିଷୟରେ।
କର୍ପୋରେଟ୍ ପ୍ରୀତି ଯୋଗୁ ସରକାର ରାଜ୍ୟର ୨୦ ହଜାରରୁ ଅଧିକ ନମ୍ବର ପ୍ଲେଟ୍ ଓ ଷ୍ଟିକରିଂ ଆର୍ଟିଷ୍ଟଙ୍କ ପେଟକୁ ନାତ ମାରୁଛନ୍ତି।
ଯଦି କାର୍ରେ ଆସିବା ପାଇଁ ସାମର୍ଥ୍ୟ ନାହିଁ ତାହାହେଲେ ଅଟୋରେ ଆସନ୍ତୁ।
୫ ବର୍ଷ ବିତିଗଲା ପଛରେ ମିଳିପାରୁନି ଜନ୍ମ ପ୍ରମାଣପତ୍ର । ୭୦ରୁ ୮୦ଥର ଆସିଲେଣି ଅଫିସକୁ । କିନ୍ତୁ ନାନା ଆଳ କରି ତାଙ୍କୁ ଫେରାଇ ଦିଆଯାଉଛି ।
ଯେପରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ କାର୍ଯ୍ୟକାରୀ ହେଉଛି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ସମାନ ପ୍ରାବଧାନ ପାଇଁ ନୂଆ ଅଧ୍ୟାଦେଶ ଅଣାଯାଇଛି ।
ଗତକାଲି ଓଟିଭି କ୍ୟାମେରା କଏଦ ହୋଇଥିଲା ପିପିଇ କିଟ ପଡିଥିବା ଭିଜୁଆଲ। କିନ୍ତୁ ଆଜି ସକାଳେ ଦେଖିଲା ବେଳକୁ ପିପିଇ କିଟ୍ ଉଭାନ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ।
ଶକ୍ତି କୁଣ୍ଡ କେଉଁଠୁ ଆସିଲା, କେମିତି ଆସିଲା ତାକୁ ନେଇ ପ୍ରଶ୍ନ । ପ୍ରତ୍ନତତ୍ତ୍ୱ ବିଭାଗର ତଦନ୍ତ ଓ ପରୀକ୍ଷଣ ଆବଶ୍ୟକ ।
କଟା ଯାଇଥିବା ଗଛ ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ।
କେବଳ ଏବେ ନୁହେଁ ବରଂ ଅନେକ ସମୟରେ ଡାକ୍ତର ଜଣକ ଅଭିନୟ କରନ୍ତି । ଡାକ୍ତର ପଟେଲ ଗତ କିଛି ଦିନ ତଳେ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ ।
ମଦ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଲେ ସ୍ୱାମୀ। କିନ୍ତୁ ଚନ୍ଦନଙ୍କ କଥାରେ ବିଶ୍ୱାସ କରିପାରୁନାହାନ୍ତି ସ୍ତ୍ରୀ...କେମିତି ଭରସା ବଢିବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ? କଣ ହେବ ପିଲାର ଭବିଷ୍ୟତ
ଶୋଇଲା ଷଣ୍ଢର ଲାଙ୍ଗୁଡ଼ ଟାଣି କାହିଁକି ଉଠାଉଛ? ତଥାଗତ ବାବୁ କ’ଣ ଆଉ ପାୱାରରେ ଅଛନ୍ତି କି? ତୁମ କାମ କରିଦେବେ? ତୁମେ ଛୁଆ ଦେଖି ଭୂଆଁ ବୁଲାଉଛ...
ବୟସ ସିନା କଅଁଳ ମନର ସାହସ କିନ୍ତୁ ପଥର ପରି ଟାଣ..ଆଉ ସେଇ ସାହସ ପାଇଁ କୁମ୍ଭୀର ମୁହଁରୁ ମୁକୁଳି ଆସିଛି ଓମ୍ ପ୍ରକାଶ। ତା’ ସାହସ ପାଇଁ ଏବେ ସବୁଠି ଚର୍ଚ୍ଚା...ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ସାବାସ୍ ଓମ୍..ସାବାସ୍।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆପଣ ଚିନ୍ତିତ କି? ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ....ଏଇ ତାରିଖରେ ଏଇ ସବୁ ଗାଡ଼ିର ଚେଞ୍ଜ ହେବ ନମ୍ବର ପ୍ଲେଟ୍। ପରିବହନ ବିଭାଗ ଦେଲା ପୂରା ସୂଚନା। ଏଇ ଆପ୍ରେ ରେଜିଷ୍ଟ୍ରେସନ କରି ଏତିକି ଦିନ ଭିତରେ ଲଗାଇ ଦିଅନ୍ତୁ ନମ୍ବର ପ୍ଲେଟ୍। ନହେଲେ ୧୦ ହଜାର ଦେବେ ଜୋରିମାନା