• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Apana Eka Nuhanti
୧୮ ବର୍ଷ ହେଲାଣି ବିଛଣାରେ ପଡ଼ିଛି ସ୍ୱାମୀ...କଇଁ କଇଁ କାନ୍ଦୁଛି ସ୍ତ୍ରୀ....

ଅମାବାସ୍ୟା ତ ମାସକରେ ଗୋଟିଏ ଦିନ ଆସେ କିନ୍ତୁ ବସନ୍ତଙ୍କ ଜୀବନରେ ନିଇତି ଆସୁଛି ଅମାବାସ୍ୟା। ଅଭାବ ପାଇଁ ୧୮ ବର୍ଷ ହେଲାଣି ରୋଗରୁ ଉଠୁନାହାନ୍ତି ସ୍ୱାମୀ। କଇଁ କଇଁ ହୋଇ କାନ୍ଦୁଛି ସ୍ତ୍ରୀ...ସାହାଯ୍ୟ ଅପେକ୍ଷାରେ ପରିବାର

CYBER CRIME
ନ୍ୟୁଡ୍‌ ଫଟୋ ଦେଖାଇ ଲୁଟିନେଲେ ଟଙ୍କା....

ଆମେ ହାରିଲା ଘରର ପୁଅ ନୁହେଁ। ଥରେ ଖାଦ୍ୟ ପାଇଲେ ଜମାରୁ ଛାଡ଼ିବୁନି। ତୁମର ମେଞ୍ଚାଏ ନ୍ୟୁଡ୍‌ ଫଟୋ ଆମ ପାଖରେ ରହିଛି...ଟଙ୍କା ନଦେଲେ ସବୁ ଯାକ ଏକାବେଳେ ଭାଇରାଲ କରିଦେବୁ....ବାସ୍‌ ଏହା ପରେ ଦେଖନ୍ତୁ ହେଲା କ’ଣ?

  • Friday, 03 June 2022
Bolangir man desperately searching ailing younger brother
ହଜିଗଲା ଅସୁସ୍ଥ ସାନଭାଇ...ଘର ଭଡ଼ା ନେଇ ଖୋଜୁଛି ବଡ଼ ଭାଇ...

ଅସୁସ୍ଥ ଥିଲା ସାନ ଭାଇ। ଧାର୍ମିକ କାର୍ଯ୍ୟକ୍ରମରେ ଭାଇକୁ ଭଲ କରିବାକୁ ନେଇଥିଲେ ପରିବାର....କିନ୍ତୁ ସେଇଠି ହଜିଗଲା ଅସୁସ୍ଥ ସାନଭାଇ। ପାଗଳଙ୍କ ପରି ସାନଭାଇକୁ ଖୋଜୁଛି ବଡ଼ଭାଇ, ହେଲେ ମିଳୁନି। ଏବେ ଲଜ୍‌ରେ ଭଡ଼ା ନେଇ ଭାଇକୁ ଖୋଜୁଛି...ଆଉ ହାତ ଯୋଡ଼ି କହୁଛି ସନ୍ଧାନ ପାଇଲେ ଆମକୁ ଖବର ଦିଅ....ଦେଖନ୍ତୁ ଭାଇ-ଭାଇ ମଧ୍ୟରେ ଥିବା ଭଲପାଇବାର ଏଇ ସୁନ୍ଦର ଦୃଶ୍ୟ

Orissa HC scanner on land takeover of Shailabala Women's Autonomous College
କଟକ ଚଣ୍ଡୀ ମନ୍ଦିର ସମ୍ପ୍ରସାରଣ ପାଇଁ ହାଇକୋର୍ଟଙ୍କ ନୋଟିସ୍‌ ଜାରି

ଶୈଳବାଳା ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍‌ ଜାରି...

Brother pleads for Help
ହଜିଗଲା ସାନ ଭାଇ, ପାଗଳ ପରି ଖୋଜୁଛି ବଡ଼ ଭାଇ

ଅସୁସ୍ଥ ଥିଲା ସାନ ଭାଇ। ଧାର୍ମିକ କାର୍ଯ୍ୟକ୍ରମରେ ଭାଇକୁ ଭଲ କରିବାକୁ ନେଇଥିଲେ ପରିବାର । କିନ୍ତୁ ସେଇଠି ହଜିଗଲା ଅସୁସ୍ଥ ସାନଭାଇ। ପାଗଳଙ୍କ ପରି ସାନଭାଇକୁ ଖୋଜୁଛି ବଡ଼ଭାଇ, ହେଲେ ମିଳୁନି। ଏବେ ଲଜ୍‌ରେ ଭଡ଼ା ନେଇ ଭାଇକୁ ଖୋଜୁଛି । ଆଉ ହାତ ଯୋଡ଼ି କହୁଛି ସନ୍ଧାନ ପାଇଲେ ଆମକୁ ଖବର ଦିଅ ।

Retired jawan
ବୀର ଯବାନଙ୍କୁ ଭବ୍ୟ ସ୍ୱାଗତ...କଂସା ଥାଳିରେ ପାଦ ଧୋଇ ଦେଲେ....କାନ୍ଧରେ ବସାଇ ଖୁବ୍‌ ନାଚିଲେ...

ଏମାନଙ୍କୁ ପାଗଳ କରିଛି ଦେଶପ୍ରେମ। ସେନାରୁ ଅବସର ନେଇ ଫେରିବା ପରେ...ଯବାନଙ୍କୁ ଭବ୍ୟ ସ୍ୱାଗତ କଲେ ଆଦିବାସୀ ଭାଇଭଉଣୀ। କଂସା ଥାଳିରେ ପାଦ ଧୋଇ ଦେଲେ....କାନ୍ଧରେ ଉତ୍ତରୀୟ, ହାତରେ ଫୁଲତୋଡ଼ା ଦେଇ ସ୍ୱାଗତ ପରେ....ଦୁଲୁଦୁଲି ବଜାଇ କାନ୍ଧରେ ବସାଇ ଖୁବ୍‌ ନାଚିଲେ। ଆପଣ ବି ଦେଖନ୍ତୁ ସ୍ୱାଗତ ସମ୍ବର୍ଦ୍ଧନାର ସେଇ ଭବ୍ୟ ଦୃଶ୍ୟ.....

Again Swine Flu Hits Back In Odisha
ଓଡ଼ିଶାକୁ ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ, ଟ୍ରାଭେଲ ହିଷ୍ଟ୍ରି ନଥାଇ ଆକ୍ରାନ୍ତ

ଓଡ଼ିଶାକୁ ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ। ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ସ୍ୱାଇନ୍ ଫ୍ଲୁ ରିପୋର୍ଟ ପଜିଟିଭ୍ ଆସିଛି। ଅନ୍ୟ ଜଣଙ୍କର ରିପୋର୍ଟ ଆସିନି। ବଡ଼ କଥା ହେଲା, ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ।

Supreme Court rejects pleas against Srimandir Heritage Corridor work,
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି କରି ଉଭୟ ଆବେଦନକାରୀଙ୍କ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା ଲଗାଯାଇଛି। 

World Bicycle Day
ବିଶ୍ୱ ସାଇକେଲ ଦିବସରେ ବିଶ୍ୱବ୍ୟାପୀ ସାଇକ୍ଲୋଥନ ଓ ସଚେତନତା ଶିବିର

ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଥିଲା ।

Jawan
ଗାଁ ମାଟିରେ ବୀର ଯବାନଙ୍କୁ ଭବ୍ୟ ସ୍ୱାଗତ; ଢୋଲ ମୃଦଙ୍ଗ ବଜାଇ ପାଛୋଟି ନେଲେ

ଏମାନଙ୍କୁ ପାଗଳ କରିଛି ଦେଶପ୍ରେମ। ସେନାରୁ ଅବସର ନେଇ ଫେରିବା ପରେ ଯବାନଙ୍କୁ ଭବ୍ୟ ସ୍ୱାଗତ କଲେ ଆଦିବାସୀ ଭାଇଭଉଣୀ। କଂସା ଥାଳିରେ ପାଦ ଧୋଇ ଦେଲେ, କାନ୍ଧରେ ଉତ୍ତରୀୟ, ହାତରେ ଫୁଲତୋଡ଼ା ଦେଇ ସ୍ୱାଗତ ପରେ ଦୁଲୁଦୁଲି ବଜାଇ କାନ୍ଧରେ ବସାଇ ଖୁବ୍‌ ନାଚିଲେ। ଆପଣ ବି ଦେଖନ୍ତୁ ସ୍ୱାଗତ ସମ୍ବର୍ଦ୍ଧନାର ସେଇ ଭବ୍ୟ ଦୃଶ୍ୟକୁ..

Leti diwas held in Bargarh
ମିଳୁଛି ମାଗଣା ଆମ୍ବ...ବାଇଗଣ ପଲେଇକୁ ଆମ୍ରପଲ୍ଲୀ....

ଏଇଠି ମିଳୁଛି ମାଗଣା ଆମ୍ବ...ବାଇଗଣ ପଲେଇକୁ ଆମ୍ରପଲ୍ଲୀ। ଡାକ୍ତର ଦମ୍ପତି ବାଣ୍ଟୁଛନ୍ତି ମାଗଣା ଆମ୍ବ....ଯିଏ ଯିବ ସିଏ ପେଟ ପୂରେଇ ଖାଇବ

News Fuse
ଛି ଛି ଛି....ଏ ମାଛି ଚଖା ଗୁପ୍‌ଚୁପ୍‌ ଖାଇବେ କି?

ଆଲୋ ଆଲୋ ଆ.. ଖାଇବା ଆମେ ଗୁପ୍‌ଚୁପ୍‌। ଇଲୋ ଦେଈ....ତୁ ଗୁପ୍‌ଚୁପ୍‌ ଖାଇବୁ କି? ଆସୁନି...ଏଇନା ତତେ ଯୋଉ ପୁଚୁକା ଖୁଆଇବି ତୁ ଖାଇବା ପରେ ତୋର ଯାହା ହେବ...ସେ କଥା କଣ ମୁଁ କହିପାରିବି? ନାନିଲୋ...ଜମା ଖାଆନା....

felling of trees for MLA quarters
ଭାଙ୍ଗିବ କି ସରକାରଙ୍କ ଟାଙ୍ଗିଆ ବେଣ୍ଟ ?

ସରକାର ବର୍ଷବର୍ଷର ପୁରୁଣା ଗଛକୁ ଯେଉଁ ଟାଙ୍ଗିଆରେ ହାଣୁଛନ୍ତି ସେ ଟାଙ୍ଗିଆ ବେଣ୍ଟ ଭାଙ୍ଗିବ କି? କାହା ସପକ୍ଷରେ ଯିବ ରାୟ?

Supreme Court
କାଲି କ୍ଷୀର ଆଉ ପାଣି ଅଲଗା ହୋଇଯିବ !

ପରିକ୍ରମା ନିର୍ମାଣ ଆଇନ ସମ୍ମତ ନା ବେଆଇନ୍?

felling of trees for MLA quarters
କାହିଁକି କାଟିଲ ଗଛ, ସାଧାରଣ ପ୍ରଶାସନ ବିଭାଗକୁ ଜବାବ ତଲବ

କୁନି କୁନି ସ୍କୁଲ ପିଲାଙ୍କୁ ଗଛକଟା ଯାଇଥିବା ସ୍ଥାନରେ ବସାଇ ସେମାନଙ୍କ ଦ୍ୱାରା ରଙ୍ଗତୂଳୀରେ ପରିବେଶ ସଚେତନତାର ଚିତ୍ର ଅଙ୍କାଯାଇ କରାଯାଇଛି ଅଭିନବ ଢଙ୍ଗରେ ପ୍ରତିବାଦ

Love Story
ପ୍ରେମକୁ ସ୍ୱୀକାର କଲାନି ପରିବାର, ପୋଲିସକୁ ସୁରକ୍ଷା ମାଗିଲେ ପ୍ରେମୀଯୁଗଳ

ଭୁବନେଶ୍ୱର ଏୟାରପୋର୍ଟରେ ପ୍ରେମକୁ ନେଇ ହାଇଡ୍ରାମା । ପ୍ରେମୀଯୁଗଳଙ୍କୁ ଏସ୍କର୍ଟ କରି ଆଣିଲା ପୋଲିସ । ପାଠ ପଢିବା ବେଳେ ଯୁବକ-ଯୁବତୀଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ ।

Married woman 'flees' with unknown person
ସାବିତ୍ରୀ ପରଦିନ ସ୍ତ୍ରୀ ଚମ୍ପଟ, ଶାଢୀ ଧରି କାନ୍ଦୁଛି ସ୍ୱାମୀ

ଏହାରି ଦୁଃଖରେ ଏବେ ରାହୁଲ ରାତି ଦିନ କାନ୍ଦୁଛନ୍ତି। ସ୍ତ୍ରୀଙ୍କ ଫଟୋ ଦେଖି ତାଙ୍କୁ ଝୁରୁଛନ୍ତି।  

 Srimandir Heritage Corridor Row
ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ, ଜିଲ୍ଲାପାଳ-ଟାଟା ପ୍ରୋଜେକ୍ଟ -OBCC ନାଁରେ ଥାନାରେ ମାମଲା

ଥାନାରେ ମାମଲା ରୁଜୁ ପାଇଁ କୋର୍ଟ ଯାଇଥିଲେ ଓକିଲ ସଂଘ ସଂପାଦକ । ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ ।

Lovers High drama
''ଆମକୁ ଏକାଠି ରହିବାକୁ ଦିଅ''

ଆଜି ବେଙ୍ଗାଲୁରୁରୁ ଉଭୟେ ଆସୁଥିବା ବେଳେ ଅସୁରକ୍ଷିତ ଅନୁଭବ କରିଥିଲେ।

Anubhav - Varsha
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଟ୍ୱିଷ୍ଟ ! ବର୍ଷାଙ୍କୁ କୋର୍ଟଙ୍କ ବଡ଼ ଝଟ୍‌କା

ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ । ବର୍ଷାଙ୍କ ଉପଯୁକ୍ତ ରହଣି ବ୍ୟବସ୍ଥା କରିବେ କହିଥିଲେ ଅନୁଭବ ।

ENews
ଅଭିନେତ୍ରୀଙ୍କୁ ପାଖରେ ପାଇ ଏମିତି ଝାଳରେ ଗାଧୋଇଲେ ଗୁଡ୍ଡୁ...ହେଲେ କାହିଁକି?

କେତେ ଗୁଳି ଫୁଟାଉଛୁ ଆଖିରେ, ଶୋଇ ଦେଉନୁ ମତେ ରାତିରେ...ମତେ ଲାଇକ୍‌ ନକଲେ ତତେ କରିଦେବି ସର୍ଜିକାଲ ଷ୍ଟ୍ରାଇକ୍‌। ପାଖରେ ଏଇ ଅଭିନେତ୍ରୀଙ୍କୁ ପାଇଁ ଝାଳରେ ଗାଧୋଇଲେ ଗୁଡ୍ଡୁ...ଦେଖନ୍ତୁ କଣ ଥିଲା କାରଣ...

  • Thursday, 02 June 2022
  • ENews
3 eminent Singers Passed away
ସଙ୍ଗୀନ ଦୁନିଆକୁ ଶକ୍ତ ଝଟ୍‌କା...ମାତ୍ର ୭ ଦିନରେ ଆଖି ବୁଜିଲେ ୩ ଗାୟକ

ସଙ୍ଗୀନ ଜଗତକୁ ଶକ୍ତ ଝଟ୍‌କା। ମାତ୍ର ୭ ଦିନରେ ଚାଲିଗଲେ ୩ ସେଲିବ୍ରିଟି...ଜାଣନ୍ତୁ କେବେ କିଏ ବୁଜିଛନ୍ତି ଆଖି....

Making News
ମଉସା ଡାକନି...ଷ୍ଟେଜ୍‌ରେ ଦେଖେଇବି ତି?

କ’ଣ ହେଉନି ହେଉନି ବୋଲି କହୁଛ? ମତେ ସାର୍‌ ଡାକ, ମଉସା ଡାକିଲେ ଭଲ ଲାଗୁନି। ନହେଲେ ଷ୍ଟେଜ୍‌ ଉପରେ ଦେଖେଇବି...

Supreme Court
ଶ୍ରୀମନ୍ଦିର ପ୍ରକଳ୍ପ ମାମଲା; ଆସନ୍ତାକାଲି ଯାଏଁ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଥିଲା । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ । ଆସନ୍ତାକାଲି ଯାଏଁ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।

The Great Odisha Political Circus
ମାଲକାନଗିରି କ’ଣ କଳାପାଣି? ଆମକୁ କାହିଁକି ଧମକ ଦେଉଛ ସେଠିକି ବଦଳି କରିଦେବ ବୋଲି?

ତୋ ମାଷ୍ଟର କାହିଁକି ଏମିତି କହିଲା? ମାଲକାନଗିରି କଣ କଳାପାଣି କି? କଥା କଥାରେ ସେଠିକି ବଦଳିଯିବା ପାଇଁ କଣ ଧମକ ଦେଉଛ? ଆରେ ଆରେ...ମୋ ଦୁଆରେ ପାଟି କିଏ କରୁଛି? ଦେଖନ୍ତୁ ସୁବାସ କଣ କହୁଛନ୍ତି.....