• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Doctor Becomes Actor
ଦିନରେ ରୋଗୀ ଚିକିତ୍ସା କରୁଛନ୍ତି, ରାତିରେ ଯମ ପରି ବିକଟାଳ ରଡ଼ି ଛାଡ଼ୁଛନ୍ତି

କେବଳ ଏବେ ନୁହେଁ ବରଂ ଅନେକ ସମୟରେ ଡାକ୍ତର ଜଣକ ଅଭିନୟ କରନ୍ତି । ଡାକ୍ତର ପଟେଲ ଗତ କିଛି ଦିନ ତଳେ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ ।

Asha Ra Aloka
ମଦ ଛାଡ଼ିଲେ ଯୋଡ଼ି ହୋଇଯିବ ସଂସାର?

ମଦ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଲେ ସ୍ୱାମୀ। କିନ୍ତୁ ଚନ୍ଦନଙ୍କ କଥାରେ ବିଶ୍ୱାସ କରିପାରୁନାହାନ୍ତି ସ୍ତ୍ରୀ...କେମିତି ଭରସା ବଢିବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ? କଣ ହେବ ପିଲାର ଭବିଷ୍ୟତ

THE GREAT ODISHA POLITICAL CIRCUS
ତଥାଗତ ପାୱାରରେ ନାହାନ୍ତି, ତୁମ କାମ କରିବେ କେମିତି?

ଶୋଇଲା ଷଣ୍ଢର ଲାଙ୍ଗୁଡ଼ ଟାଣି କାହିଁକି ଉଠାଉଛ? ତଥାଗତ ବାବୁ କ’ଣ ଆଉ ପାୱାରରେ ଅଛନ୍ତି କି? ତୁମ କାମ କରିଦେବେ? ତୁମେ ଛୁଆ ଦେଖି ଭୂଆଁ ବୁଲାଉଛ...

Kendrapara Boy Fights Off Giant Crocodile
କୁମ୍ଭୀର ମୁହଁରୁ ମୁକୁଳିଥିବା ବାଳକର ଛାତିଥରା କାହାଣୀ...

ବୟସ ସିନା କଅଁଳ ମନର ସାହସ କିନ୍ତୁ ପଥର ପରି ଟାଣ..ଆଉ ସେଇ ସାହସ ପାଇଁ କୁମ୍ଭୀର ମୁହଁରୁ ମୁକୁଳି ଆସିଛି ଓମ୍ ପ୍ରକାଶ। ତା’ ସାହସ ପାଇଁ ଏବେ ସବୁଠି ଚର୍ଚ୍ଚା...ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ସାବାସ୍ ଓମ୍..ସାବାସ୍। 

High security registration plates
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌....କେଉଁ ଦିନ କେଉଁ ଗାଡ଼ିର ପଡ଼ିବ ପାଳି?

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ଆପଣ ଚିନ୍ତିତ କି? ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ....ଏଇ ତାରିଖରେ ଏଇ ସବୁ ଗାଡ଼ିର ଚେଞ୍ଜ ହେବ ନମ୍ବର ପ୍ଲେଟ୍‌। ପରିବହନ ବିଭାଗ ଦେଲା ପୂରା ସୂଚନା। ଏଇ ଆପ୍‌ରେ ରେଜିଷ୍ଟ୍ରେସନ କରି ଏତିକି ଦିନ ଭିତରେ ଲଗାଇ ଦିଅନ୍ତୁ ନମ୍ବର ପ୍ଲେଟ୍‌। ନହେଲେ ୧୦ ହଜାର ଦେବେ ଜୋରିମାନା

Accident
ମେଡିକାଲରେ ମାଡ଼ିଗଲା ଗାଡ଼ି; ୧ ମୃତ, ୪ ଗୁରୁତର

ବୋଲେରୋ ଧକ୍କା ଦେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

Octogenarian walks 10 kms
ଚାଲି ଚାଲି ୧୦ କିଲୋମିଟର ଯାଇ ଭତ୍ତା ଟଙ୍କା ଆଣୁଛନ୍ତି ୮୨ ବର୍ଷର ବୃଦ୍ଧା

ଭତ୍ତା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୨ ବର୍ଷର ବୃଦ୍ଧା। ବୟସର ଅପରାହ୍ନରେ ଚାଲିବାକୁ ବଳ ନଥିବା ବେଳେ ପେଟ ଚାଖଣ୍ଡକ ପାଇଁ ଯିବାକୁ ହେଉଛି ଏତେ ବାଟ। ବେଳେ ବେଳେ ଟଙ୍କା ଆସିନଥିବା ଶୁଣି ନିକାଶ ହେବାକୁ ପଡୁଛି...

Paneer, Cottage Cheese Prices Hiked In Odisha
ବଢ଼ିଲା କଞ୍ଚା ଛେନା ଓ ପନିର ଦାମ୍‌

ଆଜିଠୁ ବଢ଼ିଲା କଞ୍ଚା ଛେନା ଓ ପନିର ଦାମ୍‌। ଓମ୍‌ଫେଡ୍‌ କ୍ଷୀର ଦାମ୍‌ ଦୁଇ ଦୁଇ ଥର ଦର ବଢାଇ ସାରିଥିବା ବେଳେ ଗତ ୪ବର୍ଷ ଧରି ଛେନା ଏବଂ ପନିରର ଦର ବଢ଼ି ନଥିଲା। 

man 'kills' wife before Sabitri Brata
ଇଏ କେମିତିକା ସତ୍ୟବାନ? ଓଷା ପୂର୍ବରୁ ସାବିତ୍ରୀଙ୍କୁ ମାରିଦେଲା....

ଯେଉଁ ସ୍ୱାମୀର ମଙ୍ଗଳ ମନାସି ସାବିତ୍ରୀ ବ୍ରତ କରିଥାଆନ୍ତା ପତ୍ନୀ....ସେଇ ସ୍ତ୍ରୀକୁ ସାବିତ୍ରୀ ବ୍ରତ ପୂର୍ବଦିନ ମାରିଦେଲା ସ୍ୱାମୀ। ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା....କିନ୍ତୁ ଗୋଟିଏ ଜନ୍ମ ପାଇଁ ଭଲ ସାଥୀଟିଏ ହେଲାନି। ବିଶ୍ୱାସରେ ଧୋକା ଦେଲା....ଯୌତୁକ ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଦେଲା। ରାଜଧାନୀରୁ ସାମ୍ନାକୁ ଆସିଛି ଏମିତି ହୃଦୟଥରା ଘଟଣା

Viral Video
ଅନ୍ଧାର ରାତିରେ ଆପେ ଚାଲୁଛି ଟ୍ୟୁବୱେଲ୍.. ଭିଡିଓ ଭାଇରାଲ୍ ହେବାପରେ ଭୁତକୁ ନେଇ ଚର୍ଚ୍ଚା

ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ ଏହା ପଛର ପ୍ରକୃତ ଘଟଣାଟି କ’ଣ ତାହା ଜାଣିବାକୁ ଦେଖନ୍ତୁ ଏଇ ଭିଡିଓଟି। ଭିଡିଓଟି ଦେଖିବା ପରେ ନିଶ୍ଚୟ ଲେଖିବେ, ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି ନା ନାହିଁ।

High security number plate in Odisha
ALERT ! ଆଜିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆବେଦନ: ତୁରନ୍ତ କରନ୍ତୁ, ନହେଲେ ଗଣିବେ ୧୦ ହଜାର ଫାଇନ୍‌

ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ଏଥିପାଇଁ ଆଜିଠୁ ଆବେଦନ କରି ହେବ। ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଆପଣଙ୍କ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍  ଆସିଯିବ।

Ghost uses tube well
ଶୂନଶାନ ରାତିରେ ଭୂତ ମାରୁଛି ଟ୍ୟୁବୱେଲ୍‌! ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ..

ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ ଏହା ପଛର ପ୍ରକୃତ ଘଟଣାଟି କ’ଣ ତାହା ଜାଣିବାକୁ ଦେଖନ୍ତୁ ଏଇ ଭିଡିଓଟି। ଭିଡିଓଟି ଦେଖିବା ପରେ ନିଶ୍ଚୟ ଲେଖିବେ, ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି ନା ନାହିଁ।

Making News
ମୁଁ ସକାଳୁ ଧୂପ ଦେଇ ଦୋକାନ ଖୋଲିବି ନାଁ ମହାପାତ୍ର ବାବୁଙ୍କ ଘରକୁ ରାସ୍ତା ବତେଇବି?

ଏମାନେ ମତେ ଜମାରୁ ଦୋକାନ ଖୋଲିବାକୁ ଦେଉନାହାନ୍ତି। ଧୂପ ଧୂପ ଦେଉ ରାସ୍ତା ପଚାରି ପଚାରି ମତେ ବିରକ୍ତ କରୁଛନ୍ତି। ସେପଟେ ମଉସା କହୁଛନ୍ତି ଯଦି ଲୋକ ରାସ୍ତା ପଚାରିଦେଲେ ତୁମର କଣ ମାରା ହୋଇଗଲା?

News Fuse
ଭିତରେ ଅପରାଧୀ...ଟେବୁଲ୍‌ ଉପରେ ଲକ୍‌ଅପ୍‌ ଚାବି ଥୋଇ ଘୁଙ୍ଗୁଡ଼ି ମାରୁଛନ୍ତି ଥାନା ବାବୁ...

ହାଜତ ଭିତରେ ଅପରାଧୀ ପସିଛି। ବାହାରେ ତାକୁ ଜଗିଛନ୍ତି ଅବକାରୀ ଥାନା ବାବୁ। ଦେଖୁନୁରେ ନାରଣ, ପେଟେ ପଖାଳ ଖାଇ ଏମିତି ଅଚିନ୍ତାରେ କେମିତି ଘୁଙ୍ଗୁଡ଼ି ମାରୁଛନ୍ତି ବାବୁ? ପୁଣି ଲକ୍‌ଅପ୍‌ ଚାବି ଟେବୁଲ ଉପରେ। ହଇରେ ନାରଣ...ପଚାରିବାରୁ ଇଏ କଣ ଆମ ଉପରେ ଗରମ ଦେଖାଉଛନ୍ତି?

lingaraj temple
ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ନେଇ କେନ୍ଦ୍ରକୁ ସ୍ପଷ୍ଟୀକରଣ ପଠାଇଲା ଓଡ଼ିଶା

ଓଡ଼ିଶା ସରକାରଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଆଜି ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି ।

MLA Quarter
ରାଜଧାନୀ ଛାତିରେ ବୃକ୍ଷ ବଳି ବିରୋଧରେ ବିରୋଧ ସ୍ୱର ଶାଣିତ

ଗଛ କହୁଛି ମୋତେ କାଟନି । ନିଜ ସର୍ବନାଶକୁ ଡାକନି । ନୂଆ ଏମଏଲଏ କଲୋନୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଶହ ଶହ ବୃକ୍ଷ ବଳିକୁ ନେଇ ବିରୋଧ ଯେତିକି ତୀବ୍ର, ସ୍ଲୋଗାନ ବି ସେତିକି ଶାଣିତ ।

No Tobacco Day
ବିଶ୍ୱ ତମାଖୁ ବର୍ଜନ ଦିବସରେ ସବୁଠି ସଚେତନତା କାର୍ଯ୍ୟକ୍ରମ

ମେ ୩୧ ଅର୍ଥାତ୍ ଆଜି ବିଶ୍ୱ ପାଳନ ହେଉଛି ତମାଖୁ ବର୍ଜନ ଦିବସ । ତମାଖୁ ବିରୋଧରେ ସଚେତନତା ସୃଷ୍ଟି ଲାଗି ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ଏହି ଅବସରରେ ଓଡ଼ିଶାରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ତମାଖୁ ନିରୋଧୀ ସଚେତନତା ଲାଗି ଆଗେଇ ଆସିଛନ୍ତି ।

No Tobacco Day
ବିଶ୍ୱ ତମାଖୁ ବର୍ଜନ ଦିବସରେ ସବୁଠି ସଚେତନତା କାର୍ଯ୍ୟକ୍ରମ

ଜୀବନର ତାରୁଣ୍ୟରେ ତମାଖୁ ଖାଇ ଯେଉଁ ଭୁଲ କରିଥିଲେ, ଏବେ ତାର ପ୍ରାୟଶ୍ଚିତ କରୁଛନ୍ତି । ବୁଲି ବୁଲି ସମସ୍ତଙ୍କୁ ବୁଝାଉଛନ୍ତି ବିଷରୂପୀ ତମାଖୁ ସେବନର ଭୟବହତା ।

OAS
OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି ।

Marriage Postpones
ମାଛ ଧରିବା ପାଇଁ ଏତେ ପାଗଳ ଯେ ନିଜ ବାହାଘର ତାରିଖ ଘୁଞ୍ଚାଇଦେଲେ

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଛ ଧରା ନିଶା ଏମିତି ପାଗଳ କରିଥିଲା ଯେ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଦେଇନଥିଲେ ପଛଘୁଞ୍ଚା । ଦେଖନ୍ତୁ କେମିତି ଘୁଞ୍ଚିଥିଲା ବିବାହର ତାରିଖ.

IAS - IPS - IFS
ସିଭିଲ୍‌ ସର୍ଭିସ୍‌ ପାରୀକ୍ଷାରେ କାହିଁକି ଓଡ଼ିଆ ଛାତ୍ରଛାତ୍ରୀ ପଛରେ ?

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଟପ୍ ୫୦ରେ ବି ଓଡ଼ିଶାର କେହି ନାହାନ୍ତି । ୬୩ ନମ୍ବର ସ୍ଥାନରେ ଥିବା କାର୍ତ୍ତିକ ପାଣିଗ୍ରାହୀ ହୋଇଛନ୍ତି ରାଜ୍ୟ ଟପ୍ପର ।

Special Story
ଇଏ ବି ଜଣେ ସାବିତ୍ରୀ ଯିଏ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ବ୍ୟସ୍ତ

ଆଜି ନୁହେଁ ବରଂ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ଏଇ ସାବିତ୍ରୀ। ପ୍ରତ୍ୟେକ ଦିନ, ସକାଳୁ ସଞ୍ଜ ଅହରହ ସ୍ୱାମୀଙ୍କର କରୁଛନ୍ତି ସେବା। ସକାଳୁ ଉଠିଲେ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ତ ପୁଣି ରାତି ଶୋଇବା ବେଳେ ମୁଣ୍ଡିଆ ମାରୁଛନ୍ତି, ୟାଙ୍କ ପାଇଁ ପ୍ରତିଦିନ ସାବିତ୍ରୀ ବ୍ରତ

Number Plate
‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ କୁ ନେଇ ବଢୁଛି ଟେନସନ୍

ଗାଡ଼ି ମାଲିକ ମାନେ କେମିତି ନିର୍ଦ୍ଧାରିତ ସମୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍‌ ପରିବର୍ତ୍ତନ କରିବେ ସେନେଇ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ପୂରା ସୂଚନା ବି ଦିଆଯାଇଛି।

Mother Left Son on Street
ହଜିଗଲା ମାନବିକତା, ଛୁଆକୁ ଜନ୍ମ କରି ରାସ୍ତାକଡ଼ରେ ଛାଡ଼ି ଚାଲିଗଲା ମାଆ

୯ ମାସ ଧରି ଛୁଆକୁ ନିଜ ଗର୍ଭରେ ରଖି ଲାଳନପାଳନ କଲା, ଶେଷରେ ନିଜ ଛୁଆକୁ ଜନ୍ମ ହେବାର କିଛି ଦିନ ମଧ୍ୟରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲା ।

Sabitri Brata
ଅପେକ୍ଷା କରିଛନ୍ତି ସାବିତ୍ରୀ, କେବେ ଫେରିବେ ସତ୍ୟବାନ..

ଏ ସମସ୍ତଙ୍କୁ ସେମାନଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଶଙ୍ଖା, ସିନ୍ଦୂର ପିନ୍ଧି କରୁଛନ୍ତି ସାବିତ୍ରୀ ବ୍ରତ। ଅପେକ୍ଷା କରିଛନ୍ତି, କେବେ ସ୍ୱାମୀ ଫେରିବେ, ଆଉ ୟାଙ୍କୁ ସ୍ୱଧାର ଗୃହରୁ ହାତ ଧରି ସାଥୀରେ ନେଇଯିବେ..