ଏଇଠି ଅଛନ୍ତି ହଜାର ହଜାର କୁକୁଡା ଚିଆଁ.. ବିଭିନ୍ନ ପ୍ରଜାତିର ଦେଶୀ କୁକୁଡ଼ା ସହ ସୋନାଲି, କକରେଲ, ଡିପିକ୍ରସ କୁକୁଡ଼ା ଚିଆଁ..ଏହି ପ୍ରଜାତିର କୁକୁଡ଼ା ମାଂସ ଅଧିକ ସ୍ୱାଦିଷ୍ଟ ଥିବାରୁ ଗ୍ରାହକ ମଧ୍ୟରେ ଏମାନଙ୍କ ଚାହିଦା ବେଶୀ..
ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ। ପଶୁ ଡାକ୍ତରଙ୍କ ପରାମର୍ଷ କ୍ରମେ ଏବେ କରୁଛନ୍ତି କୁକୁଡ଼ା ଚାଷ। ଆଉ ମାସକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା....