ଦୁଇ ସପ୍ତାହ ଭିତରେ ୬ କିଲୋରୁ ଅଧିକ ଓଜନ କମିଲାଣି । ପ୍ରଥମେ ଆଦୌ ଦୌଡିପାରୁନଥିଲେ, ଏବେ ୮ କିଲୋମିଟର ରନିଂ ବେଶ୍ ଆରାମରେ କରିପାରୁଛନ୍ତି ।
୬ ମାସ କାଳ ପୁଅକୁ ନପାଇ ଶୁଦ୍ଧି ସାରିଦେଲେ ପରିବାର । ଜେଲ୍ କର୍ତ୍ତୃପକ୍ଷଙ୍କ ସନ୍ଦେହରୁ ଖୋଲିଲା ଗୁମର, ମିଳିଲା ମୁକ୍ତି ।
ସରକାରୀ ଜମିକୁ ନେଇ ଆଦିବାସୀ ସମ୍ପ୍ରଦାୟ ଓ ବଙ୍ଗାଳି ସମ୍ପ୍ରଦାୟ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୁନାରଗୁଡା ଏବଂ ଏମ୍ପିଭି-୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଆଜି ସକାଳେ ଶତାଧିକ ଆଦିବାସୀ କାଟି ଦେଇଥିଲେ।
ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ଅଣଓଡ଼ିଆଙ୍କ ଆଗ୍ରହ ବଢ଼ୁଛି । ଓଡ଼ିଶା ଦୁଗ୍ଧ ଚାଷୀ ପ୍ରଭାବିତ ହେବାର ଆଶଙ୍କା ।
କାହା ପାଖରେ ରହିବ ଝିଅ ? କିଏ କହୁଛି ପ୍ରକୃତ ସତ ? କ’ଣ ହେବ ଝିଅର ଭବିଷ୍ୟତ ? ୯ ବର୍ଷର ଝିଅକୁ ପାଇବା ପାଇଁ ପାଳିତା ମା’ ଓ ଜନ୍ମ କଲା ମା’ ମଧ୍ୟରେ ବିବାଦ ଦେଖାଦେଇଛି।
ରାଜୁ କୌଣସି ଅପରାଧୀ ନଥିଲେ। ସେ ଜଣେ ମାନସିକ ରୋଗୀ।
ମାତ୍ର ୨ ଟଙ୍କା ପାଇଁ ଜିତିଥିବା କୋଟି କୋଟି ଟଙ୍କା ଯଦି ଆପଣଙ୍କୁ ନମିଳେ, ତା’ହେଲେ ଏହାକୁ ଫଟା କପାଳ କୁହାଯିବନି ତ ଆଉ କ’ଣ ? ଜଣେ ୧୯ ବର୍ଷୀୟ ଯୁବତୀଙ୍କ ସହ ଏଭଳି କିଛି ଘଟିଛି।
ବିଚ୍ ରାସ୍ତାରେ ଡେଲିଭରି ବୟଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଲେ ପୋଲିସ ବାବୁ। ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ମୁଖ୍ୟାଳୟକୁ ବଦଳି ତ ହେଲା...ହେଲେ...
ସାଇବର ଲୁଟେରାଙ୍କ ଜାଲରେ ଯୁବକ। ବ୍ୟାଙ୍କରେ ଚାକିରି କରିବା ପାଇଁ ୩୫ ହଜାର ଟଙ୍କା ମାଗିଲେ....ବାସ୍ ନିରୀହ ଆଦିବାସୀ ପିଲା ପଇସା ଦେବା ପରେ...ଦେଖନ୍ତୁ ହେଲା କ’ଣ?
ଟ୍ରାକ୍ଟର-ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି ।
ଏମାନେ କାଳେ ଦୁଇ ଯା’। ରାସ୍ତାରେ ଏମିତି ଜୋରସୋରରେ ଝଗଡ଼ା ଲାଗିଲେ ଯେ, ଉଭୟ ଯାଇ ଡ୍ରେନରେ ପଡ଼ିଲେ। ପୋଲିସ ଆସି ଉଦ୍ଧାର କରିବା ପରେ....
ଆଲୋ ଆଲୋ...ସୁର କଣ ଗାଇଲେଣି ତୁ ରାଣୀ କଙ୍କଡ଼ାର ଝୋଳ। ରେଡ୍ଡୀ ତ...ମାଡ଼ିଚାଲ। ଇଏ କୋଉ ମାଡାମଙ୍କୁ ଲାଇନ୍ରେ ମାଇଲେ ମ? ଦେଖୁନାହାନ୍ତି କେମିତି ଗୀତ ଗାଉଛନ୍ତି ସୁର...
ବସଷ୍ଟାଣ୍ଡରେ ଦୁଇ ବସ୍ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ । ଧାରୁଆ ଅସ୍ତ୍ରରେ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ସୂଚନା।
ଖୁସି ଜୀବନରେ ଫେରିବ ଖୁସି । ନନ୍ଦନକାନନରେ ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସିକୁ ଖୁବଶୀଘ୍ର ମିଳିବ ଜୀବନସାଥି । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ୨୦୨୨ ଶେଷ ସୁଦ୍ଧା ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସି, ଆଫ୍ରିକ୍ରୀୟ ସିଂହୀ, ଚିଙ୍କାରା ଓ ୧୬ ପ୍ରଜାତିର ପକ୍ଷୀଙ୍କୁ ଜୀବନ ସାଥି ମିଳିବ...
ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ଯାଏଁ ଚାଲିବ।
ଜଗତସିଂହପୁର ଥାନାରେ ଏତଲା ଦେଲେ ପ୍ରେମିକା ସୋମାଲିକା
ଏକ୍ସ ଗର୍ଲଫ୍ରେଣ୍ଡ ହାତ ଟାଣିବାରୁ ବୟଫ୍ରେଣ୍ଡଙ୍କୁ ଜେଲ୍ ଦଣ୍ଡାଦେଶ...
ରାଜ୍ୟର ବହୁ ଛୋଟ ସହର ଗ୍ରାମାଞ୍ଚଳରେ ବନ୍ଦ ରହିଛି ଅଧିକାଂଶ ପେଟ୍ରୋଲ ପଂପ୍, କେଉଁଠି ପେଟ୍ରୋଲ ତ କେଉଁଠି ମିଳୁନି ଡିଜେଲ...
ଅପରେସନର ଶେଷ ୭୨ ଘଣ୍ଟା ଚ୍ୟାଲେଞ୍ଜିଂ, ଖାଉନଥିଲୁ କି ଶୋଉନଥିଲୁ
ଏଣିକି ଦାଢ଼ି ରଖିଲେ ବାହା ହୋଇପାରିବେ ନାହିଁ ପୁରୁଷ...
ବିବାହ ରିସେପ୍ସନ ପାର୍ଟିରେ କନ୍ୟାକୁ ଚାପୁଡ଼ା ମାରିଲା ବର, ଆଉ ତା’ପରେ...
ଆର୍ମି ଚାକିରି କରିବେ, ଦେଶର ସେବା କରିବେ। ଅଧ ରାତିରୁ ଉଠି ଏଇଥି ପାଇଁ କଠିନ ପରିଶ୍ରମ ବି କରୁଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ରିଟିନ୍ ପରୀକ୍ଷାକୁ କରିଥିଲେ ଅପେକ୍ଷା। ହେଲେ ବାରମ୍ବାର ତାରିଖ ଆଉ କେନ୍ଦ୍ରର ନୂଆ ଗାଇଡ୍ଲାଇନ୍ ଆସିବା ପରେ ସହିପାରିଲେନି ଧନଞ୍ଜୟ। ପରିଶ୍ରମ ବୃଥା ଯିବା ଅନୁଭବ କରିବା ପରେ ଜୀବନ ହାରିଦେଲେ। ଯେଉଁ ଦୁଆରୁ ପୁଅ ଚାକିରି କରିବା ପାଇଁ ବାହାରି ଥାଆନ୍ତା, ସେଇ ଦୁଆରୁ ଆଜି କୋକେଇ ଉଠିଲା...ଦେଖନ୍ତୁ ସେଇ ଦୃଦୟ ବିଦାରକ ଦୃଶ୍ୟ...
ଘଟଣାସ୍ଥଳରେ ବିଡିଓ ପହଞ୍ଚି ତଦାରଖ କରିଛନ୍ତି।
ଗରମ ମୌସୁମରେ ବି ଅଙ୍ଗୁର ଚାଷ । ଦୁଆର ମୁହଁରେ ପେନ୍ଥା ପେନ୍ଥା ହୋଇ ଫଳିଛି ଅଙ୍ଗୁର। ଏତେ ମାତ୍ରାରେ ଫଳ ଆସିଛି ଯେ, ଗଛରେ ପତ୍ର ବି ଦେଖାଯାଉନି। ନୂଆପଡ଼ାରେ ନୂଆ କରି ଫଳିଥିବା ଅଙ୍ଗୁରକୁ ଦେଖି ଉତ୍ସାହିତ ଚାଷୀ
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସମନ୍ୱୟ ବୈଠକ ।