Advertisment

ବିନା ବ୍ରେକ୍‌ରେ ୧୦୫ ଘଂଟାର ଅପରେସନ୍‌....ଉଦ୍ଧାର ପାଇଲା ରାହୁଲ

ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ, ସ୍ଥାନୀୟ ଲୋକଙ୍କ ଅଦ୍ଭୁତପୂର୍ବ ସମର୍ଥନ....୧୦୫ ଘଂଟାର ବିନା ବ୍ରେକ୍‌ରେ ଚାଲିଥିଲା ଅପରେସନ୍‌ “ଜିନ୍ଦେଗୀ”। ଆଉ ଶେଷରେ ୮୦ ଫୁଟ୍‌ ବୋରୱେଲ ତଳୁ ଉଦ୍ଧାର ପାଇଥିଲା ରାହୁଲ

author-image
Pallipuspa Samal

ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ, ସ୍ଥାନୀୟ ଲୋକଙ୍କ ଅଦ୍ଭୁତପୂର୍ବ ସମର୍ଥନ....୧୦୫ ଘଂଟାର ବିନା ବ୍ରେକ୍‌ରେ ଚାଲିଥିଲା ଅପରେସନ୍‌ “ଜିନ୍ଦେଗୀ”। ଆଉ ଶେଷରେ ୮୦ ଫୁଟ୍‌ ବୋରୱେଲ ତଳୁ ଉଦ୍ଧାର ପାଇଥିଲା ରାହୁଲ

Advertisment
Operation Zindagi
Advertisment
Advertisment