• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

 Dengue Virus
ରୋଗବାହକ ମଶା ଦେହରୁ ଭୂତାଣୁ ମାରିବ ସ୍ୱତନ୍ତ୍ର ପ୍ରଜାତିର ବିକଶିତ ମାଇ ମଶା

ଡେଙ୍ଗୁ ଓ ଚିକୁନ୍‌ଗୁନିଆ ନିୟନ୍ତ୍ରଣ ପାଇଁ ଚାଲିଥିବା ଗବେଷଣାକୁ ବଡ଼ ସଫଳତା...ରୋଗବାହକ ମଶା ଦେହରୁ ଭୂତାଣୁ ମାରିବ ସ୍ୱତନ୍ତ୍ର ପ୍ରଜାତିର ବିକଶିତ ମାଇ ମଶା...

Man Survives Crocodile Attack In Kendrapara
କୁମ୍ଭୀର ମୁହଁରୁ ମୁକୁଳିଲା ପରେ ଛାତିଥରା କାହାଣୀ ବଖାଣିଲେ ନିତ୍ୟାନନ୍ଦ...

କୁମ୍ଭୀର ମୁହଁରୁ ମୁକୁଳିଲେ ନିତ୍ୟାନନ୍ଦ, ଆଉ ଏବେ ଲୋମଟାଙ୍କୁରା କାହାଣୀ ବଖାଣୁଛନ୍ତି...

Jagatsinghpur Spinning Mill
ଋଣ ବଢ଼ି ୪ କୋଟି ଉପରେ; ସୂତା ଖିଅରେ ଝୁଲୁଛି ୧୨ ଶହ ଶ୍ରମିକଙ୍କ ଭବିଷ୍ୟତ

ସୂତା ଖିଅରେ ଝୁଲିଛି ସୂତାକଳର ଭାଗ୍ୟ । ୧୯୯୯ ମସିହା ପରଠାରୁ ବନ୍ଦ ହୋଇଗଲାଣି କାମ । ଋଣ ଭାର ୪ କୋଟି ଉପରେ । କାରଖାନା ଖୋଲିବାକୁ ବାରମ୍ବାର ଦାବି କରୁଛନ୍ତି ଲୋକେ । ହେଲେ ସରକାରଙ୍କ ଆନ୍ତରିକତା ନଥଖିବାରୁ ଅନ୍ଧାରରେ ୧୨ ଶ୍ରମିକଙ୍କ ଭବିଷ୍ୟତ।

Post Kaali poster controversial, Leena Manimekalai shares another pic of Lord Shiva-Parvati smoking
ପ୍ରଥମେ କାଳୀ ଆଉ ଏବେ ଶିବ-ପାର୍ବତୀ ପିଉଛନ୍ତି ସିଗାରେଟ୍‌ !

ବିବାଦରେ ପଡିଥିବା ଫିଲ୍ମ ନିର୍ମାତାଙ୍କ ଆଉଏକ ବିବାଦୀୟ ଟ୍ୱିଟ୍‌...

IAS awanish sharan shared his 10th marksheet with third division
ଭବିଷ୍ୟତ ଖଣ୍ଡିଏ କାଗଜ ଉପରେ ନିର୍ଭର କରେ ନାହିଁ...ପ୍ରମାଣିତ କଲେ ଏହି IAS

ଭବିଷ୍ୟତ କାଗଜ ଖଣ୍ଡିଏ ଉପରେ ନିର୍ଭର କରେ ନାହିଁ ବୋଲି କହି ଉଦାହରଣ ସୃଷ୍ଟି କରିଛନ୍ତି IAS...

Soura Udyana
ମିଆୱାକି ପ୍ରଣାଳୀରେ ସୌର ଉଦ୍ୟାନ

ପର୍ଯ୍ୟଟନ ଋତୁ ପାଇଁ ଏବେଠୁ ସଜେଇ ହେଲାଣି କୋରାପୁଟ୍। ମିଆୱାକି ପ୍ରଣାଳୀରେ କରାଯାଇଛି ସୌର ଉଦ୍ୟାନ। ୮୦୦୦ ଟି ବୃକ୍ଷ ବି ଲଗାଯାଇଛି... ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଏଠାରେ ଏଭଳି ଭାବରେ ସଜା ଯାଇଛି ଯେ ଯିଏ ଦେଖିବ ସିଏ ଅଟକି ଯିବ

Making News
ମୋର କଲ୍‌ ଥିଲା, ମୁଁ ଆଡଭାନ୍ସ କାହିଁକି ନେବି?

ମୋର କଲ୍‌ ଥିଲା, ମୁଁ ଆଡଭାନ୍ସ କାହିଁକି ନେବି? ତା’କୁ ଯଦି ମୁଁ ଦରକାର...ତେବେ ଡେଟ୍‌ ଘୁଂଚାଇବ...ନହେଲେ ମୁଁ କିଛି ହେଲ୍ପ କରିବିନି

Andhra gang members
ମାତିଲେ ଏରଗୁଲା ଗ୍ୟାଙ୍ଗ୍‌...ମାତ୍ର ୧୦୦ ଟଙ୍କିଆ ମେସିନ୍‌ରେ ଲୁଟ୍‌ କରୁଛନ୍ତି ଲକ୍ଷଲକ୍ଷ ଟଙ୍କା...

କାରରେ ଟଙ୍କା ନେଇ ଯାଉଛନ୍ତି କି? ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ....କାରଣ ମାତିଛନ୍ତି ଏରଗୁଲା ଗ୍ୟାଙ୍ଗ୍‌....ପୂରା ପ୍ଲାନରେ ବ୍ୟାଙ୍କକୁ ଆସୁଛନ୍ତି, ପୂରା ମାର୍କ କରୁଛନ୍ତି। ଆଉ ବାହାରେ ଏଇ ମେସିନ୍‌ ଲଗାଇ କାଚ ଭାଙ୍ଗିକି କରୁଛନ୍ତି ଲୁଟ୍‌, ମାତ୍ର ୧ ମିନିଟ୍‌ରେ ଖେଳ ଶେଷ...

Cyber crime
ମହଙ୍ଗା ପଡ଼ିଲା ରିଲ୍‌...ମେସେଜ୍‌ ଆସିଲା, ପଙ୍ଗା ଆସିବ ତ ନଙ୍ଗା ହେବ...

ସୋସିଆଲ ମିଡ଼ିଆରେ ରିଲ୍‌ କରିବା ହେଲା କାଳ। ରିଲ୍‌ର ରିଅଲ ଫଟୋ ନେଇ ନ୍ୟୁଡ୍‌ କରି ଭାଇରାଲ କରିଦେଲେ ଫଟୋ...ଆଉ ମୋବାଇଲକୁ ମେସେଜ୍‌ ଦେଲେ, ପଙ୍ଗା ନେବ ତ ନଙ୍ଗା ହେବ....ଦେଖନ୍ତୁ ୟା ପରେ ହେଲା କଣ?

Dengue
ରିସର୍ଚ୍ଚରୁ ବଡ଼ ସଫଳତା ! ଡେଙ୍ଗୁ-ଚିକୁନଗୁନିଆକୁ ରୋକିବ ମଶା

ଏକ ନୂଆ ପ୍ରଜାତିର ମାଈ ମଶା ଜରିଆରେ ରୋଗ ନିୟନ୍ତ୍ରଣ ସୂଚନା । ସୂଚନା ଦେଲା ICMRର ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ।

Jagatsinghpur Spinning mill’
ସୂତା ଖିଅରେ ସୂତାକଳର ଭାଗ୍ୟ....ଭୋକରେ ୧୨ ଶହ ଶ୍ରମିକ

ସୂତା ଖିଅରେ ଝୁଲିଛି ସୂତାକଳର ଭାଗ୍ୟ। ୧୯୯୯ ମସିହା ପରଠାରୁ ବନ୍ଦ ହୋଇଗଲାଣି କାମ। ଋଣ ଭାର ୪ କୋଟି ଉପରେ...କାରଖାନା ଖୋଲିବାକୁ ବାରମ୍ବାର ଦାବି କରୁଛନ୍ତି ଲୋକେ...ହେଲେ ସରକାରଙ୍କ ଆନ୍ତରିକତା ନଥଖିବାରୁ ଅନ୍ଧାରରେ ୧୨ ଶ୍ରମିକଙ୍କ ଭବିଷ୍ୟତ। କେମିତି ଚଳିବେ, କଣ ଖାଇବେ? ଚିନ୍ତାରେ ଶ୍ରମିକଙ୍କ ପରିବାର...

Yellow Anaconda
ନନ୍ଦନକାନନ ଇତିହାସରେ ପ୍ରଥମ, ଜନ୍ମ ନେଲା ୟେଲୋ ଆନାକୋଣ୍ଡା

ନନ୍ଦନକାନନରେ ଛୁଆ ଜନ୍ମ ଦେଲା ୟେଲୋ ଆନାକୋଣ୍ଡା । ୟେଲୋ ଆନାକୋଣ୍ଡାଙ୍କ ସଂଖ୍ୟା ୪ରୁ ୫କୁ ବୃଦ୍ଧି ।

Chowmein
ଚାଓମିନ୍‌ ଫ୍ୟାକ୍‌ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

୩ ଜଣଙ୍କୁ ମୃତ ଘୋଷଣା କଲେ ମୋହନା ମେଡିକାଲ ଡାକ୍ତର ।

salesman crafts idol of Lord Jagannath
‘ରାତିରେ ସ୍ୱପ୍ନ ଦେଖିଲି, ମୁଁ ଜଗନ୍ନାଥଙ୍କ ମୂର୍ତ୍ତି ଗଢୁଛି, ସକାଳୁ ଉଠି ଆରମ୍ଭ କରି କାମ’

ସେ ଏକ ଲୁଗା ଦୋକାନର ସେଲ୍ସମ୍ଯାନ୍। କଳା କାରିଗରି ସହ ତାଙ୍କର କୌଣସି ସଂପର୍କ ନଥିଲା। ଦିନେ ରାତିରେ ସ୍ୱପ୍ନ ଦେଖିଲେ, ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଢୁଛନ୍ତି। ରାତି ପାହିଲା, ହଠାତ୍ ତାଙ୍କ ମନରେ ସାହସ ଆସିଲା, କିଛି ନଜାଣି ମଧ୍ୟ ସେ ସେବେଠୁ ଗଢ଼ିବା ଆରମ୍ଭ କଲେ କାଳିଆର ମୂର୍ତ୍ତି। ସେଦିନର ସେ ଅନୁଭୂତି ଥିଲା ଦେହ ଥରାଇ ଦେଲାପରି। ଆସନ୍ତୁ ଭେଟିବା ସେଲ୍ସମ୍ଯାନରୁ ମହାପ୍ରଭୁଙ୍କ କାରିଗର ପାଲଟି ଯାଇଥିବା ଏହି ବ୍ୟକ୍ତିଙ୍କୁ।

Fighter pilot father-daughter
ଇତିହାସରେ ପ୍ରଥମ ! ଏକାଠି ଯୁଦ୍ଧ ବିମାନ ଉଡ଼ାଇଲେ ବାପା-ଝିଅ....

ଇତିହାସରେ ପ୍ରଥମ !! ଏକାଠି ଯୁଦ୍ଧ ବିମାନ ଉଡାଇ ରେକର୍ଡ କଲେ ବାପା-ଝିଅ....ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ...

News Fuse
ଆଲୋ ଇଏ କଣ? ନର୍ଦ୍ଦମା ପାଣିରେ କଣ ପଶିଲେ ମୋକିମ୍‌?

ଆଲୋ ଆଲୋ....ଇଏ କଣ? ଏମିତି ଅସନା ପାଣିରେ ଧଳା କୁର୍ତା ପିନ୍ଧି କଣ ମୋକିମ୍‌ ବାବୁ ପଶିଛନ୍ତି? ଏଇଠି କଣ ମିଳିବ? ହାଉଲେ...ଟିକିଏ ଏପଟ ସେପଟ ହେଲେ ବେକେ ପାଣିରେ ପଶିଯିବ ଯେ ....ନାରଣ ତୁ କଣ ଜାଣିପାରୁନୁ? ଏଇଛି ପା ଚାଲିଛି ଆନ୍ଦୋଳନ...

Subhasini
ଉତ୍କଳ ସଂଗୀତ ମହାବିଦ୍ୟାଳୟ ଛାତ୍ରୀ ଫେରାର ଘଟଣାର ଖୁଲାସା, ଭିଡିଓ ଜାରି କଲେ ସୁଭାସିନୀ

‘ଆମେ ଦୁଇ ଜଣ ପରସ୍ପରକୁ ଅନେକ ଦିନ ହେବ ଭଲପାଉଥିଲୁ । କିନ୍ତୁ ପରିବାର ଲୋକ ଏଥିରେ ରାଜି ନଥିଲେ । ରାଜି ନହେବାରୁ ଆମେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲୁ । ’

BOAT
ଡଙ୍ଗା ବୁଡ଼ି ପରେ ବି ପଶୁନି ଚେତା, ୩୦ ବଦଳରେ ପାର ହେଉଛନ୍ତି ୧୦୦ ଯାତ୍ରୀ

ପ୍ରଶାସନଠୁ ଆରମ୍ଭ କରି ଲୋକେ ସମସ୍ତେ ଚୁପ୍ । ପ୍ରତିଦିନ ଜୀବନକୁ ବାଜି ଲଗାଇ ବୈତରଣୀ ମୁହାଣ ପାର ହେଉଛନ୍ତି ।

Maoist
ବନ୍ଧୁକ ଟ୍ରିଗର୍‌ରୁ ଜେସିବି ଷ୍ଟିଅରିଂ, ମାଓକ୍ୟାମ୍ପ ଛାଡ଼ିବା ପରେ..

ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ । ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି ।

GI Tag
ନାଲି କାଇ ଚଟଣୀରେ ଭରପୁର ରହିଛି ପ୍ରୋଟିନ୍-କ୍ୟାଲସିୟମ ଆଉ ଜିଙ୍କ୍

ମୟୂରଭଞ୍ଜ ନାଲି କାଇ ଚଟଣୀକୁ ସର୍ବୋଷଧି ମାନ୍ୟତା ମିଳିବ ବୋଲି ସମସ୍ତେ ଆଶାବାଦୀ ।

  • Wednesday, 06 July 2022
  • GI Tag
 Ram Nath Kovind
ଅବସର ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିବେ କେଉଁଠି? ମିଳିବ କି କି ସୁବିଧା?

ନିଜ କାର୍ଯ୍ୟକାଳରୁ ଅବସର ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିବେ କେଉଁଠି? ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ କେଉଁ କେଉଁ ସୁବିଧା ସୁଯୋଗ ମିଳିବ? ଦେଖନ୍ତୁ ଏଇ ଭିଡ଼ିଓ

CYBER CRIME
ଫୋନ୍‌ ଆସିଲା ଆପଣ ଦେଇନାହାନ୍ତି ଇଲେକ୍ଟ୍ରୀ ବିଲ୍‌...ବାସ୍‌ ବିଲ୍‌ ଦେଉ ଦେଉ ଆକାଉଣ୍ଟରୁ କଟିଲା ଟଙ୍କା...

ଫୋନ୍‌ ଆସିଲା ଆପଣ ଦେଇନାହାନ୍ତି ଇଲେକ୍ଟ୍ରୀ ବିଲ୍‌...ତୁରନ୍ତ ଏଇ ଆପ୍‌ରେ ପଇସା ଭରନ୍ତୁ ନଚେତ୍‌ ଆପଣଙ୍କ ଲାଇନ୍‌ କନେକ୍ସନ କାଟିଦେବୁ...ବାସ୍‌ ଏତିକି ପରେ ଆପ୍‌ ଡାଉନଲୋଡ୍‌ ମାରୁ ମାରୁ ଆକାଉଂଟରୁ କଟିଲା ଟଙ୍କା...ଜାଣିଲା ବେଳକୁ...

Maoist  shuns violence
ଦିନେ ବନ୍ଧୁକ ଧରୁଥିଲେ, ଏବେ ଷ୍ଟିଅରିଂ ଧରୁଛନ୍ତି....ହେଲେ ଏମାନଙ୍କୁ ଧୋକା ଦେଲା ସରକାର

ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ...ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି....ମାଓବାଦୀ ଥିଲା ବେଳେ ପରିବାର ଭଲରେ ଚଳୁଥିଲା ହେଲେ ମୁଖ୍ୟସ୍ରୋତରେ ସାମିଲ ହେବା ପରେ ବହୁତ୍‌ ଅସୁବିଧା। ପିଲା ପଢିପାରିଲେନି ବାହାର ରାଜ୍ୟକୁ କାମରେ ଗଲେ...ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ...ଦେଖନ୍ତୁ ମାଓ ସଂଗଠନ ଛାଡ଼ିବା ପରେ କେତେ କଷ୍ଟରେ ଚଳୁଛନ୍ତି ଧନୁ...

Class 7 students
ସରକାରୀ ସ୍କୁଲରେ ରିଅଲିଟି ଚେକ୍‌...ସପ୍ତମ ବନାନ କହିପାରୁନାହାନ୍ତି ୭ମ ପିଲା

ଏମିତି ପାଠ ପଢୁଛନ୍ତି ପିଲା। ସପ୍ତମ ଶ୍ରେଣୀରେ ପଢୁଛନ୍ତି ହେଲେ ସପ୍ତମ ବନାନ ଆସୁନି। ପିଲା ତ ପିଲା...ଖୋଦ୍‌ ମାଷ୍ଟରଙ୍କୁ ଜଣାନାହିଁ ଅଖଣ୍ଡ ସଂଖ୍ୟା କ’ଣ? ମୌଳିକ ଶବ୍ଦ ପତାରିବା ବେଳକୁ ପାଟି ଖନି ମାରିଯାଉଛି। ୪୯ ରୁ ୧୨ ଗଲେ ଆଉ କେତେ ରହିବ ତାହା ବି ଜାଣିନାହାନ୍ତି...ଆଉ ଏଇଠି ପିଲା ପଢିବେ କଣ? ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ବୁଲୁଛନ୍ତି ହେଲେ ଏ ସ୍କୁଲର ପିଲାଙ୍କ ଭବିଷ୍ୟତ ହେବ କଣ? ଦେଖନ୍ତୁ ଓଟିଭି ରିଏଲଟି ଚେକ୍‌

 Raimohan Parida's death
ପେଣ୍ଡାଲ ଖୋଜୁଛି, ଦର୍ଶକ ଖୋଜୁଛନ୍ତି....ସେ ନାହାନ୍ତି କିନ୍ତୁ ମନ ମାନୁନି...

ସେ ନାହାନ୍ତି...ମନ ମାନିବାକୁ ପ୍ରସ୍ତୁତ ନୁହେଁ। ତାଙ୍କର ଦମଦାର ଡାଇଲଗ୍‌କୁ ଖୋଜୁଛି ପେଣ୍ଡାଲ, ଖୋଜୁଛନ୍ତି ଦର୍ଶକ....ହେଲେ ସେ ନୀରବି ଯାଇଛନ୍ତି....ଏମିତି ଅଫେରନ୍ତା ରାଇଜକୁ ପଳାଇଲେ ଯେ, ଆଉ ଫେରିବେନି....