୩ ବର୍ଷର ଅବଧି ଥିଲା, ୫ ବର୍ଷ ହେଲା। ଏବେ ବି ସରିପାରୁନି ୨୦ କୋଟି ଟଙ୍କାର ପ୍ରକଳ୍ପ କାମ। ବ୍ରିଜ୍ କାମ ତ ସରିଗଲା ହେଲେ ଆପ୍ରୋଚ୍ କାମ ବାକି ରହିଲା। ଚାଷ ଜମିଠୁ ମେଡ଼ିକାଲ କି ସ୍କୁଲ...କୁଆଡ଼େ ଯାଇପାରୁନାହାନ୍ତି ଲୋକେ...ତେଜୁଛି ଅସନ୍ତୋଷ....ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ....