୩ ବର୍ଷର ଅବଧି ଥିଲା, ୫ ବର୍ଷ ହେଲା। ଏବେ ବି ସରିପାରୁନି ୨୦ କୋଟି ଟଙ୍କାର ପ୍ରକଳ୍ପ କାମ। ବ୍ରିଜ୍ କାମ ତ ସରିଗଲା ହେଲେ ଆପ୍ରୋଚ୍ କାମ ବାକି ରହିଲା। ଚାଷ ଜମିଠୁ ମେଡ଼ିକାଲ କି ସ୍କୁଲ...କୁଆଡ଼େ ଯାଇପାରୁନାହାନ୍ତି ଲୋକେ...ତେଜୁଛି ଅସନ୍ତୋଷ....ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ....
Published: Pallipuspa Samal
Last updated: 05 July 2022, 10:54 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।