ପୁଣି ଚର୍ଚ୍ଚାରେ କଲ୍ୟାଣସିଂହପୁରର କାସିମ୍ ଚାଚା। ଗରିବ ଭୋକିଲାଙ୍କୁ ଏଥର ଚିକେନ୍ ବିରିୟାନୀ ସହ ବାଣ୍ଟିଲେ ଜୋତା। କୁକୁଡ଼ା ମାଂସ ଦୋକାନ କରି ସପ୍ତାହକୁ ଏମିତି ଥରେ ଭୋକିଲାଙ୍କୁ ଦେଉଛନ୍ତି ଖାଦ୍ୟ...କେତବେବେଳେ ଜୋତା ତ ପୁଣି କେତେବେଳେ ଛତା...ଧୋତି ଆଉ ଲୁଗା ବି ଦେଉଛନ୍ତି। କାସିମ୍ଙ୍କୁ ନେଇ ପୂରା ରାଜ୍ୟରେ ଏବେ ବଢିଲାଣି ଚର୍ଚ୍ଚା, ଦେଖନ୍ତୁ ଏଇ ସ୍ୱତନ୍ତ୍ର ରିପୋର୍ଟ....
Published: Pallipuspa Samal
Last updated: 05 July 2022, 02:47 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।