ସେ ନାହାନ୍ତି...ମନ ମାନିବାକୁ ପ୍ରସ୍ତୁତ ନୁହେଁ। ତାଙ୍କର ଦମଦାର ଡାଇଲଗ୍କୁ ଖୋଜୁଛି ପେଣ୍ଡାଲ, ଖୋଜୁଛନ୍ତି ଦର୍ଶକ....ହେଲେ ସେ ନୀରବି ଯାଇଛନ୍ତି....ଏମିତି ଅଫେରନ୍ତା ରାଇଜକୁ ପଳାଇଲେ ଯେ, ଆଉ ଫେରିବେନି....
Published: Pallipuspa Samal
Last updated: 06 July 2022, 09:34 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।