Other Videos

ବାହାରୁ ବେଶ୍‌ ଚକ୍‌ଚକ୍‌, ହେଲେ ଭିତର ପୂରା ଫମ୍ପା। ସ୍ୱର୍ଗଦ୍ୱାର ରାସ୍ତା ଏମିତି ଯେ...ଶବ କାନ୍ଧେଇ ଗଳା ବେଳେ ଟିକିଏ ଅନ୍ୟମନସ୍କ ହେଲେ ନିଜର ଚାଲିଯାଇପାରେ ପ୍ରାଣ। ୪ ମାସର କାମକୁ ୫ ବର୍ଷ ହେଲାଣି କରାଯାଉଛି। କିନ୍ତୁ କାମ ସରୁନି । ବର୍ଷାରେ ତିନ୍ତିତିନ୍ତି ଶବଦାହ କରୁଛନ୍ତି ଲୋକେ...ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ, କେମିତି ଚାଲିଛି ଶବଦାହ

Death trap lies on road to crematorium ground in Binika