ଅନ୍ଧାରୀ ମୂଲକରେ ନିରୀହ ମଣିଷମାନେ କେମିତି ଭୋଗୁଛନ୍ତି ବିଜୁଳି ଯନ୍ତ୍ରଣା, ତାହା ମୟୂରଭଞ୍ଜ ଜିଲ୍ଲା ଶାଳଚୁଆ ପଞ୍ଚାୟତ ସାଗରସାହିରେ ଦେଖିବାକୁ ମିଳିଛି ।ବିଦ୍ୟୁତ୍ ବିଭାଗ କିନ୍ତୁ ଏଠି ଖେଳିଛି ବିଚିତ୍ର ଖେଳ । ଗାଁ ଲୋକଙ୍କ ବାରମ୍ବାର ଧାରଣା ଓ ଆନ୍ଦୋଳନ ପରେ ଧର୍ମକୁ ଆଖିଠାର ମାରିଲା ଭଳି ଲୋକଙ୍କ ଘରେ ସୁଇଚ୍ ବୋର୍ଡ ଓ ମିଟର ବସାଇ ଦେଇଛି । କିନ୍ତୁ ଗାଁକୁ ଗୋଟିଏ ବି ବିଦ୍ୟୁତ୍ ଖୁଣ୍ଟ ପଡ଼ିନି ।
Published: Chandan Shishu
Last updated: 24 September 2022, 11:00 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।