• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

husband to maintain wife
କୋର୍ଟଙ୍କ ବଡ଼ ରାୟ...ସ୍ୱାମୀ ମୂଲ ଲାଗିବ ପଛେ ହେଲେ ପିଲା ଓ ସ୍ତ୍ରୀଙ୍କ ଦାୟିତ୍ୱ ନେବାକୁ ବାଧ୍ୟ

ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ସ୍ୱାମୀ ମୂଲ ଲାଗୁ ପଛେ ସ୍ତ୍ରୀ ଓ ପିଲାଙ୍କ ଦାୟିତ୍ୱ ନେବାରୁ ସେ ପଛଘୁଂଚା ଦେଇପାରିବେ ନାହିଁ।

Indian Air Force Day
ଆଜି ଇଣ୍ଡିଆନ ଏୟାରଫୋର୍ସ ଡେ’...ଶକ୍ତିଶାଳୀ ହେଉଛି ଭାରତ

ଦିନକୁ ଦିନ ଭାରତୀୟ ବାୟୁସେନାର ବୃଦ୍ଧି ପାଉଛି ଶକ୍ତି। ଏବେ ଶତ୍ରୁ ପକ୍ଷକୁ ଜବାବ୍‌ ଦେବା ପାଇଁ ପୂରା ତୟାର ଭାରତ

Road Accident
ରାସ୍ତା ପାର୍ ହେଉଥିବା ବେଳେ ଦୁର୍ଘଟଣା, ୩ ଜଣଙ୍କ ଜୀବନ ଗଲା

ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଜଣ ଏବଂ ପଥଚାରୀଙ୍କ ମୃତ୍ୟୁ ଘଟିଛି।

Meet brothers who are forever with each other
ଭାଇ-ଭାଇଙ୍କ ପ୍ରେରଣାଦାୟୀ କାହାଣୀ: ପରିବାରରେ ମନୋମାଳିନ୍ୟ ପଛ, ସମ୍ପର୍କ ଆଗ

ଏମିତି ଭାଇଙ୍କ କାହାଣୀ ... ଯାହା ଜାଣିଲେ ଆପଣ ବି ଆପଣଙ୍କ ଘରେ ସେମିତି କାହାଣୀର କାମନା କରିବେ

Deepika Case Family Dispute
ଦୀପିକାଙ୍କ ଜିଦ୍, ପ୍ରେମିକ ଦୀନେଶ ଆସିଲେ ହିଁ ବିବାଦ ତୁଟିବ

ଆଜିକୁ ମିଶାଇ ଦୀପିକାଙ୍କ ଧାରଣା ୬୬ ଦିନରେ ପହଞ୍ଚିଛି। ପତ୍ନୀର ମାନ୍ୟତା ସହ ଦେଢ଼ ବର୍ଷର ପୁଅକୁ ବାପାର ପରିଚୟ ଦାବି କରି ଅଗଷ୍ଟ ୧ ତାରିଖରୁ ଚାଲିଛି ପ୍ରେମିକ ଦୀନେଶଙ୍କ ଦୁଆରେ ଅହୋରାତ୍ର ଧାରଣା

Neheru Bangala
ନେହେରୁ ବଙ୍ଗଳା ପ୍ରତି ଧ୍ୟାନ ଦିଅନ୍ତୁ ସରକାର, ନଚେତ୍...

ବଙ୍ଗୋପସାଗର ଓ ମହାନଦୀର ସଙ୍ଗମ ସ୍ଥଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଏପରି ଯେ ଇକୋ ଟୁରିଜିମ୍ ବା ଇକୋ ରିଟ୍ରିଟ୍ ପାଇଁ ଅତ୍ୟନ୍ତ ଅନୁକୂଳ ବାତାବରଣ ।

  • Friday, 07 October 2022
OAS Topper, Tejaswini Behera
OAS Result: ତେଜସ୍ୱିନୀ ଥରକେ ଟପ୍ପର, ଶୁଭଙ୍କରୀ ଦ୍ୱିତୀୟ ଥରରେ ରାଙ୍କ ୨

ଲିଷ୍ଟରେ ନାଁ ରହିବ ବୋଲି ସେ ନିଶ୍ଚିତ ଥିଲେ । ଆର୍ଥାତ୍‌ OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ତାଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା ।

police interfere in deepika-dinesh case
ଘନେଇଲା ଦୀପିକା-ଦିନେଶ ମାମଲା: ଥାନାକୁ ଟଣା ହେଲେ ଦିନେଶଙ୍କ ବାପା,ମା’

ପୁଣି ଘନେଇ ଦୀପିକା-ଦିନେଶ ମାମଲା। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଅଭିଯୋଗକୁ ଭତ୍ତି କରି ବଡ ବଜାର ପୋଲିସ ଦିନେଶଙ୍କ ବାପା-ମାଆଙ୍କୁ  ଥାନାକୁ ଡାକିଛି। ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।  

10 persons Left Stranded After Sudden Release Of Water From Gohira Dam
କାଳ ହେଲା ସେଲ୍‌ଫି ନିଶା: ନଦୀ ମଝିରେ ନେଉଥିଲେ ସେଲ୍‌ଫି, ହଠାତ୍‌ ମାଡ଼ି ଆସିଲା ପାଣି...

ନଦୀ ମଝିରେ ସେଲ୍‌ଫି ନେଉଥିବା ବେଳେ ଡ୍ୟାମ୍‌ରୁ ହଠାତ୍‌ ପାଣି ମାଡ଼ି ଆସିଥିଲା। ଫଳରେ ନଦୀ ମଝିରେ ୧୦ ଜଣ ଫସି ଯାଇଥିଲେ। 

sexual harassment in sreemandira
ଶ୍ରୀମନ୍ଦିରରେ ନାବାଳକଙ୍କୁ ଯୌନ ନିର୍ଯାତନା; ଯାତ୍ରୀ ଗୁମାସ୍ତାଙ୍କୁ ବାନ୍ଧିଲା ପୋଲିସ

ପୁରୀରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଆଉ କେହି ନୁହେଁ, ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଏପରି ନିର୍ଯାତନା ଦେଇଥିବା  ଅଭିଯୋଗ ଆସିଛି।

world smile day 2022
ଆସ...ଟିକିଏ ହସିଦେବା, ଅନ୍ୟ ମୁହଁରେ ହସ ଦେଖିବା...ଦୁଃଖ ଦରଦକୁ ଦୂରେଇ ଦେବା

ଆଜି ବିଶ୍ୱ ହସ ଦିବସ। ଚାଲନ୍ତୁ ଏଇ ହସର ଉପାଦେୟତା ବିଷୟରେ କିଛି ଜାଣିବା। ସତ କହିବାକୁ ଗଲେ, ଚେନାଏ ହସ ବାଣ୍ଟିଦିଏ ମମତା। ହାଲ୍‌କା କରିଦିଏ ମନ । ହୃଦୟରେ ଭରଦିଏ ଉଚ୍ଛ୍ୱାସ । ମିଠା ମିଠା ହସ ସଜାଡି ଦିଏ ବିଗିଡି ଯାଇଥିବା ସମ୍ପର୍କକୁ । ମନଖୋଲା ହସ ସଜାଡି ଦିଏ ଉଜୁଡି ଯାଉଥିବା ସ୍ୱାସ୍ଥ୍ୟକୁ।

helpless woman
ସ୍ୱାମୀ ଯାଇଛି ଦାଦନ, ଘର ଭାଙ୍ଗିଦେଲେ ମହିଳା ଗୋଷ୍ଠୀ

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମୋ ଘର ଭାଙ୍ଗିଦେଲେ। ପୁଅ-ବୋହୂ, ନାତି-ନାତୁଣୀଙ୍କୁ ଧରି ମୁଁ ଯିବି କୁଆଡ଼େ? ଏ ବର୍ଷା ପାଣି ଦିନରେ ସାପ ବେଙ୍ଗ ଡର। ଘର ନାହିଁ। ଚୂଲି ନାହିଁ କି ଚାଳ ନାହିଁ। ମୁଁ କରିବି କଣ ? ହେ ନବୀନ ସରକାର ମତେ ଉଦ୍ଧାର କର

400 people evacuated as landslides in Kandhamal
ଭୟଭୀତ ଗାଁ ଲୋକେ: ଧସିବାରେ ଲାଗିଛି ମାଟି ଅତଡ଼ା, କେତେବେଳେ ବି ହାନୀ ହୋଇପାରେ ଧନଜୀବନ

ଗତ କିଛି ବର୍ଷ ହେଲା ପାହାଡ଼ରେ ଭୁସ୍ଖଳନ ହେଉଛି। କେତେବେଳେ ବି ପ୍ରଭାବିତ ହୋଇପାରେ ଗାଁ। ଆଉ ହାନୀ ହୋଇପାରେ ଧନଜୀବନ। ତେଣୁ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ। 

Neheru bangla
ନେହରୁ ବଙ୍ଗଳା ପ୍ରତି କେବେ ଦୃଷ୍ଟି ଦେବେ ସରକାର?

ନେହରୁ ବଙ୍ଗଳାର ବିକାଶ ହେବ କେବେ? ପର୍ଯ୍ୟଟନସ୍ଥଳୀ ହୋଇଥିବା ପରେ କାହିଁକି ହୋଇପାରୁନି ବିକାଶ? ସବୁ ଜାଣି ଚୁପ୍‌ ବସିଛି କି ପ୍ରଶାସନ?

Yojana ra na hariloot
ବାଃ ବାଃରେ ଯୋଜନା...ପଟ୍ଟା ଦେଲ ଜମି ନାହିଁ?

ହାତରେ ପଟ୍ଟା ଅଛି ହେଲେ ଜମିରେ ପାଦ ନାହିଁ । ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି ୫୦ ପରିବାର...ଆଦିବାସୀଙ୍କ ନିରକ୍ଷରତାର ସୁଯୋଗ ନେଇ ଅଗୋଚରରେ ସବୁ ଖାଇଦେଲେ

Jeypore mechanics
ଭାଇ ହେବ ତ ଏମିତି ! ୩୮ ବର୍ଷ ହେଲା ଏକାଠି ରହୁଛନ୍ତି...ଦୁହେଁ ଦୁହିଁକୁ ଛାଡି ଟିକିଏ ବି

କଳିଯୁଗର ଏମାନେ ହେଉଛନ୍ତି କୃଷ୍ଣ-ସୁଦାମା। ୩୮ ବର୍ଷ ହେଲା ଏକାଠି ରହୁଛନ୍ତି...ସାନ ଭାଇମାନେ ବାପାଙ୍କ ପରି ସମ୍ମାନ ଦେଉଛନ୍ତି। କେହି କାହାକୁ ଛାଡିବାକୁ ନାରାଜ୍...ଯୌଥ ପରିବାରକୁ ନେଇ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ

Body of a youth found hanging outside his house in Keonjhar
ସହିପାରିଲେନି ଋଣ ଭାର, ଶେଷରେ ରଶି ଲଗାଇ ଝୁଲି ପଡ଼ିଲେ ଟ୍ରକ୍‌ ମାଲିକ !

ଋଣ ଭାର ସହି ନପାରି ଜଣେ ଟ୍ରକ୍‌ ମାଲିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଟ୍ରକ୍‌ରୁ କୌଣସି ରୋଜଗାର ହୋଇ ନ ପାରିବାରୁ ସେ ଚାପରେ ଥିଲେ। 

News Fuse
ଯିଏ ପ୍ରକୃତ ଯୋଦ୍ଧା...ସିଏ ପ୍ରତି ମୁହୂର୍ତ୍ତରେ ଲଢେଇ କରିବ...

ହସି ହସି କଷ୍ଟର ସାମ୍ନା ଯିଏ କରେ...ସିଏ ସବୁ କିଛି କରିପାରେ। ଏତେ ଦୁଃଖ ଥିବା ପରେ ବି କେବେ ହାର୍‌ ମାନିନାହାନ୍ତି ପ୍ରମିଳା। ପିଲାଙ୍କ ଦାୟିତ୍ୱ ପାଇଁ ଆଜି ମୂଲ ଲାଗୁଛନ୍ତି...ଆଜି ନ୍ୟୁଜ୍‌ ଫୁଜ୍‌ରେ ଦେଖନ୍ତୁ ଏକ ପ୍ରେରଣାଦାୟୀ କାହାଣୀ।

Ukraine war prediction reduces Russian soldiers wife to tears
ଥମୁନି ଋଷ-ୟୁକ୍ରେନ ଯୁଦ୍ଧ; ଆଉ ଏତେ ବର୍ଷ ଚାଲିବ ବୋଲି ବାବା ଭେଙ୍ଗାଙ୍କ ପୂର୍ବାନୁମାନ

ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧ ନିକଟରେ ଶେଷ ହେବାର କୌଣସି ସଂକେତ ଦେଖାଯାଉନି। ଆହୁରି ଏତେ ବର୍ଷ ଚାଲିବ ବୋଲି ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା। ଏହାକୁ ନେଇ ସୈନିକଙ୍କ ମଧ୍ୟ ଦେଖାଦେଇଛି ଅନିଶ୍ଚିତତାର ପରିବେଶ।

Heavy Rain
ଉପାନ୍ତରୁ ଉପକୂଳ ନିର୍ଧୁମ ଛେଚୁଛି ! ଭୁଶୁଡ଼ିଲା ଘର, ଉପୁଡ଼ିଲା ଗଛ..

ଭୁବନେଶ୍ୱର, କଟକ ସମେତ ଉପକୂଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ । ଆହୁରି ୩ ଦିନ ଯାଏଁ ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।

Boat Catches Fire
ମାଛ ମାରୁଥିବା ବେଳେ ଜଳିଗଲା ଡଙ୍ଗା; ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ମଝି ସମୁଦ୍ରରେ ମାଛ ଧରା ବୋଟ୍‌ରେ ଲାଗିଗଲା ନିଆଁ। ଅଳ୍ପକେ ବର୍ତ୍ତିଲା ୧୦ ମତ୍ସ୍ୟଜୀବୀଙ୍କ ଜୀବନ। ଆଜି ପୂର୍ବାହ୍ନରେ ଏପରି ଘଟଣା ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ଘଟିଛି।

drowning
ଗଙ୍ଗା ନଈ କୂଳରେ ଛକିଥିଲା ଯମ...ଗାଧୋଇବାକୁ ଯାଇ ୬ ଭାଇଭଉଣୀଙ୍କର ଗଲା ଜୀବନ

ବିଜୟା ଦଶମୀରେ ଶୋକାକୁଳ ହେଲା କାନପୁର। ସାଙ୍ଗ ହୋଇ ଗଙ୍ଗା ନଈକୁ ଗାଧୋଇବାକୁ ଯାଇଥିଲେ ୬ ଭାଇ-ଭଉଣୀ...ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଜଣଙ୍କୁ ବଂଚାଇବାକୁ ଯାଇ ୬ ଜଣଙ୍କ ଗଲା ପ୍ରାଣ....ପିଲାଙ୍କୁ ହରାଇ ଭୋ ଭୋ କାନ୍ଦୁଛି ପୂରା ପରିବାର

Old man marries young girl at 78 after 3 years of dating
ଅଜବ ବିବାହ: ୧୮ ବର୍ଷର କନିଆଁକୁ ୭୮ ବର୍ଷର ବର

ଜେଜେବାପା ବୟସର ଜଣେ ବ୍ୟକ୍ତି ତାଙ୍କ ନାତୁଣୀ ବୟସର ଜଣେ ଝିଅଙ୍କୁ ବିବାହ କରିନେଇଛନ୍ତି। ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ପ୍ରେମ, ଏବେ ନେଲା ବିବାହ ରୂପ। ଏବେ ପରିବାର ପାଇଁ କରୁଛନ୍ତି ଯୋଜନା।

News Fuse
ଏମାନେ ମିଛ କେସ୍ ଲଗାଇଦେବେ…ଦେଖୁନୁ କହିଲେଣି, ମହିଷାସୁରକୁ ବଧ କରିଛନ୍ତି କୃଷ୍ଣ

ଆଲୋ ଆଲୋ ଆମେ ପଚାରୁଛି ପ୍ରଶ୍ନ ମଉସା ଦେଖାଉଛନ୍ତି ୩୨…କହୁନ, ଜଗନ୍ନାଥ ମନ୍ଦିର କିଏ ତିଆରି କରିଥିଲେ? ମଉସାଙ୍କ ପ୍ରବଳ ‌ଜ୍ଞାନ, କହୁଛନ୍ତି କଂସାସୁରକୁ ମାରିଥିଲେ ରାବଣ...ପଳେଇ ଚାଲରେ ନାରଣ। ନହେଲେ କେତବେଳେ...

Lightning Strike
ପାଠପଢ଼ା ପାଇଁ ପାହାଡ଼ ଉପରେ ମୋବାଇଲ୍‌ ନେଟ୍‌ୱର୍କ ଖୋଜୁଥିଲେ; ୩ ଛାତ୍ର ଆହତ

ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର। ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘନ ଘନ ମାରିଲା ବିଜୁଳି। ସେଠାରେ ଚେତାଶୂନ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ।