ଭାରତୀୟ ବାୟୁସେନା ୮ ଅକ୍ଟୋବର ୧୯୩୨ରେ ପ୍ରତିଷ୍ଠା ହୋଇଥିଲା, ସେହି ଦିନଠାରୁ ପ୍ରତିବର୍ଷ ୮ ଅକ୍ଟୋବରରେ ଏହି ଦିନ ପାଳନ କରାଯାଏ। ଏୟାର ମାର୍ଶଲ ସୁବ୍ରତ ମୁଖାର୍ଜୀ ଭାରତୀୟ ବାୟୁସେନାର ପ୍ରତିଷ୍ଠାତା ବୋଲି ବିବେଚନା କରାଯାଏ।
ଆଜି ୯୧ ତମ ବାୟୁସେନା ଦିବସ। ଆଜିର ଦିନ ବାୟୁସେନା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ଲିପିବଦ୍ଧ ହୋଇଛି।
ପ୍ରତିବର୍ଷ ୮ ଅକ୍ଟୋବରରେ ଦେଶ ଖୁବ ଧୂମଧାମରେ ପାଳନ କରେ ‘ଭାରତୀୟ ବାୟୁସେନା ଦିବସ’। ଏହି ଅବସରରେ ଆସନ୍ତୁ ଭାରତୀୟ ବାୟୁସେନା ସହିତ ଜଡିତ କିଛି ମଜାଦାର ତଥ୍ୟ ଉପରେ ନଜର ପକେଇ ନେବା
ନୂଆ ଧ୍ୱଜାରେ ୟୁନିଅନ୍ ଜ୍ୟାକ୍ ହଟାଇ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଛି
ଦିନକୁ ଦିନ ଭାରତୀୟ ବାୟୁସେନାର ବୃଦ୍ଧି ପାଉଛି ଶକ୍ତି। ଏବେ ଶତ୍ରୁ ପକ୍ଷକୁ ଜବାବ୍ ଦେବା ପାଇଁ ପୂରା ତୟାର ଭାରତ