କଳିଯୁଗର ଏମାନେ ହେଉଛନ୍ତି କୃଷ୍ଣ-ସୁଦାମା। ୩୮ ବର୍ଷ ହେଲା ଏକାଠି ରହୁଛନ୍ତି...ସାନ ଭାଇମାନେ ବାପାଙ୍କ ପରି ସମ୍ମାନ ଦେଉଛନ୍ତି। କେହି କାହାକୁ ଛାଡିବାକୁ ନାରାଜ୍...ଯୌଥ ପରିବାରକୁ ନେଇ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ
Published: Pallipuspa Samal
Last updated: 07 October 2022, 09:16 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।